ଆଜିର ରାଶିଫଳ 2023 ଜୁଲାଇ 31ସୋମବାର,କେମିତି କଟିବ ଆଜିର ଦିନ

ମେଷ – ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ। ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ। ‌ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ରହିବ। କର୍ମତପ୍ର ହେବେ ।

ବୃଷ – ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ। ଜୀବନସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ।‌ ସରକାରୀଙ୍ଗ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ମିଳିପାରେ । ଯାନବାହନ ସୁଖ ମିଳିବ |

ମିଥୁ – ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ନିତିଦିନିଆ କାମ ସହଜରେ ପୂରା ହୋଇଯିବ। ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ଉଦ୍ୟୋଗୀ ହେବେ ।

କର୍କଟ – କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ତଲାସ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।

ସିଂହ – ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ। ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ। ଅହଂକାରକୁ ବିସର୍ଜନ ଦେଇପରନ୍ତି ।

କନ୍ୟା – ମନୋଜ୍ଞ ହୋଇପାରନ୍ତି ବିଚକ୍ଷଣ ବୁଦ୍ଧସମ୍ପନ୍ନ ହେବେ। ସୁସ୍ଥ ଓ ସୁଦୃଶ୍ୟ ଶରୀର ସମ୍ପନ୍ନ ହେବେ । ସଦାସର୍ବଦା ସମୃଦ୍ଧି ପଇଁ ତପ୍ପର ହୋଇପରନ୍ତି । ବହୁ ମିତ ଓ ଆମୀୟଙ୍କ ଶଵାଭାଳନ ହେବେ | ତେଜୀୟନ ହେବେ |

ତୁଳା – ବହୁବାଦୀମାନଙ୍କର ହିତସାଧନ କରିପାରନ୍ତି | ଉଦ୍ଯୋଗୀ ହେବେ | ପୂଣ୍ୟକମା ହୋଇପାରନ୍ତି | ଦୃଢ଼ ହେବେ | ବିଖ୍ୟାତ କୀର୍ିସମ ସପନ କରିପାରନ୍ତି | ଧୃତ କମିଦକ୍ଷ ହେବେ | ପରୋପକାରୀ ହେବେ |

ବିଛା – ସନାନ ସୁଖରେ ସୁଖୀ ହେବେ | ଜିତେନ୍ଦୀୟ ହୋଇପାରନ୍ତି | ଧମିରତ ରହିବେ। ବିଭାଗୀୟ ଉଚ୍ଚ କର୍ଭୂପକ୍ଷଙ୍କ ବିଶ୍ଵସ୍ତ ହୋଇପାରନ୍ତି । ନିଜ ଆତ୍ମୀୟ ବନ୍ଧୁବାନ୍ଧବଙ୍କ ପ୍ରତି ସମ୍ମାନବୋଧ ରହିବ | କର୍ମଠ ହେବେ |

ଧନୁ – ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଜ୍ଲୀବ ଓ କୃପଣ ସ୍ଵଭାବସମ୍ପନ୍ନ ହୋଇପାରନ୍ତି | ପୁଣ୍ର କ୍ଷୟ ହୋଇପାରେ | ଅତି ସତରକରେ ଚଳିବାକୁ ପଡ଼ିବ | ସେବାକୁ ଜୀବନର ବତଭାଜେ ଗ୍ରହଣ କରିବେ |

ମକର – ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଗୁରୁଚଣ୍ଡାଳ ଯୋଗ ପ୍ରଭାବରୁ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଗୃହସୀମା, ଜମିଜମାରେ ସମସ୍ୟାମୁକ୍ତ ରହିବେ।

କୁମ୍ଭ – ପୁରାତନ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଯୋଗାଯୋଗକଲେ ଉପକୃତ ହେବେ। ଷଷ୍ଠସ୍ଥ ବୁଧଙ୍କ ଯୋଗୁ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ତର୍କର ସମ୍ଭାବନା ରହିଛି।

ମିନ – ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ନିଶ୍ଚିତ ଉପକୃତ ହେବେ। ଅଂଶୀଦାର ବ୍ୟବସାୟୀଙ୍କ ସହ ମାନମନାନ୍ତର ଦେଖା ଦେଇପାରେ। ପରିବାରର ଆବଶ୍ୟକତା ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

Leave a Reply

Your email address will not be published. Required fields are marked *