ଖୁସି ଖବର- ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଆଣିଲେ ନୂଆ Yojana ଜାଣିଲେ ଖୁସିରେ ନାଚି ଉଠିବେ, ବର୍ଷକୁ ମିଳିବ 30ହଜାର ଟଙ୍କା ଦେଖନ୍ତୁ ପୁରା ଖବର

ନମସ୍କାର ଦର୍ଶକବନ୍ଧୁ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଫେଲୋସିପ ସ୍କିମ ଛାତ୍ର ଛାତ୍ରୀଙ୍କୁ ବାର୍ଷିକ ମିଳିବ 30,000 ଟଙ୍କା ତେବେ ଏବେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ ନାୟକ ଆଉ ଏକ ନୂଆ ଛାତ୍ର ବୃତ୍ତି ଯୋଜନାର ଆରମ୍ଭ କରିଛନ୍ତି ଯେଉଁଥିରେ ଛାତ୍ର ବୃତ୍ତିରେ ବାର୍ଷିକ 30,000 ଟଙ୍କା ପାଇପାରିବେ ଛାତ୍ର ଛାତ୍ରୀ |ତେବେ ଆସନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଫେଲୋସିପ ସ୍କିମ ଛାତ୍ର ବୃତ୍ତି ରାଜ୍ୟର ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ PHD କରୁଥିବା ତଥା ଗବେଷଣା କରୁଥିବା ଛାତ୍ର ଛାତ୍ରୀ ମାନେ ଏହା ଦ୍ୱାରା ଉପକୃତ ହେବେ |

ଓଡ଼ିଶାର ବିଶ୍ୱ ବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବି କରଣ ପ୍ରହସନ ଯୋଜନାକୁ ଉନ୍ନତି କରି ଏହି ଯୋଜନାକୁ କରାଯାଇଛି ରାଜ୍ୟରେ PHD କରୁଥିବା 300 ଛାତ୍ର ଛାତ୍ରୀଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରାଯିବ |ସେମାନେ 5 ବର୍ଷ ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ପାଇବେ ବିଜ୍ଞାନରେ PHD କରୁଥିବା ପିଲାଙ୍କୁ 50,000 ଓ ସାମାଜିକ ବିଜ୍ଞାନରେ PHD କରୁଥିବା ପିଲାଙ୍କୁ 30,000 ଟଙ୍କା ବାର୍ଷିକ ପ୍ରଦାନ କରାଯିବ |

ଯେଉଁ PHD ଧାରୀ ବିଶ୍ୱର ଶ୍ରେଷ୍ଠ 25 ଟି ଜର୍ନାଲରେ ନିଜ ନିବଦ୍ଧ ପ୍ରକାଶ ପାଇଁ ରିସର୍ଚ୍ଚ କରୁଥିଲେ ସେମାନଙ୍କୁ 50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ତେବେ ଗବେଷଣା କରୁଥିବା ଛାତ୍ର ଛାତ୍ରୀଙ୍କୁ ମାସିକ 30,000 ଟଙ୍କା ଷ୍ଟାଇପିନ ଆକାରରେ ଦିଆଯିବ ଏହା ସାଙ୍ଗରେ PHD ସହିତ ଜଡ଼ିତ ଥିବା 60 ଜଣ ଅଧ୍ୟାପକଙ୍କୁ ପ୍ରତିବର୍ଷ ଆର୍ଥିକ ସହାୟତା କରାଯିବ |

ସେହିପରି ଶ୍ରେଷ୍ଟ ପ୍ରଦର୍ଶନ କରୁଥିବା ବିଶ୍ୱ ବିଦ୍ୟାଳୟ ଓ ଉତ୍କୃଷ୍ଟ କେନ୍ଦ୍ରକୁ ମଧ୍ୟ ଅନୁଦାନ ପ୍ରଦାନ କରାଯିବ ତେବେ ଯାହାକି ବଡ଼ ଅପଡେଟ ମୁତାବକ PHD ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର ସେମାନଙ୍କୁ ଫିଲୋସିପ ସ୍କିମ ବା ଛାତ୍ର ବୃତ୍ତି ଯୋଜନାରେ ବାର୍ଷିକ ମିଳିବ 30,000 ଟଙ୍କା |

Leave a Reply

Your email address will not be published. Required fields are marked *