ହେଲୋ ଫ୍ରେଣ୍ଡ୍ ଯଦି ଆପଣଙ୍କ ପାଖରେ ପୁରୁଣା ମୁଦ୍ରା ବା କଏନ ସବୁ ରହିଛି ତାହେଲେ ଆପଣ ମାନେ ଅନଲାଇନ ରେ ବିକିବା ପାଇଁ ଚେଷ୍ଠା କରୁଥିବେ ଆସନ୍ତୁ ଜାଣିବା 10 ଟି କଏନ ବିଷୟରେ ଯାହାର ମୂଲ୍ୟ ପାଖା ପାଖି 10 ହଜାର ରୁ ନେଇ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସନ୍ତୁ ଜାଣିବା କଣ କଣ ସେହି କଏନ ଗୁଡ଼ିକ
ନମ୍ବର 1 – ଆପଣଙ୍କ ପାଖର ଯଦି ଏହି କଏନ ଟି ଥାଏ ତେବେ ଆପଣମାନେ ପାଖା ପାଖି 30 ହଜାର ଟଙ୍କା ରେ ବିକ୍ରି କରି ପାରିବେ କଏନ ରେ 6 ଟି ନମ୍ବର ଥିବା ଦରକାର ଯଦି ଆପଣଙ୍କ ପାଖରେ ଏମିତି କଏନ୍ ଥାଏ ତାହାଲେ ଆପଣମାନେ ବିକ୍ରି କରି ପାରିବେ
ନମ୍ବର 2 – ଯଦି ଆପଣଙ୍କ ପାଖରେ ଏମିତି କଏନ ଅଛି ଯେଉଁ ଥରେ 1996 ମସିହା ଲେଖା ହୋଇଛି ଯାହାର ମୂଲ୍ୟ ବୋହୁତ କମ୍ ରହିଛି 10 ହଜାର ରହିଛି 25 ପଇସା ରେ ଏହି ଭଳି ଚିହ୍ନ ସବୁ ଥାଏ ତେବେ ଆପଣ ଏହି ଭଳି କଏନ 10 ହଜାର ଟଙ୍କା ରେ ବିକ୍ରି କରି ପାରିବେ
ନମ୍ବର 3 – ଯଦି ଆପଣ ପାଖରେ 50 ପଇସାର ଏହିଭଳି 1975 ମସିହା ର କଏନ ଅଛି ତେବେ ଏହାକୁ ଆପଣମାନେ 15 ହଜାର ଟଙ୍କା ରେ ବିକ୍ରି କରି ପାରିବେ
ନମ୍ବର 4 – ଯଦି ଆପଣ ପାଖରେ ଅଛି କିମ୍ବା ଆପଣଙ୍କ ସାମ୍ନାକୁ ଆସୁଛି 1933 ଲେଖା ହୋଇଥିବ ଏହି କଏନ ଥିଲେ ଆପଣ ଏହାକୁ ପାଖା ପାଖି 50 ହଜାର ଟଙ୍କା ରେ ବିକ୍ରି କରି ପାରିବେ
ନମ୍ବର 5 – ଯଦି ଆପଣ ପାଖରେ 1970 ମସିହାର ଗୋଲ୍ଡ କଏନ ଅଛି ଯେଉଁଥିରେ ପଦ୍ମ ଚିହ୍ନ ଥିବା ଓ 1970 ଲେଖା ହୋଇଥିବ ତେବେ ଏହାର ମୂଲ୍ୟ ଏବେ ପାଖା ପାଖି 2 ଲକ୍ଷ ଟଙ୍କା ରେ ବିକ୍ରି କରି ପାରିବେ
ନମ୍ବର 6 – ଯଦି ଆପଣ ପାଖରେ ଟଙ୍କା କିଆ ଏହି କଏନ ଟି ଥାଏ ତେବେ ଆପଣ ମାନେ ଏହାକୁ 26 ହଜାର ଟଙ୍କା ରେ ବିକ୍ରି କରି ପାରିବେ ଯେଉଁଥିରେ 1975 ଲେଖା ଥିବ ଏହି ପୁରୁଣା କଏନ ଥିଲେ ଆପଣ ମଧ୍ୟ 26 ହାଜର ଟଙ୍କା ପାଇ ପାରିବେ
ନମ୍ବର 7 – ଯଦି ଆପଣ ପାଖରେ ଏମିତି କଏନ ଅଛି ଯେଉଁଥିରେ 2 ଲେଖା ହୋଇଛି ଓ ଇଣ୍ଡିଆ ଲେଖା ହୋଇଛି ଓ 1915 ଲେଖା ହୋଇଥିବ ତେବେ ଆପଣ ଏହାକୁ 20 ହଜାର ଟଙ୍କା ରେ ବିକ୍ରି କରି ପାରିବେ
ନମ୍ବର 8 – ଯଦି ଆପଣ ପାଖରେ ଏହି କଏନ ଟି ଥାଏ ଯେଉଁ ଥିରେ ଦିଲ୍ଲୀ ଲେଖା ଥିବ 1892 ମସିହା ଲେଖା ହୋଇଥିବ ତେବେ ଏହାର ଆଜିର ମୂଲ୍ୟ 30 ହଜାର ଟଙ୍କା ରହିଛି
ନମ୍ବର 9 – ଯଦି ଆପଣ ପାଖରେ କୁଇନ୍ ଥିବା କଏନ ଥାଏ ଯେଉଁଥିରେ 1907 ମସିହା ଲେଖା ହୋଇଥାଏ ତେବେ ଆପଣ ମାନେ ଏହାକୁ 1 ଲକ୍ଷ 25 ହଜାର ରେ ଏବେ ବିକ୍ରି କରି ପାରିବେ
ନମ୍ବର 10 – ଯଦି ଆପଣ ପାଖରେ ୱାନ ରୁପେ ଇଣ୍ଡିଆ 1936 ଲେଖା ଥିବା କଏନ ଥାଏ ତେବେ ଆପଣ ଏହାକୁ 25 ହଜାର ଟଙ୍କା ରେ ବିକ୍ରି କରି ପାରିବେ
ଏହି ସବୁ ପୁରୁଣା କଏନ ଗୁଡ଼ିକୁ ପ୍ରଥମେ ୱେବସାଇଟ ଚେକ୍ କରି ବିକ୍ରି କରନ୍ତୁ