ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ତିନୋଟି ମାଛର ଆଧାରରେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ କଣ କଲେ ଆପଣଙ୍କ ଭବିଷ୍ୟତ ଉନ୍ନତି ଆସିବ ଏବଂ କେଉଁ ଭୁଲ ବା କେଉଁ ଦୁଃଖ ଏବେ ଆପଣଙ୍କ ଜୀବନରେ ଚାଲୁଅଛି କେଉଁ ସମସ୍ୟା ଦେଇ ଆପଣ ଗତି କରୁଛନ୍ତି ଏବଂ ତାର ସମାଧାନ କଣ ରହିବ ଆସନ୍ତୁ ଆମେ ସବୁକିଛି ଜାଣିବା ଆପଣଙ୍କୁ କେବଳ ବାଛିବାର ଅଛି ଗୋଟିଏ ରଙ୍ଗର ମାଛକୁ ତାହାର ଆଧାରରେ ଆମେ ଆପଣଙ୍କୁ କହିବୁ ତାହା ଆପଣଙ୍କ କେଉଁ ଦିଗକୁ ସୂଚାଉଛି ଆପଣ ବର୍ତ୍ତମାନ କେଉଁ ସ୍ଥିତିରେ ଅଛନ୍ତି |ଦେଖନ୍ତୁ ତିନୋଟି ରଙ୍ଗର ମାଛ ଆପଣଙ୍କ ଆଖି ସାମ୍ନାରେ ରହିଅଛି ଗୋଟିଏ ହେଉଛି ନାଲି ରଙ୍ଗ ,ହଳଦିଆ ରଙ୍ଗ ଏବଂ ଆଉ ଗୋଟେ ହେଉଛି ନୀଳ ରଙ୍ଗ ତେବେ ଏ ଯେଉଁ ତିନୋଟି ମାଛ ଆପଣଙ୍କ ସାମ୍ନାରେ ଅଛନ୍ତି ତ ସେମାନେ ଆପଣଙ୍କ ଭବିଷ୍ୟତକୁ ନେଇ କଣ କହୁଛନ୍ତି ଆପଣ ଏହି ତିନୋଟି ମାଛ ମଧ୍ୟରୁ ଯେକୌଣସି ଗୋଟିଏ କୁ ବାଛନ୍ତୁ ଏବଂ ଦେଖନ୍ତୁ ସେ ଆପଣଙ୍କ ଭବିଷ୍ୟତକୁ ନେଇ କଣ କହୁଅଛି |
ପ୍ରଥମେ ଆପଣ ଆସନ୍ତୁ ଚର୍ଚ୍ଚା କରିବା ନୀଳ ରଙ୍ଗ -ଯଦି ଆପଣ ନୀଳ ରଙ୍ଗର ମାଛଟିକୁ ବାଛିଛନ୍ତି ତେବେ ଆପଣଙ୍କ ବର୍ତ୍ତମାନ କିପରି ଚାଲିଅଛି ଓ ଭବିଷ୍ୟତ କିପରି ରହିବ |ଆପଣ ବର୍ତ୍ତମାନ ବ୍ୟଗ୍ରମନା ପ୍ରଶ୍ନର ଆଶ୍ରୟ ନେଇଛନ୍ତି ଯାହା ହେଉ ଆପଣଙ୍କ ନିମନ୍ତେ ବର୍ତ୍ତମାନ ବହୁତ ଶୁଭ ସମୟ ଆସି ଯାଇଛି ପ୍ରାୟତଃ ଆପଣଙ୍କ ପାଇଁ ଦୁଃଖର ସମୟ ବ୍ୟତୀତ ହୋଇ ଯାଇଛି ସବୁ ଦୁଃଖ ଆପଣଙ୍କର ଦୂର ହେବାକୁ ଯାଉଅଛି ସମସ୍ତ ବ୍ୟାକୁଳତା ଏବେ ଦୂର ହେବାକୁ ଯାଉଅଛି ଏ ସବୁ ଆପଣଙ୍କ ବର୍ତ୍ତମାନ ମନ୍ଦ ଦଶା କାରଣରୁ ହେଉଥିଲା ଏଥି ଯୋଗୁଁ ଆପଣ ବହୁତ ମନ୍ଦଫଳ ଭୋଗ କରିଛନ୍ତି ଗୃହ ଉପକରଣକୁ ନେଇ ଆପଣ ବହୁତ ଅଧିକ ଖର୍ଚ୍ଚାନ୍ତ ହୋଇଛନ୍ତି ଆପଣ ବଡ଼ ଵ୍ୟସ୍ତ କାର୍ଯ୍ୟରେ ପଡି ଯାଇଛନ୍ତି ତେଣୁ ଆପଣ ଆପଣଙ୍କ ଇଷ୍ଟ ଦେବତାଙ୍କ ପୂଜା ମଧ୍ୟ କରନ୍ତୁ |ଆପଣ କିଛି ଦିନ ହେଲା ବହୁତ ଦୁଃଖ ଭୋଗ କରି ଆସୁଛନ୍ତି କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତା ଭୋଗ କରିବାକୁ ପଡ଼ିବ ନାହିଁ |କାରଣ ଆପଣଙ୍କର ଶୁଭ ସମୟର ଆଗମନ ଆସିବାକୁ ଯାଉଅଛି |
