2024 ଟିଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତ ଖେଳିବାକୁ ଯାଉଛି 19 ଟି ମ୍ୟାଚ ଏପରି କିଛି ବଡ଼ ନିଷ୍ପତି ନେଲା ICC ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ 2024 ଟିଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ ପାଇଁ ପ୍ରସ୍ତୁତି ଟିମ ଇଣ୍ଡିଆ ଖେଳିବ 19 ଟି ମ୍ୟାଚ ଜାଣନ୍ତୁ କେଉଁ କେଉଁ ଦେଶ ସହିତ ରହିଛି ମ୍ୟାଚ | 2024 ରେ ଖେଳାଯିବ ଟିଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ ଆଉ ଏହା ପଛରେ ଭାରତୀୟ ଦଳ ଖେଳ ସୂଚୀ ସାମ୍ନାକୁ ଆସିଛି ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ମୋଟ 19 ଟି ମ୍ୟାଚ ଖେଳିବ |ଭାରତୀୟ ଦଳ ଏବେ ୱେଷ୍ଟନଡିଜ ଗସ୍ତରେ ରହିଥିବା ବେଳେ ସେଠାରେ ଘରୋଇ ଦଳ ସହିତ 5 ଟି ଟିଟ୍ୱେଣ୍ଟି ବିଶିଷ୍ଟ ମ୍ୟାଚ ଖେଳିବ |

ଏହା ପରେ ଦଳ ଆୟାରଲ୍ୟାଣ୍ଡ ଗସ୍ତ କରି ତିନୋଟି ଟିଟ୍ୱେଣ୍ଟି ମ୍ୟାଚ ଖେଳିବ | ଅଗଷ୍ଟ 18 ତାରିକରେ ପ୍ରଥମ ଟିଟ୍ୱେଣ୍ଟି ,20 ତାରିକରେ ଦ୍ୱିତୀୟ ,23 ତାରିକରେ ତୃତୀୟ ଟିଟ୍ୱେଣ୍ଟି ମ୍ୟାଚ ଖେଳିବ ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆ ଦଳ ଭାରତକୁ ଗସ୍ତରେ ଆସିବ |ଏଥିରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ରହିଛି ଆଉ ଏହା ପରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ |

ବିଶ୍ୱକପ ଶେଷ ହେବା ପରେ ଅଷ୍ଟ୍ରେଲିଆ 5 ମ୍ୟାଚ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ ଖେଳି ସ୍ବଦେଶ ଫେରିବ ନଭେମ୍ବର 23 ତାରିକରେ ପ୍ରଥମେ ମ୍ୟାଚ ୱାଇଜାକରେ ଏବଂ ଦ୍ୱିତୀୟ ମ୍ୟାଚ ଏବଂ 26 ରେ ଦ୍ୱିତୀୟ ମ୍ୟାଚ ପ୍ରିଭେନ୍ଟ ଗ୍ରାଉଣ୍ଡରେ ଦ୍ୱିତୀୟ ଏବଂ 28 ରେ ଗୋହାଟିରେ ତୃତୀୟ ,ଡିସେମ୍ବର 1 ତାରିକରେ ନାଗପୁର ଏବଂ 3 ତାରିକରେ ହାଇଦ୍ରାବାଦରେ ଟିଟ୍ୱେଣ୍ଟି ମ୍ୟାଚ ଖେଳାଯିବ |

ଏହା ପରେ ଆଫଗାନିସ୍ତାନ ଭାରତ ଗସ୍ତରେ ଆସି ଟିଟ୍ୱେଣ୍ଟି ଖେଳିବ ଜାନୁଆରୀ 11 ରେ ମହାଲି ,14 ରେ ଇନ୍ଦୋର ଏବଂ 17 ତାରିକରେ ବ୍ୟଙ୍ଗଲୋର ରେ ତିନୋଟି ଯାକ ମ୍ୟାଚ ଖେଳାଯିବ ଚଳିତ ବର୍ଷ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଟ୍ୱିଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି |

Leave a Reply

Your email address will not be published. Required fields are marked *