ବିଶ୍ୱର ସବୁଠାରୁ ଦାମୀ ଦେଶ ,ଏହି ଦେଶର ଲୋକେ ମାନେ କରନ୍ତି ଏପରି କାର୍ଯ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ |

ନମସ୍କାର ଦର୍ଶକବନ୍ଧୁ ବିଶ୍ୱର ସବୁଠାରୁ ବଡ଼ ଦାମୀ ଦେଶ ବରମୁଡ଼ା 140 ଦେଶ ମଧ୍ୟରେ ଆଗରେ ରହିଛି ବରମୁଡା ଏଠି ବାସ କରୁଥିବା ଲୋକଙ୍କ ଚଳଣି ମଧ୍ୟ ମହଙ୍ଗା ଏକ ରିପୋର୍ଟ ଅନୁଯାଇ ବରମୁଣ୍ଡା ବିଶ୍ୱର ସବୁଠାରୁ ବଡ଼ ଦାମୀ ଦେଶ ଏହାର ସୌନ୍ଦର୍ଯ୍ୟ ଏବଂ ସାମୁଦ୍ରିକ ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରାଇଥାଏ ତେଣୁ ଏଠାରେ କୌଣସି ଚାଷ କରାଯାଏ ନାହିଁ ଏବଂ ସମସ୍ତ ଜରୁରୀ ଜିନିଷ ଅନ୍ୟ ଦେଶରୁ ଆମଦାନୀ ହୋଇଥାଏ ବିଶ୍ୱର ଅନେକ ଧନୀ ଦେଶ ରହିଛି ପ୍ରତ୍ୟକ ଦେଶ ନିଜର ସ୍ୱତନ୍ତ୍ରତା ପାଇଁ ଅନେକ ପରିଚୟ ସୃଷ୍ଟି କରିଛି ତେଣୁ ଏହି ଦେଶ ମଧ୍ୟରୁ କେଉଁ ଦେଶ ସବୁଠାରୁ ଦାମୀ ଆପଣ ଜାଣିନଥିବେ |

ନିକଟରେ ୱାର୍ଲଡ ୱେବ ଷ୍ଟାଟିଷ୍ଟିକ ର ଏକ ରିପୋର୍ଟ ଅନୁସାରେ ପ୍ରକାଶ ପାଇଛି ଯେ ଯେଉଁଠି ବିଶ୍ୱର ଦାମୀ ଦେଶ ମାନଙ୍କ ବିଷୟରେ କୁହାଯାଇଛି |ଅନେକ ଲୋକମାନଙ୍କୁ ଲାଗୁଥିବ ବିଶ୍ୱର ସବୁଠାରୁ ଦାମୀ ଦେଶ ଆମେରିକା କିମ୍ବା ବ୍ରିଟେନ ହୋଇଥିବ ଯଦି ଆପଣମାନେ ଏପରି ଭାବୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ କାରଣ ରିପୋର୍ଟ ଅନୁଯାଇ ବରମୁଡ଼ା ବିଶ୍ୱର ସବୁଠାରୁ ଦାମୀ ଦେଶ |ବରମୁଡ଼ା ଏବଂ ସୁଇଜରଲ୍ୟାଣ୍ଡ ଦୁନିଆର ସବୁଠାରୁ ମହଙ୍ଗା ଦେଶ ମଧ୍ୟରେ ରହୁଛନ୍ତି |

ୱାର୍ଲଡ ୱେବ ଷ୍ଟାଟିଷ୍ଟିକ ର ଏକ ରିପୋର୍ଟ ଅନୁସାରେ ଏହା କୁହାଯାଇଛି 140 ଦେଶର ଏହି ରିପୋର୍ଟ ଅନୁଯାଇ ବରମୁଡ଼ାରେ ରହିବ ଖର୍ଚ୍ଚ ବହୁତ ଅଧିକ ହୋଇଥାଏ ରିପୋର୍ଟରେ କୁହାଯାଇଛି ଯେ ଏହି ତାଲିକାରେ ସୁଇଜରଲ୍ୟାଣ୍ଡ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି |ଇଂଲଣ୍ଡ ,ବ୍ରିଟେନ ,ଜାପାନ ଏବଂ ରୁଷ ତୁଳନାରେ ଆମେରିକାରେ ରହିବ ବହୁତ ଶସ୍ତା ହୋଇଥାଏ |ଉତ୍ତର ଆଣ୍ଟଲାଟିକ ମହାସାଗର ରେ ରହୁଥିବା ଗୋଟେ ଦୀପ ହେଉଛି ବରମୁଣ୍ଡା |

ଏହାର ସୌନ୍ଦର୍ଯ୍ୟ ଏବଂ ସାମୁଦ୍ରିକ ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରାଇଥାଏ ତେଣୁ ଏଠାରେ କୌଣସି ଚାଷ କରାଯାଏ ନାହିଁ ଏବଂ ସମସ୍ତ ଜରୁରୀ ଜିନିଷ ଅନ୍ୟ ଦେଶରୁ ଆମଦାନୀ କରାଯାଇଥାଏ ଅଧିକାଂଶ ସାମଗ୍ରୀ ପ୍ରାୟ ଆମେରିକାରୁ ଆମଦାନୀ ହୋଇଥାଏ ଯାହାର ପରିବହନ ଖର୍ଚ୍ଚ ଏବଂ କଷ୍ଟମ ଡ୍ୟୁଟି ମଜୁରୀ ମୂଲ୍ୟ ସମସ୍ତ ମୂଲ୍ୟର ଦାମକୁ ବଢ଼ାଇ ଥାଏ |

ତେଣୁ ଏହି ଦେଶ ସବୁଠାରୁ ମହଙ୍ଗା ଦେଶ ଭାବରେ ଗଣାଯାଇଛି |ରିପୋର୍ଟ ଅନୁସାରେ ବରମୁଣ୍ଡା, ସୁଇଜରଲ୍ୟାଣ୍ଡ ,ଅଷ୍ଟ୍ରେଲିଆ ନରୱେ ,ଡେ଼ନମାର୍କ,ଆଇସଲ୍ୟାଣ୍ଡ ,ସିଂହାପୁର ଆଦି ବିଶ୍ୱର ସବୁଠାରୁ ମହଙ୍ଗା ଦେଶ |

Leave a Reply

Your email address will not be published. Required fields are marked *