ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଆମ ଦେଶ ଭାରତରେ ସବୁଠାରୁ କମ ପାଠ ପଢିଥିବା ପ୍ରଧାନ ମନ୍ତ୍ରୀ ମାନଙ୍କ ବିଷୟରେ ତେବେ କିଛି ଦିନ ହେଲା ଭାରତର ପ୍ରଧାନମନ୍ତ୍ରୀ ମାନଙ୍କୁ ନେଇ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ସେଥିରେ ପ୍ରଧାନମନ୍ତ୍ରୀ ଙ୍କ ଡିଗ୍ରୀକୁ ନେଇ ମଧ୍ୟ ବହୁତ କିଛି ବିବାଦ ଦେଖିବାକୁ ମିଳୁଛି |ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ନରେନ୍ଦ୍ର ମୋଦି ଭାରତର 15 ତମ ପ୍ରଧାନମନ୍ତ୍ରୀ ଅଟନ୍ତି ଏହା ପୂର୍ବରୁ ଭାରତର 14 ଜଣ ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି |ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଭାରତରେ ରହି ଆସିଥିବା ପ୍ରଧାନମନ୍ତ୍ରୀ ମାନଙ୍କ ବାୟୋ ଡାଟା ଏବଂ ଶିକ୍ଷାଗତ ଯୋଗ୍ୟତା ବିଷୟରେ |
ଜବାହାରଲାଲ ନେହେରୁ -1947 ମସିହା ଅଗଷ୍ଟ ମାସ 15 ତାରିକରୁ 1964 ମସିହା ମେ ମାସ 27 ତାରିକ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ଦେଶର ପ୍ରଥମ PM ଜବାହାରଲାଲ ନେହେରୁ ତାଙ୍କ ହିରୋ ସ୍କୁଲରୁ ଶିକ୍ଷା ପ୍ରାପ୍ତ କରିଥିଲେ |ତାପରେ ସେ ନିଜର ଗ୍ରାଜୁଏସନ କେମ୍ରିଷ୍ଟିନିଟ ବିଶ୍ୱ ବିଦ୍ୟାଳୟରେ ପ୍ରାକୃତିକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ |
ଲାଲ ବହାଦୁର ଶାସ୍ତ୍ରୀ -1964 ମସିହାରୁ ଜୁନ 9 ତାରିକରୁ 11 ଜାନୁଆରୀ 1966 ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେ ଜୟ ଯବାନ ଜୟ କିଷାନର ନାରା ଦେଇଥିଲେ ସେ ତାଙ୍କର ବିଦ୍ୟାପୀଠ କାଶୀ ବିଦ୍ୟାପୀଠ ବାରଣାସୀରୁ ପ୍ରାପ୍ତ କରିଥିଲେ |
ଇନ୍ଦିରା ଗାନ୍ଧୀ -ଇନ୍ଦିରା ଗାନ୍ଧୀ ଦୁଇ ଦୁଇ ଥର ଆମ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ପ୍ରଥମ ଥର 1966 ଜାନୁଆରୀ 24 ତାରିକରୁ 1977 ମାର୍ଚ୍ଚ 24 ତାରିକ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଥର 1980 ମସିହା ଜାନୁଆରୀ ମାସ 1984 ମସିହା ଅକ୍ଟୋବର ମାସ 31 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳି ଥିଲେ ତେବେ ସେ ତାଙ୍କର ଶିକ୍ଷାର ଆରମ୍ଭ ପଶ୍ଚିମବଙ୍ଗର ଶାନ୍ତି ନିକେତନରୁ କରିଥିଲେ ତାପରେ ସେ ଅକ୍ସପୋର୍ଟ ବିଶ୍ୱ ବିଦ୍ୟାଳୟ ଲଣ୍ଡନରେ ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ |
ରାଜୀବ ଗାନ୍ଧୀ -31 ଅକ୍ଟୋବର 1984 ରୁ ଡିସେମ୍ବର 1989 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ ରାଜୀବ ଗାନ୍ଧୀ ଏକ ମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ କି ଅଣ୍ଡର ଗ୍ରାଜୁଏଟ |ସେ କେମ୍ବ୍ରିଜତିନିଟି ଲଣ୍ଡନର ମେକାନିକ ଡିଗ୍ରୀ କଲେଜରେ ଦାଖଲ ଦେଇଥିଲେ କିନ୍ତୁ ସମ୍ପୂର୍ଣ ଶେଷ କରିନଥିଲେ |
ଅଟଳ ବିହାରୀ ଵାଚପେ -ଅଟଳ ବିହାରୀ ଵାଚପେ ସେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ପାଦରେ କାର୍ଯ୍ୟରତ ଥିଲେ 1996 ମେ 16 ତାରିକରୁ ଏବଂ 1998 ମାର୍ଚ୍ଚ 19 ତାରିକରୁ 2004 ମାର୍ଚ୍ଚ 22 ତାରିକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ସେ କାର୍ଯ୍ୟରତ ଥିଲେ ସେ ଲକ୍ଷ୍ମୀବାଇ କଲେଜ ଗୁଆଲିୟର ଏବଂ ଡିଏବି କଲେଜ କାନପୁରରେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଥିଲେ |
ମନ ମୋହନ ସିଂହ -ସେ ଦେଶର ଦୁଇଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ 2004 ମାର୍ଚ୍ଚ 22 ତାରିକରୁ ମାର୍ଚ୍ଚ 2009 ପର୍ଯ୍ୟନ୍ତ ଏବଂ 2009 ରୁ 17 ମାର୍ଚ୍ଚ 2014 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ସେ କାର୍ଯ୍ୟରତ ଥିଲେ ସେ କ୍ୟାବିନେଟ ବିଶ୍ୱ ବିଦ୍ୟାଳୟ ଏବଂ ଅକ୍ସପୋର୍ଟ ବିଦ୍ୟାଳୟରୁ ନିଜର ପାଠ ପଢା ସମାପ୍ତ କରିଥିଲେ |
ନରେନ୍ଦ୍ର ମୋଦି -ନରେନ୍ଦ୍ର ମୋଦି 26 ମେ 2014 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି ସେ ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି |କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠ ପଢାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ଏବେ ରିସର୍ଚ୍ଚରେ ଜଣା ପଡିଲା ମୋଦି ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି |