ଆଜି କିଏ ଭାଗ୍ୟଶାଳୀ ଥିବ ଯିଏ ଏହି ଉପାୟ କରିବ,ଥରେ କରିକି ଦେଖନ୍ତୁ ପ୍ରଭୁ ବଜରଙ୍ଗ ବାଲିଙ୍କ କୃପାରୁ ଆପଣଙ୍କ ସବୁ ଇଛା ପୂରଣ ହୋଇଯିବ |

ହେଲୋ ଫ୍ରେଣ୍ଡ୍ ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ମହାରାଜାଙ୍କ ପୂଜା କରିବା ପାଇଁ ସବୁଠାରୁ ଭଲ ଦିନ ହୋଇଥାଏ ଏହି ଦିନ ପୂଜା କରିବା ସହିତ ଯଦି କିଛି ଯୋତିଷ ଉପାୟ କୁ କରାଯାଏ ତେବେ ମଙ୍ଗଳ ଦୋଷ ରୁ ମୁକ୍ତି ମିଳି ଥାଏ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ ଏବଂ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ

ମଙ୍ଗଳବାର ଦିନ ସକାଳୁ କୌଣସି ବ୍ରାହ୍ମଣ କିମ୍ବା ଗରିବ ଲୋକଙ୍କୁ ଯଦି ଆପଣ ଗହମ ର ଦାନ କରିବେ ତେବେ ଆପଣଙ୍କର ଭାଗ୍ୟ ଚମକି ଥାଏ
ଗୁଡ ର ଦାନ କରିବା ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ
ଡିଆଁସିଲି ର ଦାନ କରିବା ଦ୍ୱାରା ଆପଣଙ୍କର ଜୀବନରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ
ତମ୍ଭାର ଦାନ କରିବା ଦ୍ୱାରା ଆପଣଙ୍କୁ ବୋହୁତ ମାତ୍ରାରେ ଧନର ପ୍ରାପ୍ତି ହୋଇଥାଏ
ସୁନାର ଦାନ କଲେ ହନୁମାନ ମହାରାଜ ଆପଣଙ୍କୁ। ଇବୁତ ସାରା ଆଶୀର୍ବାଦ କରିଥାନ୍ତି ଏବଂ ଆପଣଙ୍କର ମନ କାମନା ପୂରଣ କରି ଥାଆନ୍ତି
ଗାଈର ଦାନ କଲେ ଆପଣଙ୍କୁ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ
ମସୁର ଡାଲିର ଦାନ କରିବା ଦ୍ୱାରା ବିବାହ କୁ ନେଇ ଯେ କୌଣସି ସମସ୍ୟା ଥାଉ ତାହା ଦୂର ହୋଇଥାଏ ଏବଂ ଆପଣଙ୍କର ସମସ୍ତ ମନସ୍କମାନା ପୂର୍ଣ୍ଣ ହୋଇଥାଏ

ରକ୍ତ ଚନ୍ଦନ ର ଦାନ କରିବା ଦ୍ୱାରା ମଙ୍ଗଳ ଗ୍ରହ ଆପଣଙ୍କର ମଜବୁତ୍ ହୋଇ ଥାଆନ୍ତି ଏହା ଦ୍ବାରା ଆପଣଙ୍କୁ ରକ୍ତ ସମ୍ବର୍ଦ୍ଧିତ ବେମାରୀ ଦୂର ହୋଇଥାଏ
ନାଲି ରଙ୍ଗର ଫୁଲ ଏହି ଦିନ କୌଣସି ବ୍ରାହ୍ମଣ କୁ ଦାନ କରୁଛନ୍ତି କିମ୍ବା ହନୁମାନଙ୍କୁ ଚଢ଼ାଉଛନ୍ତି ଏହା ଦ୍ବାରା ଆପଣଙ୍କୁ ସବୁ ପ୍ରକାରର ଭୌତିକ ସୁଖ ମିଳିଥାଏ

ମିଷ୍ଠାନ ଏବଂ ଦ୍ରବ୍ୟ କିମ୍ବା କୌଣସି ଭୂମି ଦାନ କୌଣସି ବ୍ରାହ୍ମଣଙ୍କୁ କରୁଛନ୍ତି ତ ମଙ୍ଗଳ ଦୋଷରୁ ତତ୍କାଳ ମୁକ୍ତି ମିଳିଥାଏ ତାହା ସହିତ ମଙ୍ଗଳ ମହାରାଜାଙ୍କ କୃପା ଆପଣଙ୍କୁ ପ୍ରାପ୍ତି ହୋଇଥାଏ
ପ୍ରତ୍ୟେକ ମଙ୍ଗଳବାର ଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ଭଗବାନ ହନୁମାନଙ୍କର ସାମ୍ନାରେ ଘିଅର ଦୀପ ନିଶ୍ଚିତ ଜଳେଇବା ଉଚିତ୍ ଯଦି ଆପଣ ଏହି ଉପାୟ 5 ଥର କରୁଛନ୍ତି ତେବେ ଆପଣଙ୍କ ଘରେ କଳି ଝଗଡ଼ା ଭୂତ ପ୍ରେତର ବାଧା ଦୂର ହୋଇଥାଏ ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ

ମଙ୍ଗଳବାର ଦିନ ହନୁମାନ ଙ୍କୁ ବୁନ୍ଦିର ଲଡୁ ଯଦି ଆପଣ ଭୋଗ ଲଗାଉଛନ୍ତି ତେବେ ବୁନ୍ଦିର ଲଡୁ ହନୁମାନଙ୍କୁ ବୋହୁତ ପସନ୍ଦ ହୋଇଥାଏ ତାହା ସହିତ ଚଣା ଡାଲି ମଧ୍ୟ ଅର୍ପଣ କରି ପାରିବେ ଏହା ଦ୍ବାରା ଆପଣଙ୍କର ଜୀବନରେ ଯେଉଁ ରୋଗ ବେମାରୀ ଅଛି ତାହା ସବୁ ଦୂର ହୋଇଯିବ

ମଙ୍ଗଳବାର ଦିନ ହନୁମାନ ଙ୍କୁ ଚାମେଲି ତେଲରେ ସିନ୍ଦୂର ମିଶାଇ ଲେପ ଦେଉଛନ୍ତି ତେବେ 5 ଟି ମଙ୍ଗଳବାର ଏମିତି କରିବା ଦ୍ୱାରା ମଙ୍ଗଳ ଦୋଷ ସହିତ ଶନି ଦୋଷ ରୁ ମୁକ୍ତି ମିଳିଥାଏ

ହନୁମାନଙ୍କୁ ଗୋଟିଏ ତୁଳସୀ ପତ୍ର ଉପରେ ରକ୍ତ ଚନ୍ଦନରେ ରାମ ଲେଖିକି ହନୁମାନଙ୍କୁ ଅର୍ପଣ କରୁଛନ୍ତି ତେବେ ହନୁମାନ ବୋହୁତ ଜଲ୍ଦୀ ରାସନ୍ ହୋଇ ଥାଆନ୍ତି ଏହା କରିବା ଦ୍ବାରା ମଙ୍ଗଳ ଦୋଷ ଓ ଶନି ଦେବ ଏକ ସପ୍ତାହ ଭିତରେ ଦୂର ହୋଇଥାଏ

ମଙ୍ଗଳବାର ଦିନ ମାଙ୍କଡ କିମ୍ବା ନାଲି ରଙ୍ଗର ଗାଈକୁ ଚଣା କିମ୍ବା ଗୁଡ ଖାଇବାକୁ ଦିଅନ୍ତୁ ଏହା କରିବା ଦ୍ୱାରା ମଙ୍ଗଳ ଗ୍ରହ ମଜବୁତ୍ ହୋଇଥାନ୍ତି ଏହି ସବୁ ଉପାୟ କରନ୍ତୁ ଆପଣଙ୍କର ମଙ୍ଗଳ ଦୋଷ ଓ ଶନି ଦୋଷ ଦୂର ହେବ ଏବଂ ଆପଣଙ୍କର ସମସ୍ତ ସଙ୍କଟ ଓ ସମସ୍ୟା ଦୂର ହେବ

Leave a Reply

Your email address will not be published. Required fields are marked *