୧ ଅଗଷ୍ଟ (ମଳ ପୂର୍ଣ୍ଣିମା) ତୁଳସୀ ରେ ବାନ୍ଧନ୍ତୁ ୧ଜିନିଷ, ସବୁ ଜିନିଷ ହେବ ଆପଣଙ୍କ ପାଦ ତଳେ… ଜୀବନରେ ରହିବ ନାହିଁ ଦୁଃଖ

ନମସ୍କାର ଦର୍ଶକବନ୍ଧୁ ପ୍ରତ୍ୟକ ମାସରେ ଶୁକ୍ଲପକ୍ଷର ଅନ୍ତିମ ତିଥିକୁ ପୂର୍ଣ୍ଣିମା ନାମରେ ଜଣାଯାଏ ମଳ ମାସରେ ପଡ଼ୁଥିବା ପୂର୍ଣ୍ଣିମାକୁ ମଳମାସ ପୂର୍ଣ୍ଣିମା ବୋଲି କୁହାଯାଏ ମଳ ମାସର ପୂର୍ଣ୍ଣିମାରେ ସ୍ନାନ ଧ୍ୟାନର ଅଧିକ ମହତ୍ତ୍ୱ ରଖାଯାଇଛି ଆଜି ଆମେ ଜାଣିବା ପୂର୍ଣ୍ଣିମା ଦିନ ତୁଳସୀ ଗଛରେ କେଉଁ ଜିନିଷ ବାନ୍ଧିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ |ମଳମାସର ପୂର୍ଣ୍ଣିମା ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି କୌଣସି ନଦୀ କିମ୍ବା ସରୋବରରେ ସ୍ନାନ କରିବା ଭଲ ଯଦି ଏମିତି ସମ୍ଭବ ହୋଇ ପାରୁ ନାହିଁ ତାହେଲେ ଆପଣ ଘରେ ରହି ଗାଧେଇବା ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରି ପାରିବେ ସ୍ନାନ କରି ସ୍ଵଛ ବସ୍ତ୍ର ଧାରଣ କରି ବ୍ରତର ସଂକଳ୍ପ ନିଅନ୍ତୁ ଭଗବାନ ବିଷ୍ନୁ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ |

ବନ୍ଧୁଗଣ ମାତା ଲକ୍ଷ୍ମୀ ପୂର୍ଣ୍ଣିମା ଦିନ ଅବତରଣ ହୋଇଥିଲେ ପ୍ରତ୍ୟକ ମନୁଷ୍ୟ ମାନଙ୍କ ଦ୍ୱାରରେ ମାତା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଆସି ଥାଆନ୍ତି ଯଦି ସେହିଦିନ କିଛି ଖାସ ଉପାୟ କରାଯାଏ ତେବେ ମାତା ଲକ୍ଷ୍ମୀ ପ୍ରତ୍ୟକଙ୍କ ଘରକୁ ଆସି ଥାଆନ୍ତି ବନ୍ଧୁଗଣ ତୁଳସୀ ତ ସମସ୍ତେ ଲଗାଇଥାଆନ୍ତି କିନ୍ତୁ ଏହି କଥା ବହୁତ କମ ଲୋକ ଜାଣନ୍ତି ତୁଳସୀ ଗଛରେ ଏହି ଗୋଟିଏ ଜିନିଷ ବାନ୍ଧି ଦେବା ଦ୍ୱାରା ମାତା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ ତାହା ସହିତ ମାତା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇ ଥାଆନ୍ତି ଘରକୁ କଷ୍ଟ ଆସି ନଥାଏ |

ବନ୍ଧୁଗଣ ତୁଳସୀ ଯଦି ଆପଣଙ୍କ ଘରେ ଲାଗିଛି ତେବେ ତାହା ଆପଣଙ୍କ ପରିବାର ପାଇଁ ବହୁତ ଲାଭକାରୀ ଅଟେ ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କ ନିବାସ ମନା ଯାଇଥାଏ ନିୟମିତ ଭାବରେ ତୁଳସୀ ଗଛ ପୂଜା କରିଲେ ଲାଭ ଅବଶ୍ୟ ମିଳିଥାଏ ବେଦ ପୁରାଣରେ ଏହା ବିଷୟରେ ବିସ୍ତୃତ ଭାବରେ କୁହାଯାଇଛି କିନ୍ତୁ ଏହା ଛଡ଼ା ତୁଳସୀ ଗଛ ସାମ୍ନାରେ ବାନ୍ଧନ୍ତୁ ଏହି ଜିନିଷ ଆଉ ଏହି ଉପାୟ କରିବା ଦ୍ୱାରା ମା ତୁଳସୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଆପଣଙ୍କୁ ଖୁସି ମିଳିଥାଏ |

କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ତୁଳସୀକୁ ପବିତ୍ର ଦୃଷ୍ଟିରେ ଦେଖାଯାଏ ଅନେକ ଔଷଧୀୟ ଗୁଣରେ ଭରି ରହିଥାଏ ତୁଳସୀ ଅନେକ ଧାର୍ମିକ ଅନୁଷ୍ଠାନ ଏବଂ ତାନ୍ତ୍ରିକରେ ଏହାର ଉପଯୋଗ କରାଯାଏ ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ନୁଙ୍କ ପତ୍ନୀ ହେବାର ସୌଭାଗ୍ୟ ମିଳିଛି |ବନ୍ଧୁଗଣ ଆପଣ ଯଦି ପୂର୍ଣ୍ଣିମା ଦିନ ଜଳରେ କିଛି ଟୋପା କ୍ଷୀର ମିଶାଇ ମା ତୁଳସୀଙ୍କୁ ଅର୍ପଣ କରିବେ ଏଥି ଦ୍ୱାରା ଭଗବାନଙ୍କ ବିଷ୍ନୁ ଙ୍କ କୃପା ନିଶ୍ଚିତ ଭାବରେ ମିଳିଥାଏ ତୁଳସୀ ଙ୍କୁ କ୍ଷୀର ଚଢ଼ାଇବା ମାନେ ହେଲା ଭଗବାନ ବିଷ୍ନୁ ଙ୍କୁ କ୍ଷୀର ଅର୍ପଣ କରିବା

|ଏହି ଉପାୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧିର ଲାଭ ହୋଇଥାଏ ବନ୍ଧୁଗଣ ଆପଣ ସକାଳ ଉଠି ସ୍ଵଛ ବସ୍ତ୍ର ପରିଧାନ କରି ଏକ ରଙ୍ଗର ବସ୍ତ୍ର ତୁଳସୀ ଗଛରେ ବାନ୍ଧି ଦେବେ ତାପରେ ଆପଣ ମାଟି ହାଣ୍ଡି ଚାଉଳସିନ୍ଦୁର ଏବଂ ଗୋଟିଏ ଟଙ୍କାର କଏନ ଆଉ ତିନୋଟି ତୁଳସୀ ପତ୍ର ପକାଇ ଦେବେ ତାପରେ ଏହାକୁ ନେଇ ମାତା ଲକ୍ଷ୍ମୀଙ୍କ ପାଖକୁ ଯିବେ କେହିବେ ହେ ମାତା ଲକ୍ଷ୍ମୀ ମୋ ଜୀବନରେ ଧନର କମିକୁ ଦୂର କରନ୍ତୁ ଆପଣଙ୍କ ଆଶୀର୍ବାଦ ମୋ ଉପରେ ମୋ ପରିବାର ଉପରେ ସର୍ବଦା ବନାଇ ରଖନ୍ତୁ |

Leave a Reply

Your email address will not be published. Required fields are marked *