ନମସ୍କାର ଦର୍ଶକବନ୍ଧୁ ଉପରକୁ ଉଠିଗଲା ନଦୀର ପାଣି ଛାନିଆ ହୋଇଗଲେ ଲୋକେ ତେବେ ଏହି ଭିଡିଓ ହେଉଛି ଭାଇରଲ ତେବେ ଜାଣିବା ସମ୍ପୂର୍ଣ୍ଣ ଖବର ତେବେ ହଟାତ ଉପରକୁ ଉଠିଗଲା ନଦୀର ପାଣି ଭୟଭୀତ ହୋଇଗଲେ ସ୍ଥାନୀୟ ଲୋକେ ଏମିତି ହଟାତ କଣ ହେଲା ଶାନ୍ତ ରହିଥିବା ନଦୀ ପାଣି ନିର୍ଵି ଶେଷରେ ଅଶାନ୍ତ ହୋଇ ଉଠିଲା ଏହିଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ପାଖ ପାଟ ଅଞ୍ଚଳର ଯମୁନା ନଦୀରେ ଯାହାକୁ ଉପସ୍ଥିତ ଲୋକେ ଭିଡିଓ ସୁଟିଙ୍ଗ କରିଥିଲେ |
ଏହି ଭିଡିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ଏହା ପଛର ପ୍ରକୃତ କାରଣ କଣ ଜାଣି ରଖନ୍ତୁ ତେବେ ରାତି ପାହିବାକୁ ଥିଲା ସମୟ ପ୍ରାୟ ପାଖାପାଖି ଭୋର 3 ଟା ହେବ ଉତ୍ତରପ୍ରଦେଶ ର ବାଘପାଟ ଜିଲ୍ଲା ଜଗୋସଦ ଗାଁ ନିକଟରେ ରହିଥିବା ଯମୁନା ନଦୀ ନିକଟରେ କିଛି ଲୋକ ଉପସ୍ଥିତ ରହି ନଦୀର ପାଣି ପବନକୁ ଉପଭୋଗ କରୁଥିଲେ |
ହେଲେ ଅଚାନକ ନଦୀ ଗର୍ଭରେ କିଛି ଏପରି ଘଟିଲା ଯାହାକୁ ସେମାନେ ଦେଖି ଭୟଭୀତ ହୋଇଗଲେ ହଟାତ ଶାନ୍ତ ନଦୀରୁ ପାଣି 15 ରୁ 20 ଫୁଟ ଉପରକୁ ଉଠିବାକୁ ଲାଗିଲା |ଲୋକଙ୍କ କହିବା କଥା ହେଉଛି ସେମାନେ ସକାଳେ ନଦୀ କୂଳରେ ବସିବା ଅବସ୍ଥାରେ ଆଦି ଘଟଣାମାନ ଦେଖିଥଲେ |
ଏହା ପରେ ସେମାନେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ ଖବର ଜଣା ପଡ଼ିବା ଫଳରେ ଘଟଣା ସ୍ଥଳକୁ ପୋଲିସ ଏବଂ ଏସଡିଏମ ପହଞ୍ଚିଥିଲେ |ଘଟଣାର ଅନୁଧ୍ୟାନ ପରେ ଖବର ସତ୍ୟତା ସାମ୍ନାକୁ ଆସିଥିଲା ତେବେ ଏହା ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି |