ଓଡିଶା ବାସୀ ହୋଇଯାଆନ୍ତୁ ସାବଧାନ, ବୈଷ୍ଣବ ବେଶରେ ନନ୍ଦିଗ୍ରାମରୁ ଆସିଛୁ କହି ଭୂତାଉଛନ୍ତି ଲୋକଙ୍କୁ !!

ନମସ୍କାର ଦର୍ଶକବନ୍ଧୁ କଥାଟି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ଅଟକ ହେଲେ ଠକ ବାବା ଆପଣମାନେ ତ ବହୁତ ସାରା ଆଗରୁ ଘଟଣାମାନ ବିଷୟରେ ଜାଣିଥିବେ ଯେ ଆଗରୁ ବାବା ବେଶରେ ଆସି ଚୋରି କରୁଥିଲେ ଏମିତିକି ନିଜ ବେଶ ମଧ୍ୟ ବଦଳାଉଥିଲେ ଯାହାକି ଲୋକମାନେ ତାଙ୍କ ପ୍ରକୃତ ଚେହେରା ଚିହ୍ନି ପାରୁନଥିଲେ |ଠିକ ସେହିପରି ଆଜି ପାଞ୍ଚୋଟି ବାବାକୁ ଅଟକ ରଖା ଯାଇଛି ଏହି ଠକ ବାବାଙ୍କୁ ଜଣେ ସାଧାରଣ ବ୍ୟକ୍ତି ଇଣ୍ଟରନେସନାଲ ହୁମ୍ୟାନ ରାଇଟର ସଭାପତି ସେ ଏହି ଛଦ୍ମ ବେଶ ହୋଇ ବୁଲୁ ଥିବା ବାବାଙ୍କୁ ଅଟକ ରଖିଛନ୍ତି |ସେମାନଙ୍କୁ ଅଟକ ରଖି ପଚରା ଯାଉଛି ଯେ ତୁମେ କେଉଁଠୁ ଆସିଲ ଏବଂ କଣ କରୁଚ ସେମାନେ କହୁଛନ୍ତି

ଆମେ ନନ୍ଦୀ ଗ୍ରାମରୁ ଆଜି ଆସିଲୁ ଷ୍ଟେସନରୁ ମଠରେ ଗାଧୁଆ କରି ଆମେ ଚାଲି ଚାଲି ଯିବୁ ପୁରୀ ଚୈତନ୍ୟ ମଠ ସେଠାରୁ ଆମେ ପୁଣି ଯିବୁ ନନ୍ଦୀ ଗ୍ରାମ ସେଠାରେ ଆମର ମାହାରା ପଡିଛନ୍ତି କିନ୍ତୁ ପ୍ରକୃତ କଥା ହେଲା ଏମାନଙ୍କ କୌଣସି ନନ୍ଦୀ ଗ୍ରାମ ସହିତ କନେକ୍ସନ ନାହିଁ କି ପୁରୀ ଚୈତନ୍ୟ ମଠରେ କନେକ୍ସନ ନାହିଁ ପ୍ରଥମେ ଏମାନେ ମିଛ କଥା କହୁଥିଲେ ତାପରେ ଏମାନେ ରାଜି ହେଲେ ଯେ ରିପୟୁଜୁ କଲୋନୀରେ ସମସ୍ତେ ରହୁଛୁ ଆଉ ଏହି ପ୍ରକାର ବ୍ୟବସାୟ କରୁଚୁ |

ସେମାନେ ନିଜ ପରିବାର ଲୋକ ଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣି ଭିକ୍ଷା ଆଦାୟ କରୁଛନ୍ତି କହୁଛନ୍ତି ବାପା ମ-ରିଯାଇଛି ମା ନାହିଁ ଏପରି ମିଥ୍ୟା ଅଭିଯୋଗ କହୁଥିବାର ସାମ୍ନାକୁ ଆସିଛି |ତାଙ୍କ ବ୍ୟାଗରୁ ଗଞ୍ଜେଇ ଏବଂ ଅନେକ ନିଶା ଦ୍ରବ୍ୟ ବାହାରୁଚି |ଆମେ ଆଜି ଓଡିଶା ବାସୀଙ୍କୁ କହିବାକୁ ଯାଉଛୁ ଏଭଳି ଲୋକଙ୍କୁ ଚିହ୍ନନ୍ତୁ ଭିକ୍ଷା ଦାନ କରିବା ଭଲ କିନ୍ତୁ ଏପରି ଅପାତ୍ର ଲୋକଙ୍କୁ ଦାନ କରନ୍ତୁ ନାହିଁ |

ଏମାନଙ୍କୁ ଭଗବାନ ହାତ ,ଗୋଡ଼ ଦେଇଛନ୍ତି ଏମାନେ ଚାହିଁଲେ କାମ କରି ଖାଇପାରିବେ କିନ୍ତୁ ଏମାନେ କୁଆଡେ କାମ କରୁ ନାହାନ୍ତି ବରଂ ଲୋକମାନଙ୍କୁ ଠକି ଭିକ୍ଷା ଆଦାୟ କରୁଛନ୍ତି ଏମାନେ ବୈଷ୍ଣବ ଧର୍ମ କହି ଲୋକମାନଙ୍କୁ ଠକୁଛନ୍ତି |ତେଣୁ ସମସ୍ତଙ୍କୁ ଆମର ସଚେତନତା ଏଭଳି ଲୋକ ମାନଙ୍କୁ ଚିହ୍ନନ୍ତୁ

ଅପାତ୍ରରେ ଏଭଳି ଲୋକଙ୍କୁ ଦାନ କରନ୍ତୁ ନାହିଁ |ଯେଉଁମାନେ ଅକର୍ମା ,କାର୍ଯ୍ୟବ୍ରତ ପାଇଁ ଯୋଗ୍ୟ ନୁହେଁ ଯେଉଁମାନେ ଅନ୍ଧ ସେମାନଙ୍କୁ ଯଦି ପାରିବେ ଆପଣ ଦାନ କରିପାରିବେ କିନ୍ତୁ ଏହି ଅପାତ୍ର ଲୋକଙ୍କୁ ଦାନ କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *