ନମସ୍କାର ଦର୍ଶକବନ୍ଧୁ ଅଭିନୟ ଛାଡ଼ି କାହିଁକି ଡାକ୍ତର ସାଜିଲେ ଓଲିଉଡ଼ ଅଭିନେତ୍ରୀ ଭୂମିକା |ଓଲିଉଡ଼ ଅଭିନେତ୍ରୀ ଭୂମିକାଙ୍କୁ କିଏ ବା ନଜାଣେ ଶିଶୁ କଳାକାରରୁ ନିଜ ଅଭିନୟ ଆରମ୍ବ କରିଥିଲେ ଭୂମିକା ତାପରେ ସେ ଓଡ଼ିଆ ଚଳଚ୍ଚିତ୍ରରେ ଲିଡ଼ ରୋଲ ଭାବରେ ବର୍ତ୍ତମାନ ଅଭିନୟ କରୁଛନ୍ତି |ଅଭିନେତ୍ରୀ ଭୂମିକା ଦାସ ତୁ ମୋ ଲଭ ଷ୍ଟୋରୀ ଭୂମିକାରେ ସ୍ୱରାଜଙ୍କ ସହ ହିରୋଇନ ଭୂମିକାରେ ଅଭିନୟ କରିଥିଲେ |
ତା ପରେ ସେ ଗୋଟେ ପରେ ଗୋଟେ ଚଳଚ୍ଚିତ୍ରରେ ଲିଡ଼ ରୋଲ ଭାବରେ ଅଭିନୟ କରି ଆସୁଛନ୍ତି |ତୁ ମୋ ଲଭ ଷ୍ଟୋରି 2 ନାୟ କରନା ଦେବଦାସ ତୁ ମୋ ଲଭ ଷ୍ଟୋରୀ ଆଦି ଅନେକ କଳାକାରଙ୍କ ସହ ସେ ଅଭିନୟ କରିଛନ୍ତି |ତେବେ ଓଲିଉଡ଼ର ଲୋକ ପ୍ରିୟ ଅଭିନେତ୍ରୀ ଭୂମିକା ଦାସ ଅଭିନୟ ଛାଡ଼ି ଡାକ୍ତରାଣୀ ହେବାକୁ ଯାଉଛନ୍ତି
ଏହି ଯେଉଁ ଫୋଟ ଆପଣମାନେ ଦେଖୁଛନ୍ତି ଏ କୌଣସି ରିଏଲ ଲାଇଫର କଥା ନୁହେ ଏହା ହେଉଛି ରିଲ ଲାଇଫର କଥା |ଅଭିନେତ୍ରୀ ଭୂମିକା ଡାକ୍ତରାଣୀ ସାଜି ଲୋକଙ୍କୁ ସେବା କରୁଥିବାର ନଜରରେ ଆସିଛନ୍ତି ତେବେ ଭୂମିକାଙ୍କ ପାଇଁ ଆସିବାକୁ ଯାଉଛି |
ଆଉ ଏକ ଚଳଚ୍ଚିତ୍ର |ସେ ନୂଆ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନେତ୍ରୀ ଭୂମିକା ଡାକ୍ତର ଭୂମିକାରେ ଅଭିନୟ କରୁଛନ୍ତି ତେବେ ଆପଣ ଅଭିନେତ୍ରୀ ଭୂମିକାକୁ କେତେ ପସନ୍ଦ କରୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ |