ଚାଷୀମାନଙ୍କ ପାଇଁ ସରକାର ଆଣିଲେ ବହୁତ ବଡ଼ ଖୁସିର ଖବର ,ଜାଣିଲେ ଆପଣ ଖୁସିରେ ନାଚି ଉଠିବେ ଦେଖନ୍ତୁ କଣ ରହିଛି |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ଏକ ବଡ଼ ଖବର ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଆଉ କିଛି ବଡ଼ ଘୋଷଣା ଏମାନଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା | ତେବେ ଫସଲ ବୀମାକୁ ନେଇ ସରକାରଙ୍କ ତରଫରୁ ଆସିଲା ବଡ଼ ଅପଡେଟ ଫସଲ ବୀମା ଯୋଜନା ଅଧୀନରେ କୃଷକ ମାନେ ସେମାନଙ୍କ ନାମ ବୀମା ପୋର୍ଟାଲରେ ପଞ୍ଜୀକରଣ କରିବାର ସମୟ ସୀମାକୁ ବୃଦ୍ଧି କରାଗଲା |

ଆସନ୍ତା ଅଗଷ୍ଟ 5 ତାରିକ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ ଚାଷୀ ଏନେଇ କୃଷି ନିର୍ଦେଶକଙ୍କୁ ଚିଠି ଲେଖିଲା କୃଷି ମନ୍ତ୍ରାଳୟ |ଏନେଇ ଜୁଲାଇ 31 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରା ଯାଇଥିଲା ହେଲେ ଏବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଓ ବୀମା ପୋର୍ଟାଲରେ ବିଭିନ କାରଣରୁ ପଞ୍ଜିକରଣ ହୋଇଥିବାରୁ ସମୟ ସୀମା ଅଗଷ୍ଟ 5 ତାରିକ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା ଯାହାକି ଅନୁମୋଦନ କରିଛନ୍ତି |

କେନ୍ଦ୍ର ସରକାର 2 ହେକ୍ଟର ଜମି ଥିବା ଚାଷୀଙ୍କ ବୀମା ରାଶି ରାଜ୍ୟ ସରକାର ବହନ କରୁଛନ୍ତି ଧାନ ପାଇଁ ଗ୍ରାମ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ବା ମୁନିସୀ ପାଲିଟିର ଏବଂ ଅଣଧାନ ପାଇଁ ବ୍ଲକ ସ୍ଥାନରେ କୃଷକ ମାନଙ୍କର ନାମ ପଞ୍ଜୀକୃତ ହେଉଛି ତେବେ ପୂର୍ବରୁ ଋଣ ନେଉଥିବା କୃଷକ ମାନେ ସମ୍ପୃକ୍ତ ବ୍ୟାଙ୍କ ଶାଖା ବା ପ୍ରାଥମିକ କୃଷି ସମବାୟ ସମିତିର ପଞ୍ଜିକରଣ କରିପାରିବେ |

ତେବେ ଋଣ ନେଉଥିବା ଚାଷୀମାନେ ବ୍ୟାଙ୍କ ଶାଖା ଜନ ସେବା କେନ୍ଦ୍ର ବା କମ୍ପାନୀ ମଧ୍ୟସ୍ଥ ସଂସ୍ଥା ଏମିତିକି ବୀମା କମ୍ପାନୀ ଗୁଡ଼ିକରେ କାର୍ଯ୍ୟକ୍ରମ କାର୍ଯ୍ୟାଳୟ କିମ୍ବା ବୀମା ଆପ୍ଲିକେସନ ବ୍ୟବହାର କରି ନାମ ପଞ୍ଜିକରଣ କରିପାରିବେ ତେବେ ଯାହାକି ବଡ଼ ଅପଡେଟ ମୁତାବକ ଆସନ୍ତା 5 ତାରିକ ପର୍ଯ୍ୟନ୍ତ ଫସଲ ବୀମା ଅଧୀନରେ କରିପାରିବେ ପଞ୍ଜିକରଣ |

Leave a Reply

Your email address will not be published. Required fields are marked *