ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା, ଓଡ଼ିଶା ଉପକୂଳ ଜିଲ୍ଲା ଗୁଡ଼ିକୁ ସାବଧାନ ଆସୁଛି ବାତ୍ୟା ,ଛାରକାର ହୋଇଯିବେ ଏହି ସବୁ ଜିଲ୍ଲା |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଜ୍ଞାନ ପକ୍ଷରୁ ସାମ୍ନାକୁ ଆସିଛି ବଡ଼ ଖବର ତେବେ ସୂଚନା ଅନୁସାରେ ପୁଣି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ଲଗାତାର ଭାବରେ ରାଜ୍ୟରେ ବର୍ଷା ହୋଇ ଆସୁଥିବା ବେଳେ ଆଗକୁ ବଢିବ ବର୍ଷାର ବିସ୍ତୃତି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢିବାକୁ ଯାଉଛି ବର୍ଷାର ପରିମାଣ ଭୟଙ୍କର ଅତି ଭୟଙ୍କର ବର୍ଷା ହେବାକୁ ଯାଉଛି ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି | ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ କେଉଁ ସବୁ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି କେଉଁ ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ କେଉଁ ସବୁ ଜିଲ୍ଲା ଗୁଡ଼ିକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ତେବେ ସେହି ଜିଲ୍ଲା ଗୁଡ଼ିକ କଣ କଣ ଆସନ୍ତୁ ଜାଣିବା |

ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସକ୍ରିୟ ରହିଛି ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି | ତେବେ ଆଜି ପୁଣି ଜଗତସିଂହ ପୁର ,ଢେଙ୍କାନାଳ,ଅନୁଗୁଳ ,ସମ୍ବଲପୁର ଆଦି ଅଞ୍ଚଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେବେ ଏହି ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ଏଥି ସହିତ ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା ,କଟକ ,ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବରଗଡ଼ ,ଦେବଗଡ଼ ,କେଉଁଝର ,ସୁନ୍ଦରଗଡ଼ ,ବୌଦ୍ଧ ,ସୁବର୍ଣ୍ଣ ପୁର ,ବଲାଙ୍ଗୀରି ,କଳାହାଣ୍ଡି ଏବଂ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ସେହିପରି ମଙ୍ଗଳବାର ପାଇଁ ପୁରୀ ,ଜଗତସିଂହ ପୁର,କଳାହାଣ୍ଡି ,କନ୍ଧମାଳ ,ବୌଦ୍ଧ,ସୁବର୍ଣ୍ଣ ପୁର ,ବରଗଡ଼ ଏବଂ ସମ୍ବଲ ପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |2 ତାରିକ ବେଳକୁ ରାଜ୍ୟରେ ଅତି ପ୍ରବଳ ବର୍ଷା ହୋଇପାରେ 3 ତାରିକରେ ରାଜ୍ୟରେ ବର୍ଷାର ପରିମାଣ କମିବ କିନ୍ତୁ 3 ଏବଂ 4 ତାରିକରେ ବର୍ଷା ଜାରି ରହିବ |

ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ବର୍ଷା ପ୍ରବଳ ଛେଚିବ ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି |ଗତ 24 ଘଣ୍ଟାରେ କନ୍ଧମାଳର ବାଲିଘୋଟାରେ ପ୍ରାୟତଃ ସର୍ବାଧିକ ବର୍ଷା ଯାହାକି 135 ମିଲିୟନ ରେକର୍ଡ କରାଯାଇଛି |

ଲଘୁଚାପ ସତ୍ୱେ ବି ଆଜି ମଧ୍ୟ 12 ଟି ଜିଲ୍ଲାରେ ନିୟନ୍ତ୍ରିତ ପରିସ୍ଥିତି ଜାରି ରହିଛି |ଜୁନ 11 ରୁ ଜୁଲାଇ 30 ମଧ୍ୟରେ ସୁଦ୍ଧା 500 ରୁ ସୀମିତ ଥିବା 400 ମିଲିମିଟର ବର୍ଷା ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *