ସିନେମା ଜଗତରେ ଖେଳିଗଲା ପୁରା ଶୋକର ଲହରୀ ,ଆଉ ନାହାଁନ୍ତି ଏହି ପ୍ରସିଦ୍ଧ କଳାକାର ପରିବାର ଲୋକଙ୍କ ଶୁଖୁନି ଆଖିରୁ ଲୁହ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଆସିଲା ବହୁତ ବଡ଼ ଦୁଖଦଃ ଖବର ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ସିନେମା ଜଗତରୁ ଏକ ଦୁଖଦଃ ଘଟଣା ସାମ୍ନାକୁ ଆସିଛି ଅନେକ ଦିନ ହେଲା ମୃ-ତ୍ୟୁ ସହ ସଂଘର୍ଷ କରି କରି ଶେଷରେ ହାରି ଯାଇଛନ୍ତି 64 ବର୍ଷ ବୟସରେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରି ଦୁନିଆକୁ ଅଲବିଦା କହିଛନ୍ତି |

କିଛି ଦିନ ପୂର୍ବରୁ ତାଙ୍କର ଏକ ସାଧାରଣ ଅସ୍ତ୍ରୋପଚାର ହୋଇଥିଲା ଦୁର୍ଭାଗ୍ୟ ବଶତଃ ଏହି ଅସ୍ତ୍ରୋପଚାର ପରେ ସେ ସିଂଦୁରର ସଂକ୍ରମଣ ରେ ସ୍ୱୀକାର ହୋଇଥିଲେ ଧୀରେ ଧୀରେ ଏହି ସଂକ୍ରମଣ ବଢି ଯାଇଥିଲା କଣ୍ଠ ଶିଳ୍ପୀଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଥିଲା ତେଣୁ ସାଙ୍ଗେ ସାଙ୍ଗେ ତାଙ୍କୁ ଭେଣ୍ଟି ଲିଟରରେ ରଖା ଯାଉଥିଲା ଏଠାରେ ଡାକ୍ତର ମାନେ ଚେଷ୍ଟା କରିଥିଲେ ମଧ୍ୟ ସୁରେନ୍ଦ୍ର ଙ୍କୁ ବଞ୍ଚାଇ ପାରିନଥିଲେ |

ବାପାଙ୍କ ମୃ-ତ୍ୟୁ ପରେ ସୁରେନ୍ଦ୍ର ସିନ୍ଦା ଙ୍କ ପୁଅ ମଣିନ୍ଦ ପଡ଼ି ଯାଇଥିଲେ | ସୋସିଆଲ ମେଡିଆରେ ବ୍ୟବହାର କାରୀ ଏବଂ କଣ୍ଠ ଶିଳ୍ପୀଙ୍କ ଫ୍ୟାନ ମାନଙ୍କୁ ସୁରେନ୍ଦ୍ରଙ୍କ ମୃ-ତ୍ୟୁ ଖବର ଝଟକା ଦେଇଛି ସେମାନେ ସୋସିଆଲ ମେଡିଆ ଜରିଆରେ ଶୋକ ପ୍ରକ୍ରିୟା କରିବା ସହିତ କଣ୍ଠ ଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି |

ସଂକ୍ରମଣର ସ୍ୱୀକାର ହୋଇ ଦୁନିଆକୁ ଅଲବିଦା କହିଲେ ସୁରେନ୍ଦ୍ର ସିନ୍ଦା ପଞ୍ଜାବ ସିନେମା ଜଗତରୁ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି ତେବେ ସୁରେନ୍ଦ୍ରଙ୍କ ମୃ-ତ୍ୟୁ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳି ଯାଇଛି

Leave a Reply

Your email address will not be published. Required fields are marked *