ନମସ୍କାର ଦର୍ଶକବନ୍ଧୁ କାହିଁକି ମୋ ଜୀବନ ସହିତ ଖେଳ ଖେଳିଲ ଏମିତି କିଛି ସାମ୍ନାକୁ ଆସିଲା ଶୀତଲ ଙ୍କ ଫେସବୁକ ପୋଷ୍ଟ ସୁଯୋଗ ନେଇ ବ୍ଲାକମେଲ କରୁଥିଲେ ପୁରୁଷ ବନ୍ଧୁ ଫିଲ୍ମ ପ୍ରଡ୍ୟୁସର ଦୟାନନ୍ଦ ଦୈନାଙ୍କ ବିରୁଦ୍ଧରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ସୋସିଆଲ ମେଡିଆରେ ଆପତ୍ତି ଜନିକ ପୋଷ୍ଟ କରିବା ସହିତ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭାଇରଲ ହେବାରେ ଲାଗିଛି ଏହାକୁ ନେଇ ଅଭିନେତ୍ରୀ ଏବଂ ପ୍ରଡ୍ୟୁସର ମଧ୍ୟ ବିବାଦ ଚାଲିଛି |
ଏହି ପ୍ରଡ୍ୟୁସର ଜଣକ ଅଭିନେତ୍ରୀଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେଇଥିଲେ |ଏହି ପ୍ରଡ୍ୟୁସର ଜଣକ ଅଭିନେତ୍ରୀ ଜଣଙ୍କ ସହିତ ଥିବା ଅନ୍ତରଣ ମୁହୂର୍ତ୍ତର ଫୋଟ ଭାଇରଲ କରୁଛନ୍ତି |ଅଭିନେତ୍ରୀ ଜଣକ ସୁଟିଙ୍ଗ ସେଟକୁ ଯିବା ବେଳେ ଏହି ପ୍ରଡ୍ୟୁସର ଜଣକ ଯାଇ ଝଗଡ଼ା କରନ୍ତି |
ଅଭିନେତ୍ରୀ ଶୀତଲଙ୍କୁ ପ୍ରଡ୍ୟୁସର ଜଣକ ଜାତୀୟ ସ୍ତରରେ ଅଭିନୟ କରିବା କହି ତାଙ୍କ ସହ ସମ୍ପର୍କ ନିବିଡ଼ କରିଥିଲେ |ସୁଟିଂ ସେଟରୁ ପୁରୁଷ ବନ୍ଧୁ ଜଣକ କହିଛନ୍ତି ହାଲା ଗୋଲା ଏମିତି କିଛି ଅଭିନୟ କରିଛନ୍ତି ବହୁ ଚର୍ଚିତ ଅଭିନେତ୍ରୀ ଜଣକ ପୁରୁଷ ବନ୍ଧୁ ଜଣକ ନାମ ହେଉଚି ଦୟାନିଧି ଦାୟମାଲ |
ସେ ଜଣେ ବହୁତ ବଡ଼ ଫିଲ୍ମ ମେକର ଆଉ ଡାଇରେକ୍ଟର | ସେ ଅନେକ ନାମୀ ଦାମୀ ଫିଲ୍ମ କରିଛନ୍ତି ସେ ଅନେକ ନାମୀ ଦାମୀ କଳାକାରଙ୍କ ସହିତ ଫିଲ୍ମ ମଧ୍ୟ କରିଛନ୍ତି ସେ ଅଭିନେତ୍ରୀ ଜଣକ ସହିତ ଫିଲ୍ମ କରିଥିଲେ ଆଉ ସେଇଠୁ ଦୁହେଁଙ୍କ ମଧ୍ୟରେ ସମ୍ପର୍କ ଗଡ଼ି ଉଠିଥିଲା