୩୧ ଜୁଲାଇ ଶ୍ରାବଣର ଚତୁର୍ଥ ସୋମବାର, କାହାକୁ କିଛି ନଜଣାଇ ଶିବଲିଙ୍ଗରୁ ଚୁପଚାପ୍ ଉଠେଇଆଣନ୍ତୁ ଏହି ଗୁପ୍ତ ଜିନିଷ ହେବ ହୋଇଯିବେ ଧନଵାନ |

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣର ଏହି ପବିତ୍ର ମାସରେ କୌଣସି ସୋମବାର ଦିନ ଶିବ ଲିଙ୍ଗରୁ ଉଠାଇ ଆଣନ୍ତୁ ଏହି ଗୋଟିଏ ଜିନିଷ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦରୁ ଜୀବନର ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ ଆପଣଙ୍କ ଜୀବନରେ ହେବ ଧନର ବର୍ଷା ଵନିଯିବେ ଆପଣ କୋଟିପତି 4 ଜୁଲାଇ 2023 ରୁ ଶ୍ରାବଣର ପବିତ୍ର ମାସ ଆରମ୍ଭ ହୋଇଯାଇଛି ଶିବ ଶଙ୍କର ଭୋଳାନାଥ ବ୍ରହ୍ମାଣ୍ଡର କୋଣ କୋଣକୁ ଆସି ସାରିଛନ୍ତି ଆପଣଙ୍କୁ କହିଦେଉଛୁ ଶ୍ରାବଣ ମାସର ସମାପ୍ତି 31 ଅଗଷ୍ଟ କୁ ହେବ ଶ୍ରାବଣର ପବିତ୍ର ମାସ ଭୋଳା ନାଥଙ୍କୁ ସମର୍ପିତ ଅଟେ | ଏହି ଶ୍ରାବଣ ମାସରେ ଯେଉଁମାନେ ସଚ୍ଚା ମନରେ ଭଗବାନକୁ ପୂଜା ପାଠ କରି ଥାଆନ୍ତି ସେମାନଙ୍କ ସମସ୍ତ ମନସ୍କାମନା କୁ ପୂରଣ କରିଥାଆନ୍ତି |

ଶିବ ପୁରାଣ ଅନୁସାରେ ଶ୍ରାବଣର ଏହି ପବିତ୍ର ମାସର କୌଣସି ବି ସୋମବାରର ଶିବ ଲିଙ୍ଗରୁ ଏହି ଗୁପ୍ତ ଜିନିଷ ଉଠାଇକି ନେଇ ଆସୁଛନ୍ତି ଏବଂ ନିଜର ଘରେ ସ୍ଥାପିତ କରି ଦେଇଥାଏ ତେବେ ସେହି ବ୍ୟକ୍ତିର ଘରେ କେବେ ଧନ ଦୌଲତର ଅଭାବ ରହି ନଥାଏ ସେହି ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ଦୁଃଖରୁ ମୁକ୍ତି ମିଳିଥାଏ ତାହା ସହିତ ସେହି ବ୍ୟକ୍ତିର ଯେଉଁ ମନସ୍କାମନା ଥାଉ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦରୁ ତାହା ସବୁ ପୂରଣ ହୋଇଯାଇଥାଏ ଶ୍ରାବଣର ଏହି ପବିତ୍ର ମାସରେ ଆପଣ ଦେଖିବେ ଯେତେବି ଶିବ ଭକ୍ତ ହୋଇ ଥାଆନ୍ତୁ ସେମାନେ ଭଗବାନ ଭୋଳାନାଥଙ୍କ ଭକ୍ତିରେ ଲୀନ ହୋଇ ଯାଆନ୍ତି |

ଭଗବାନ ଭୋଳାନାଥଙ୍କୁ ବିଭିନ୍ନ ପ୍ରକାରରେ ଭକ୍ତମାନେ ପୂଜା କରି ଥାଆନ୍ତି |ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ବିଧି ବିଧାନର ଶ୍ରାବଣର ଏହି ପବିତ୍ର ମାସର କୌଣସି ବି ସୋମବାର ଦିନ ଆପଣ ଶିବ ଲିଙ୍ଗରୁ ଆପଣ ସେହି ଗୁପ୍ତ ଜିନିଷ ଉଠାଇ ଆଣୁଛନ୍ତି ଏବଂ ଆପଣଙ୍କ ଘରେ ସ୍ଥାପିତ କରି ଦେଉଛନ୍ତି ତ ଆପଣଙ୍କ କୌଣସି ବି ମନସ୍କାମନା ଥାଉ ଯେମିତିକି ଲମ୍ବା ସମୟରୁ ଆପଣ ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତ ଆପଣଙ୍କ ଚାକିରୀ ସୁନିଶ୍ଚିତ ହୋଇଯିବ |ଆପଣ ଯଦି ଚାକିରୀ ପାଇଁ ବ୍ୟସ୍ତ ହେଉଛନ୍ତି ତାହେଲେ ଆପଣ ମାନି ଚାଲନ୍ତୁ

ଏହି ଉପାୟ ଆପଣ ନିଶ୍ଚିତ ଭାବରେ ସଫଳ ହେବେ | ଆପଣ ଶ୍ରାବଣ ମାସର ଏହି ସୋମବାରରେ ଗୋଟିଏ କାଚ ଶିଶିରେ ମରିଚ ଭରି ଦିଅନ୍ତୁ କଳା ମରିଚ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ ଭଗବାନ ଭୋଳାନାଥଙ୍କ ପୂଜାରେ ଯଦି କଳା ମରିଚ ପୂଜା କରାଯାଏ ସେହି ପୂଜା ତୁରନ୍ତ ସିଦ୍ଧ ହୋଇଯାଏ ଆପଣ ଏକ ଶିଶିରେ କଳା ମରିଚ ଭରି ଦିଅନ୍ତୁ ଏବଂ ଆପଣ କିଛି ଜଳ ନେଇ ସେଥିରେ ଆପଣ ଅଳ୍ପ ଗଙ୍ଗା ଜଳ ପକେଇ ଦିଅନ୍ତୁ ଭଗବାନ ଭୋଳାନାଥଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ନିଜର ମୁହଁ ଉତ୍ତର ଦିଗ ଆଡ଼କୁ କରି ଅଳ୍ପ ନୋଟା ଗଙ୍ଗା ଜଳ ଚଢେଇ ଦିଅନ୍ତୁ |

ଆପଣ ଯେଉଁ କାଚ ଶିଶିରେ କଳା ମରିଚ ନେଇଛନ୍ତି ତାକୁ ଶିବଙ୍କ ଲିଙ୍ଗ ଛୁଆଁଇ ଆଣି ଆପଣଙ୍କ ପୂଜା ଘରେ ସ୍ଥାପନ କରି ଦିଅନ୍ତୁ ଏବଂ ଆପଣଙ୍କ ପୂଜା ଘରେ ରଖି ଦିଅନ୍ତୁ ଆପଣ ଯଦି ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ତାହେଲେ ଆପଣ ଗୋଟେ କଳା ମରିଚ ନେଇ ଆପଣଙ୍କ ପକେଟରେ ରଖି ଦିଅନ୍ତୁ ତାପରେ ଆପଣ ଇଣ୍ଟରଭିୟୁ ପାଇଁ ଯାଆନ୍ତୁ ଦେଖିବେ ଆପଣଙ୍କୁ ଚାକିରୀ ମିଳିବାର ଯେଉଁ ବାଧା ଆସୁଥିଲା ସେହି ବାଧା କୁ ସବୁ ଆପଣ କରିବେ |

Leave a Reply

Your email address will not be published. Required fields are marked *