ଯଦି ଆପଣ ହଳଦିଆ ରଙ୍ଗର ମାଛଟିକୁ ବାଛିଛନ୍ତି ତାହେଲେ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଆପଣ ଯାହା ପ୍ରଶ୍ନ ମନ ମଧ୍ୟରେ ଗ୍ରହଣ କରିଛନ୍ତି ତାହା ଅତ୍ୟନ୍ତ ଉନ୍ନତ ଅଟେ ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ଫଳ ମାନ ଦୂର ହୋଇ ଆପଣଙ୍କ ଜୀବନରେ ଶୁଭ ଫଳର ଆଗମନ ହେବାକୁ ଯାଉଅଛି | ପଣ୍ଡିତଙ୍କୁ କୋଷ୍ଠୀ ଦେଖାଇ ନିଅନ୍ତୁ ଦେଖିବେ ଆପଣଙ୍କ ଶୁଭ ସମୟ ଆସିବାକୁ ଯାଉଅଛି |ଆପଣଙ୍କ ଜୀବନରେ ଆନନ୍ଦ ନିକଟରେ ହେଲେ ମଧ୍ୟ କିନ୍ତୁ ସାମାନ୍ୟ ବିଳମ୍ବ ହୋଇପାରେ ମଧ୍ୟ କିନ୍ତୁ ଶୀଘ୍ର ହିଁ ଆପଣଙ୍କୁ ସଫଳତା ମିଳିବ ନିକଟରେ ଆପଣ ଜଣେ ବନ୍ଧୁର ସହଯୋଗରେ ଆସିବେ ଏବଂ ସେହି ବନ୍ଧୁଙ୍କ ଦ୍ୱାରା ଆପଣ ବିଶେଷ ଲାଭବାନ ମଧ୍ୟ ହୋଇ ପାରନ୍ତି ଆପଣଙ୍କ ଜୀବନରେ ଯେଉଁ ବି ସବୁ ସମସ୍ୟା ଥିଲା ତାହା ସବୁ ଦୂର ହେବାକୁ ଯାଉଅଛି |
ଯଦି ଆପଣ ନାଲି ରଙ୍ଗର ମାଛଟିକୁ ବାଛିଛନ୍ତି ବା ନାଲି ରଙ୍ଗଟିକୁ ଆପଣ ବେଶ ପସନ୍ଦ କରୁଛନ୍ତି ତାହେଲେ ଆପଣ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ ଏବଂ ଭବିଷ୍ୟ ବିଷୟରେ ଆପଣ ବର୍ତ୍ତମାନ ବହୁତ ଚିନ୍ତାରେ ଥିବାର ଜଣା ପଡ଼ୁଛନ୍ତି |ଆପଣଙ୍କ ବର୍ତ୍ତମାନ ବିଶ୍ୱରେ ଈଶ୍ୱରଙ୍କ ଗୋଟିଏ ଶକ୍ତି ଅଛି ବୋଲି ବିଶ୍ୱାସ ହେଉ ନାହିଁ | ଏପରି କିଛି ପରିସ୍ଥିତିରେ ଆପଣ ପଡ଼ି ଯାଇଛନ୍ତି ପିତା ମାତା ଆପଣଙ୍କ ପ୍ରଥମ ଦାୟିତ୍ୱ |ବିଶ୍ୱାସ କରନ୍ତୁ ନାହିଁ ଆପଣଙ୍କୁ ଵର୍ତମାନ ଯିଏ ରକ୍ଷା କରିବାକୁ କହିଲେ ସିଏ ହିଁ ବର୍ତ୍ତମାନ ଆପଣଙ୍କୁ ସାହାଯ୍ୟ କରିବାର ଭାବ ପ୍ରକାଶ କରୁଅଛି ତେଣୁ ଫଳ ମଧ୍ୟ ଆପଣଙ୍କ ଯାହା ସବୁ ଯାଇଛି ତାହା ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ ଆପଣଙ୍କ ମଙ୍ଗଳ ହେବ ଆଗାମୀ ଜୀବନରେ ଆପଣଙ୍କୁ ସମସ୍ତ ସୁଖ ସୁବିଧା ମିଳିବାକୁ ଯାଉଅଛି |ଆପଣ ଆଉ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ଶୁଭଫଳ ଆପଣଙ୍କୁ ଟିକେ ବିଳମ୍ବରେ ମିଳିପାରେ କିନ୍ତୁ ଆପଣ ସମୟ ସହିତ ତାଳ ଦେଇ ଚାଲନ୍ତୁ |
ବାଛନ୍ତୁ ଗୋଟିଏ ନିଜ ପସନ୍ଦର Macha, ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି, ଥରେ ବାଛିକି ଦେଖନ୍ତୁ !!
