ହେଲୋ ଫ୍ରେଣ୍ଡ୍ ଆଜି କାଲି ଆମେ ସମସ୍ତେ ଚାହାଁନ୍ତି କମ ଖର୍ଚ୍ଚରେ ଭଲ ପାଇବାକୁ କିନ୍ତୁ ଫ୍ଲାଇଟ କଥା ଆସିଲେ ଟିକେଟ ର ଦାମ୍ ମହଙ୍ଗା ହେବା କାରଣରୁ ଟ୍ରାଭେଲ କରିବା ପୂର୍ବରୁ 100 ଥର ଚିନ୍ତା କରିବାକୁ ପଡ଼ିଥାଏ ଯଦି ଆପଣ ଫ୍ଲାଇଟର ମହଙ୍ଗା ଟିକେଟ ପାଇଁ ଚିନ୍ତିତ ଅଛନ୍ତି ତେବେ ବିମାନ ଯାତ୍ରା କରିବେ ବେ ନାହିଁ ଭାବୁଛନ୍ତି ତାହେଲେ ଆପଣ ଆଦୋଉଁ ଏଥି ପାଇଁ ଟେନ୍ସନ ନିଅନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଟିପ୍ସ ବିଷୟରେ କହିବା ପାଇଁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଟ୍ରେନ ଅପେକ୍ଷା ସସ୍ଥା ମୂଲ୍ୟରେ ଘରକୁ ଓନଲାଇନ ବିମାନ ଟିକେଟ ବୁକ୍ କରି ପାରିବେ ତେବେ ଆସନ୍ତୁ ଜାଣିବା କଣ ସେହି ଟିପ୍ସ
ପ୍ରଥମ ଟି ହେଉଛି – ଇଁକୋଗ୍ନିଟୋ ମୂଡ ବ୍ୟବହାର କରିବା ଅଧିକାଂଶ ଏୟାରଲାଇନ ଏବଂ ଅନଲାଇନ ଫ୍ଲାଇଟ ଟିକେଟ ବୁକିଙ୍ଗ ପ୍ଲାଟଫର୍ମ ବ୍ରାଉଜର କୁକିଜ୍ ମାଧ୍ୟମରେ ଉପଭୋକ୍ତାଙ୍କ ସନ୍ଧାନର ଢାଞ୍ଚା ଏବଂ ତଥ୍ୟକୁ ଟ୍ରାପ କରିଥାଏ ଉଦାହରଣ ସ୍ୱରୂପ ଯଦି ଆପଣ ନୂଆ ଦିଲ୍ଲୀରୁ ବାରାଣସୀ କୁ ବିମାନ ଟିକେଟ ଖୋଜିଥିଲେ ଏବଂ ଏହାକୁ ବୁକ୍ କରିବା ପାଇଁ ଆପଣ ପଛଘୁଞ୍ଚା ଦେଇଥିଲେ ତେବେ ଏହାର କାରଣ ହେଉଛି ଆପଣ ଟିକେଟ ମୂଲ୍ୟ ଅଧିକ ଦେଖିଛନ୍ତି କିନ୍ତୁ ଏହା ବିଲକୁଲ କରନ୍ତୁ ନାହିଁ ବୁକୀଙ୍ଗ ପୂର୍ବରୁ ସେକ୍ରେଟ ମୋଡ ବ୍ୟବହାର କରନ୍ତୁ କିମ୍ବା ବ୍ରାଉଜର ଏସବୁ କୁ କ୍ଲିନ୍ କରି ଦିଅନ୍ତୁ ବେଳେ ବେଳେ ବିମାନ ୱେବସାଇଟ ଗୁଡ଼ିକ ଭଲ ଓଫର୍ ଦେଇ ଥାନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏକ କ୍ୟାଲେଣ୍ଡର ଭ୍ୟୁ ବୁକିଂ ସିଷ୍ଟମ ପ୍ରଦାନ କରନ୍ତି ଯାହା ଟିକେଟ ତୁଳନାତ୍ମକ ଭାବରେ ସସ୍ଥା ଥିବା ଦିନ ଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରେ|
ଆପଣ ଖୋଜୁଥିବା ତାରିଖ ମଧ୍ୟରେ ମୂଲ୍ୟ ପାଇଁ ସ୍କାନ କରିବାରେ ଏହା ସାହାଯ୍ୟ କରେ |ଅନଲାଇନ ରେ ବିମାନ ଟିକେଟ ବୁକ୍ କରିବା ସମୟରେ କିଛି ଟଙ୍କା ସଞ୍ଚୟ କରିବା ପାଇଁ ରିହାତି କୁପନ୍ ଏକ ଭଲ ଉପାୟ ତଥାପି ଏହାକୁ ଖୋଜିବା ଏତେ ସହଜ କଥା ନୁହେଁ ମାଇକ୍ରୋସଫ୍ଟ ଏଜର ଏକ କୁପନ ବୈଶିଷ୍ଟ ଅଛି ଯାହା ଶୋୟଂ ଚାଳିତ ଭାବରେ ଇଣ୍ଟରନେଟ ସ୍କାନ କରେ ସମୟ ଏବଂ ଅର୍ଥ ସଞ୍ଚୟ କରିବାରେ ସାହାଯ୍ୟ କରେ ଯେତେ ବେଳେ ଆପଣ ଏକ ଖୁଚୁରା ସାଇଟ ପରିଦର୍ଶନ କରନ୍ତି ସେହି ସାଇଟ ପାଇଁ ଏକ କୁପାନ ଉପଲବ୍ଧ ହେଲେ ମାଇକ୍ରୋସଫ୍ଟ ଏଜ୍ ଆପଣଙ୍କୁ ସତର୍କ କରିବ ଠିକଣା ଦଣ୍ଡିକାରେ ନୀଳ ସପିଙ୍ଗ ଟ୍ୟଗ ଉପରେ କ୍ଲିକ କରି ଆପଣ ଯେକୌଣସି ସମୟରେ କପନର ଏକ ତାଲିକା ଦେଖି ପାରିବେ |
ଚେକ୍ ଆଉଟ୍ ରେ ଆପଣ ଏକ କୋର୍ଡ କୁ କପି ଏବଂ ପେଷ୍ଟ କରି ପାରିବେ |ସବୁ ବେଳେ ସମ୍ଭବ ନୁହେଁ କିନ୍ତୁ ସପ୍ତାହ ଶେଷରେ କିମ୍ବା ସାଧାରଣ ଛୁଟି ଦିନରେ ବିମାନ ଟିକେଟ ଖୋଜିବାକୁ ଚେଷ୍ଠା କରନ୍ତୁ ଅଧିକ ଲୋକ ଖୋଜୁଥିବା ହେତୁ ଆପଣ ସପ୍ତାହ ଶେଷରେ ଅଧିକ ମୂଲ୍ୟର ଟିକେଟ ଦେଖିବେ ଦିନର ଫ୍ଲାଇଟ ରୁ ଦୂରେଇ ରୁହନ୍ତୁ କାରଣ ସକାଳର ଫ୍ଲାଇଟ ସାଧାରଣତଃ ଅଧିକ ମାହାଙ୍ଗା ହୋଇଥାଏ କିନ୍ତୁ ଏହା ଏକ ସ୍ଥିର ନିୟମ ନୁହେଁ ବେଳେ ବେଳେ ଆପଣ ସକାଳର ବିମାନ ଗୁଡ଼ିକୁ ମଧ୍ୟ ସସ୍ଥା ରେ ପାଇ ପାରିବେ ତେଣୁ ଆପଣଙ୍କୁ ପୁରା ଦିନର ଭଡା ଯାଞ୍ଚ କରିବାକୁ ପଡ଼ିବ |
ଏୟାରଲାଇନ ଏବଂ ଅନ୍ୟାନ୍ୟ ଅନଲାଇନ ଟିକେଟ ଵୁକିଂ ପ୍ଲାଟଫର୍ମ ଗୁଡିକରେ ସେମାନଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଚାଲୁଥିବା କିମ୍ବା ଆଗାମୀ ଅଫର୍ ଏବଂ ରିହାତି ଅଫର୍ ପୋଷ୍ଟ କରେ ଆପଣ ସେହି ଅଫର ଗୁଡ଼ିକ ଉପରେ ନଜର ରଖି ପାରିବେ ଏବଂ ବିବାନ ଟିକେଟ ବୁକିଂ କରିବା ସମୟରେ ବ୍ୟବହାର କରି ପାରିବେ ଆପଣ କେବଳ ଅଫିସିଆଲ୍ ପେଜ ହାଣ୍ଡଲେ କିମ୍ବା ଆକାଉଣ୍ଟ ରୁ ଅଫର୍ କିମ୍ବା ରିହାତି ର ଲାଭ କରୁଛନ୍ତି