ଶେଷରେ Sasmita ଙ୍କୁ ନେଇ ମୁଁହ ଖୋଲିଲେ ଅସୀମା ପଣ୍ଡା, କହିଲେ ଏମିତି କିଛି କଥା… ଦେଖିକି କହିବେ

ନମସ୍କାର ଦର୍ଶକବନ୍ଧୁ ସସ୍ମିତା ଜେନାଙ୍କ ଗୀତ ଶୁଣି ଓଲିଉଡ଼ର ସିଙ୍ଗର ଅସୀମା ପଣ୍ଡା ମୁହଁ ଖୋଲିଛନ୍ତି ତେବେ ଦର୍ଶକବନ୍ଧୁ ସସ୍ମିତା ଜେନା ଲିଙ୍ଗରାଜ ମନ୍ଦିରରେ ଭିକ୍ଷା ବୃତ୍ତି କରି ତାଙ୍କ ପରିବାର ପୋଷଣ କରୁଥିଲେ ଆଉ ତାଙ୍କର କେହି ପଦ ଗୀତ ସୋସିଆଲ ମେଡିଆରେ ଭାଇରଲ ହେବା ପରେ ସେ ଏବେ ଯାଇ ଗୀତ ଗାଉଛନ୍ତି ଯାହାକି ଆପଣମାନେ ଦେଖିଥିବେ ମାତ୍ର 4 ଦିନରେ ସେ ପାଖାପାଖି 3 ଟି କିମ୍ବା ଚାରୋଟି ଗୀତ ଗାଈ ସାରିଲେଣି ଆଉ ମଧ୍ୟ ସୁପରହିଟ ହୋଇଛି ସବୁ ଗୀତ 2 ମିଲିୟନ ,4 ମିଲିୟନ ଏମିତି ଛୁଇଁଲାଣି ଏହି ଗୀତ ଆଗକୁ ମଧ୍ୟ ଏମିତି ଭାଇରଲ ହେବ |

ତେବେ ଦର୍ଶକବନ୍ଧୁ ସସ୍ମିତାକୁ ସାରା ଓଡିଶା ବାସୀ ବେଶ ଭଲ ପାଉଛନ୍ତି ଏବଂ ତାଙ୍କ ଗୀତ ଶୁଣିବାକୁ ମଧ୍ୟ ସମସ୍ତଙ୍କୁ ଭଲ ଲାଗୁଚି ସସ୍ମିତା ଦିନେ ଲିଙ୍ଗରାଜ ମନ୍ଦିରରେ ଭିକ୍ଷା ମାଗୁଥିଲେ ଜଣେ ସାମ୍ବାଦିକ ତାଙ୍କ ଭିଡିଓ ଉତ୍ତୋଳନ କରିଥିଲେ ଆଉ ଭିଡିଓ ଟି ଏତେ ମାତ୍ରାରେ ଭାଇରଲ ହେଉଥିଲା ତାହା ପରେ ତାଙ୍କୁ ସବୁ ମ୍ୟୁଜିକ କମ୍ପାନୀ ମାନେ ତାଙ୍କୁ ଅଫର ଦେଇଥିଲେ ଯେ ସସ୍ମିତାକୁ ଗୀତ ଗାଇବା ପାଇଁ |

ସାମ୍ବାଦିକ ଭାଇ ମାନେ ଅସୀମା ପଣ୍ଡାଙ୍କୁ ପଚାରିଥିଲେ ଯେ ସସ୍ମିତାଙ୍କ ବିଷୟରେ କଣ କହିବ |ସେ ମଧ୍ୟ କହିଥିଲେ ଏମିତିକି ସେ ବହୁତ ଭଲ ଗୀତ ଗାଉଛନ୍ତି ଏମିତି ସୁଯୋଗ ମିଳିବା ଦରକାର |ସମସ୍ତଙ୍କୁ ସମସ୍ତଙ୍କ ପାଖରେ ଏମିତି କିଛିନା କିଛି ପ୍ରତିଭା ଅଛି ଯାହାକି ସମସ୍ତଙ୍କୁ ସୁଯୋଗ ମିଳିବା ଦରକାର ଆଉସସ୍ମିତା ମଧ୍ୟ କହିଥିଲେ ଯେ ମୁଁ ଅସୀମା ପଣ୍ଡାଙ୍କର ଏମିତି ଏକ ଗୀତ ଗାଇଥିଲି |

ଯେଉଁ ଗୀତଟିଏ ସେ ମୋବାଇଲରେ ରେକର୍ଡ କରି ଭାଇରଲ କରିଥିଲେ ତାପରେ ଅସୀମା ପଣ୍ଡା ମଧ୍ୟ କହିଛନ୍ତି|ଏମିତି ନିୟୁ ଜେନେରେସନ ମାନଙ୍କୁ ସମସ୍ତଙ୍କୁ ସୁଯୋଗ ମିଳିଯିବା କଥା କାରଣ ତାଙ୍କ ସମସ୍ତଙ୍କ ପାଖରେ କିଛିନା କିଛି ପ୍ରତିଭା ଅଛି | ସେ ପ୍ରତିଭା ଯାହା ପାଖରେ ଥିଲା ତାହା କେବେ ଲୁଚି ରହିବ ନାହିଁ ଏମିତି କିଛି ପ୍ରଶଂସା କରିଥିଲେ |

ସସ୍ମିତାଙ୍କୁ ଅସୀମା ପଣ୍ଡା |ହଁ ଦର୍ଶକବନ୍ଧୁ ଅସୀମା ପଣ୍ଡା ମଧ୍ୟ ଖୁସି ଅଛନ୍ତି ସସ୍ମିତା ଭଳି ଜଣେ ଗରିବ ଝିଅ ଗୀତ ଗାଉଥିବାରୁ ହଁ ଦର୍ଶକବନ୍ଧୁ ଆପଣଙ୍କୁ ସସ୍ମିତାଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ କରି ଜଣାଇବେ |

Leave a Reply

Your email address will not be published. Required fields are marked *