ବାଛନ୍ତୁ ଦୁଇଟି ରଙ୍ଗର ଗୋଲାପ ମଧ୍ୟରୁ ଗୋଟିଏ, ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ଆଗକୁ କଣ ରହିଛି |

ନମସ୍କାର ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଦୁଇଟି ଗୋଲାପ ଫୁଲର ଫୋଟ ଦେଖାଉଛୁ ସେଥି ମଧ୍ୟରୁ ବାଛନ୍ତୁ ଆପଣ ଗୋଟି ରଙ୍ଗର ଗୋଲାପ ଫୁଲ ଆଉ ତାହା ସହିତ ଗୋଟିଏ ସଂଖ୍ୟା ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ସଂଖ୍ୟା ଆପଣମାନଙ୍କୁ ଏହି ଗୋଲାପ ଫୁଲ ମଧ୍ୟରୁ କେଉଁ ଗୋଲାପ ଫୁଲଟି ଭଲ ଲାଗିବ ଆପଣ ବାଛି ପାରିବେ ଆପଣ ଯେଉଁ ଗୋଲାପ ଫୁଲ ବାଛିବେ ସେହି ଗୋଲାପ ଫୁଲ ବିଷୟରେ ଯାହା କୁହାଯିବ ଆପଣ ସେୟା ଶୁଣିବେ | ଆପଣ ଦୁଇଟି ରଙ୍ଗର ଫୁଲ ଦେଖୁଛନ୍ତି ଗୋଟିଏ ନାଲି ରଙ୍ଗର ଆଉ ହଳଦିଆ ରଙ୍ଗର ହଳଦିଆ ରଙ୍ଗ ଯାହାକି ଯାହାକି ଅନନ୍ତର ପ୍ରତୀକ ଅଟେ ନାଲି ରଙ୍ଗ ପ୍ରେମର ପ୍ରତୀକ ଅଟେ ଏହି ଦୁଇଟି ମଧ୍ୟରୁ ସମାନତା ବହୁତ ରହିଛି ଆପଣ ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ କଣ |

ପ୍ରଥମେ ହଳଦିଆ ରଙ୍ଗ -ଯଦି ଆପଣ ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ ଧ୍ୟାନ ଦେଇ ଏବେ ଶୁଣନ୍ତୁ ଯେ ଜାଣନ୍ତୁ ହଳଦିଆ ରଙ୍ଗ ଆପଣଙ୍କ ଭବିଷ୍ୟତକୁ ନେଇ କଣ କହୁଛି ଆପଣ ନିଶ୍ଚିତ ଭାବରେ ବ୍ୟଗ୍ରହମାନ ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି ଆପଣଙ୍କ ଶୁଭ ସମୟ ଆସି ଯାଇଛି ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ସରିଗଲାଣି ସମସ୍ତ ବ୍ୟାକୁଳତା ଆପଣଙ୍କ ଦୂର ହେବ ଆପଣଙ୍କ ଜାତକରେ ବହୁତ ମନ୍ଦ ଦୋଷ ଆରମ୍ଭ ହୋଇ ଯାଇଥିଲା ତାହା ଏବେ ଶେଷ ପର୍ଯ୍ୟାୟରେ ରୋଗରେ ପଡ଼ି ବହୁତ ଅର୍ଥ ମଧ୍ୟ ବ୍ୟୟ କରି ସାରିଲେଣି ଆପଣଙ୍କ ସମସ୍ତ ଗୃହ ଉପକରଣ ପ୍ରାୟତଃ ନଷ୍ଟ ହୋଇ ଯାଇଛି କିଛି କାରଣ ନଥାଇ ମଧ୍ୟ ଆପଣ ବିପଦରେ ପଡ଼ି ଯାଇଛନ୍ତି ସମ୍ମାନ ହରାଇ ଆପଣ ବଡ଼ ଦୁଶ୍ଚିନ୍ତାରେ ପଡ଼ି ଯାଇଛନ୍ତି ଦୋଷ ନଥାଇ ଲୋକ ଆପଣଙ୍କୁ ଦୋଷୀ କରିଛନ୍ତି ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣଙ୍କ ଆଗାମୀ ସମୟ ବହୁତ ଭଲ ଆସିଛି ଆପଣ ବର୍ତ୍ତମାନ ଆପଣଙ୍କ ଇଷ୍ଟ ଦେବତାଙ୍କ ପୂଜା ନିଶ୍ଚିତ ଭାବରେ କରନ୍ତୁ ଏବଂ ଇଷ୍ଟ ଦେବତାର ପୂଜାର ବ୍ୟବସ୍ତା ମଧ୍ୟ କରନ୍ତୁ ଆପଣ ମା ଲକ୍ଷ୍ମୀ ଏବଂ ପ୍ରଭୁ ନାରାୟଣଙ୍କ ପୂଜା କରନ୍ତୁ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ |

ନାଲି ରଙ୍ଗ -ଆପଣ ଯଦି ନାଲି ରଙ୍ଗ ବା ସଂଖ୍ୟା 2 କୁ ବାଛିଛନ୍ତି ତେବେ ନିଶ୍ଚିତ ଭାବରେ ଧ୍ୟାନ ଦେଇ ଶୁଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ କଣ ରହିଛି |ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ଫଳ ନଷ୍ଟ ହୋଇ ଶୁଭ ଫଳର ଆଗମନ ହେବାକୁ ଯାଉଅଛି ବର୍ତ୍ତମାନ ଆପଣ ଯଦି କଷ୍ଟ ଫଳ ଭୋଗ କରୁଛନ୍ତି ତାହେଲେ ସମୟ ଅନୁସାରେ କମିଯିବ ଆପଣଙ୍କ ଆର୍ଥିକ ସମସ୍ୟା ସବୁ ଦୂର ହୋଇଯିବ ବର୍ତ୍ତମାନ କେତୁଙ୍କ ଫଳ ମଧ୍ୟରୁ ଆପଣଙ୍କ ମନ ମଧ୍ୟରୁ ପ୍ରବଳ ଆତଙ୍କ ଦେଖାଯିବ ଆହେତୁକ ଭୟରେ ଆପଣ ନିଶ୍ଚିତ ରୂପରେ କଷ୍ଟ ଭୋଗ କରୁଛନ୍ତି ଦୁଷ୍ଟ ଗ୍ରହମାନେ ଆପଣଙ୍କ ଜାତକରେ ବହୁତ କଷ୍ଟ ଭଗାଉଛନ୍ତି ଆପଣଙ୍କ ଆୟ ଛାଡ଼ି ବ୍ୟୟ ବିଶେଷ ଭାବରେ ହାନି ହେଲାଣି ଆପଣ ଯେଉଁ ବି କାର୍ଯ୍ୟ କରୁଥିଲେ ସେଥିରେ ସଫଳତା ପାଇ ପାରୁନଥିଲେ ଯେକୌଣସି କାର୍ଯ୍ୟ ଆରମ୍ଭ କରୁଥିଲେ ତାହା ନିଶ୍ଚିତ ଭାବରେ ଖଣ୍ଡିତ ହୋଇ ଯାଇଥିଲେ |ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ଆପଣଙ୍କ ସ୍ଵଭାଵ ଏବଂ ଜୀବନରେ ବଡ଼ ପରିବର୍ତ୍ତନ ଆସିବ ଆପଣଙ୍କ ବୈବାହିକ ଜୀବନ ମଧ୍ୟ ସୁଖରେ କଟିବ |

Leave a Reply

Your email address will not be published. Required fields are marked *