ନମସ୍କାର ଦର୍ଶକବନ୍ଧୁ ଟଙ୍କା ପଇସା ରଖିବା ପାଇଁ ଏବେ କିଣି ଆଣନ୍ତୁ ବାକ୍ସ କାରଣ 1 ଅଗଷ୍ଟ ଠାରୁ ଏହି ରାଶିର ଲୋକମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି |ଦର୍ଶକବନ୍ଧୁ ଏହିଠାରେ କହି ରଖୁଛୁ ଯେ 1 ଅଗଷ୍ଟ ଠାରୁ ବା ମାସ ଆରମ୍ଭ ହେବାକୁ ଯାଉଛି ଏହା ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦିନ ଗୋଟିଏ ବଡ଼ ଗ୍ରହର ରାଶି ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଅଛି | କହିଦେଉଚୁ ଯେ ଏହି ଦିନ ବୁଧ ଗ୍ରହ ନିଜର ରାଶି ପରିବର୍ତ୍ତନ କରୁଛନ୍ତି ଏହି ବୁଧ ଗ୍ରହ ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବେ ଦର୍ଶକବନ୍ଧୁ ଏମିତି ନୁହେଁ ଆପଣଙ୍କୁ କହି ରଖୁଛୁ ଯେ ଏହି ଦିନ ସର୍ବର ସିଦ୍ଧି ଏବଂ ରବି ଯୋଗର ସଂଯୋଗ ମଧ୍ୟ ଯାହାକି ମାଙ୍ଗଳିକ ଏବଂ ଶୁଭ କାର୍ଯ୍ୟର ଆରମ୍ଭ କରିବା ପାଇଁ ଏବଂ କୌଣସି ନୂଆ ବନ୍ଧନରେ ବାନ୍ଧି ହେବା ପାଇଁ ମଧ୍ୟ ଶ୍ରେଷ୍ଠ ବୋଲି ମଧ୍ୟ କୁହାଯାଇଛି |ଗ୍ରହର ଗୋଚର ଏମିତି ହେବାକୁ ଯାଉଛି ତିନି ଗ୍ରହ ରାଶିରେ ରହିବେ ତେବେ ବନ୍ଧୁଗଣ ଏହି 1 ଅଗଷ୍ଟ ଠାରୁ କିଛି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ରହିବାକୁ ଯାଉଅଛି ତେବେ ଆସନ୍ତୁ କଣ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଜାଣିନେବା ଯେ ଏହି ଅଗଷ୍ଟ ମାନଙ୍କ ହେବାକୁ ଯାଉଅଛି |
ମେଷ ରାଶି -କହିଦେଉଚୁ ଯେ ଆପଣଙ୍କ ଆଗାମୀ ସମୟ ବହୁତ ଶୁଭ ରହିବ ଆପଣଙ୍କ ସବୁ ଇଛା ଏବେ ପୂରଣ ହେବ ଆପଣଙ୍କ କୌଣସି ପୁରୁଣା ବିବାଦ ଏବେ ଦୂର ହୋଇପାରେ ଏବେ ଠାରୁ ଆପଣଙ୍କ ମନ ପ୍ରସନ୍ନ ରହିବ ସମୟ ସମୟରେ ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ |ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ବ୍ୟାପାରରେ ଆପଣଙ୍କୁ ଅପାର ଧନର ଲାଭ ହେବ ବିଦ୍ୟାର୍ଥୀ ମାନେ ନିଜର ପରୀକ୍ଷାରେ ବା କମ୍ପିଟେଟିଭ ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରିବେ ନିଜର ଅଟକି ରହିଥିବା କାର୍ଯ୍ୟରେ ଆପଣ ସଫଳତା ହାସଲ କରିବେ |
ସିଂହ ରାଶି -କହିଦେଉଚୁ ଯେ ବରିଷ୍ଟ ଲୋକମାନଙ୍କ ଠାରୁ ଏବେ ଆପଣ ମାନଙ୍କୁ ଲାଭ ମିଳିବାକୁ ଯାଉଅଛି ଯେଉଁ ,ମାନଙ୍କ ବିବାହ ଏପର୍ଯ୍ୟନ୍ତ ହୋଇ ପାରୁ ନାହିଁ ସେମାନଙ୍କୁ ଭଲ ପରିବାରରୁ ବିବାହର ପ୍ରସ୍ତାବ ଆସିପାରେ ଆପଣଙ୍କ ଅଧା ରହିଥିବା କାର୍ଯ୍ୟ ବା ବିଗିଡ଼ି ଯାଇଥିବା କାର୍ଯ୍ୟ ଏବେ ପୂରଣ ହେବ ଆପଣଙ୍କୁ ନୂଆ ଆୟର ସାଧନା ପ୍ରାପ୍ତ ହେବ ଯାହାକି ଆପଣଙ୍କ ପାଇଁ ବହୁତ ଶୁଭ ରହିବ ଆଗାମୀ ଦିନ ମାନଙ୍କରେ ଲାଭ ପାଇବାର ଭଲ ସ୍ରୋତ ଆପଣ ଲାଭ ପାଇ ପାରନ୍ତି ଘରୋଇ ସମସ୍ୟାରେ ଆପଣଙ୍କୁ ମଧ୍ୟ ମୁକ୍ତି ମିଳିଯିବ |
କନ୍ୟା ରାଶି -ଏହି ରାଶିର ଲୋକମାନଙ୍କୁ ବହୁତ ଜଲ୍ଦି କୌଣସି ବଡ଼ ଲଟେରୀ ଆପଣଙ୍କୁ ମିଳିପାରେ ଯାହା ଫଳରେ ଆପଣଙ୍କ ଭାଗ୍ୟରେ ବଡ଼ ପରିଵର୍ତନ ଦେଖିବାକୁ ମିଳିଯିବ ଏବଂ ଆପଣ ଲକ୍ଷପତିରୁ କୋଟିପତି ମଧ୍ୟ ହୋଇ ପାରନ୍ତି ମାତା ପିତାଙ୍କ ଆଜ୍ଞାର ପାଳନ କରିବେ ଆପଣଙ୍କ ପ୍ରଥମ କର୍ତ୍ତବ୍ୟ ଏହା ଅଟେ ଯେ ଆପଣ ମାନେ ସକାଳୁ ଉଠି ଭଗବାନ ଗଣେଶଙ୍କ ନାମ ନେଇ ନିଜର ଦିନ ଆରମ୍ଭ କରନ୍ତୁ ଏହା ଦ୍ୱାରା ବହୁତ ବଡ଼ ପରିବର୍ତ୍ତନ ଆପଣଙ୍କ ଜୀବନରେ ଦେଖିବାକୁ ମିଳିପାରେ |
କୁମ୍ଭ ରାଶି -ତେବେ ଦର୍ଶକବନ୍ଧୁ କହିଦେଉଚୁ ଯେ ଅଗଷ୍ଟ ମାସର ଆରମ୍ଭରୁ ଭଲ ଦିନର ଆରମ୍ଭ ଆପଣଙ୍କ ପାଇଁ ହେବାକୁ ଯାଉଅଛି ଯାହାର ଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପଦୃଷ୍ଟି ସବୁଠାରୁ ଅଧିକ ରହିବ ମାତା ଲକ୍ଷ୍ମୀଙ୍କ ନାମ ନେଇ ଆପଣ ଯାହା ବି କାର୍ଯ୍ୟ ଆରମ୍ଭ କରିବେ ସେହି କାର୍ଯ୍ୟରୁ ସଫଳତା ପାଇବା ପାଇଁ ଆପଣଙ୍କୁ ଆଉ କେହି ବି ଅଟକାଇ ପାରିବେ ନାହିଁ |