ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ସିରିଏଲର ଲୋକ ପ୍ରିୟ ସିରିଏଲ ସିନ୍ଦୂରର ଅଧିକାର ସିରିଏଲର ଅଭିନେତା ଅଭିନେତ୍ରୀ ମାନଙ୍କର ତାଙ୍କର ମାସକୁ ସାଲାରୀ କେତେ |ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଡେଲି ସାଲାରୀ ମାତ୍ର ଗୋଟିଏ ଏପିସୋଡ ପାଇଁ କେତେ ଟଙ୍କା ଆଜି ଆମେ ତାହା ଆପଣଙ୍କୁ କହିବାକୁ ଯାଉଛୁ |
ପ୍ରଥମେ ଆସୁଛନ୍ତି ଇତି ଯାହାଙ୍କ ପ୍ରଥମ ନାମ ହେଉଛି ସିମ୍ରନ ଦାସ ଯିଏ କି ଖୁବ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ପାଈଥିବେ -ତାଙ୍କର ପ୍ରତିଦିନ ସାଲାରୀ ହେଉଛି 5,000 ଟଙ୍କା ସେ ଗୋଟିଏ ଏପିସୋଡ ପାଇଁ 5,000 ଟଙ୍କା ନିଅନ୍ତି |
ଏହା ପରେ ଦୁଇ ନମ୍ବରରେ ଆସୁଛନ୍ତି ଆରବ ଯାହାଙ୍କ ପ୍ରକୃତ ନାମ ହେଉଛି ସୋନଜ କୁମାର ତାଙ୍କର ସୁନ୍ଦର ଅଭିନୟ ଆପଣମାନେ ପ୍ରତିଦିନ ଦେଖିବାକୁ ପାଉଥିବେ ତାଙ୍କର ଗୋଟେ ଏପିସୋଡ ପାଇଁ 5,500 ଟଙ୍କା ନିଅନ୍ତି |
ଏହି ଲିଷ୍ଟର ତିନି ନମ୍ବରରେ ଆସୁଛନ୍ତି ଉର୍ବି ଯାହାଙ୍କ ପ୍ରକୃତ ନାମ ହେଉଛି ସୁଚରିତା ସ୍ୱାଇଁ ଯିଏ କି ଖୁବ ସୁନ୍ଦର ଅଭିନୟ କରୁଥିବାର ଆପଣମାନେ ପରଦାରେ ଦେଖିବାକୁ ପାଉଥିବେ ତାଙ୍କର ପ୍ରତିଦିନର ଦରମା ହେଉଛି 4000 ଟଙ୍କା |
ଏହି ଲିଷ୍ଟର ନମ୍ବର 4 ରେ ଆସୁଛନ୍ତି ପବିତ୍ରା ଯାହାଙ୍କ ସୁନ୍ଦର ଅଭିନୟ ଆପଣ ଆଗରୁ ବହୁତ ଦେଖି ଆସୁଛନ୍ତି ତାଙ୍କର ପ୍ରକୃତ ନାମ ମୋନିକା କରଣ ତାଙ୍କର ସାଲାରୀ ହେଉଛି 2,300 ଟଙ୍କା |
ଏହା ପରେ 5 ନମ୍ବରରେ ଆସୁଛନ୍ତି ରୋମି ଯିଏ କି ବହୁତ ସାରା ସୁନ୍ଦର ଅଭିନୟ କରୁଛନ୍ତି ଯାହାଙ୍କ ପ୍ରକୃତ ନାମ ହେଉଛି ଅମରଜିତ ମିଶ୍ର ଯାହାଙ୍କ ସାଲାରୀ ହେଉଛି 1,000 ଟଙ୍କା |
ଏହା ପରେ ନମ୍ବର 6 ରେ ଆସୁଛନ୍ତି ଧନ ଯାହାଙ୍କ ପ୍ରକୃତ ନାମ ହେଉଛି ପ୍ରିୟା ପଣ୍ଡା ତାଙ୍କର ପ୍ରତିଦିନର ଦରମା ହେଉଛି 1800 ଟଙ୍କା |
ସିନ୍ଦୁରର ଅଧିକାର TV ସିରିଏଲର ଆକ୍ଟର ମାନେ ନେଉଛନ୍ତି ଏତେ ଟଙ୍କା ଦରମା, ସତ ଜାଣିଲେ ହଜି ଯିବ Ratira ନିଦ, ସରକାର ଚାକିରିଆ ବି ପାଉ ନାହାଁନ୍ତି ଏତେ ଦରମା
