ସିଦ୍ଧାନ୍ତ ମହାପାତ୍ରଙ୍କ ପରିବାର ଏବଂ ଜୀବନୀ ବର୍ତ୍ତମାନ ସମୟରେ ତାଙ୍କ ପୁଅ କଣ କରୁଛନ୍ତି ଆସନ୍ତୁ ଜାଣିବା |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଯେ କି ନବେ ଦଶକରେ ଜଣେ ଜଣା ଶୁଣା ଚେହେରା ଥିଲେ ତାଙ୍କ ବ୍ୟତୀତ ଫିଲ୍ମ ଡିରେକ୍ଟର ଏବଂ ପ୍ରଡ୍ୟୁସର ଆଉ କାହାକୁ ଖୋଜୁ ନଥିଲେ ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ଜୀବନୀ କହିଲେ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା ଆଜି ତାଙ୍କ ପରିବାର ବିଷୟରେ |ଚାଲନ୍ତୁ ଜାଣିବା ସିଦ୍ଧାନ୍ତ ମହାପାତ୍ରଙ୍କ ବାପା ,ମା ,ପୁଅ,ଝିଅ ଏବଂ ସ୍ତ୍ରୀଙ୍କ ବିଷୟରେ ତେବେ ଏ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ବାପା ଆଉ ମା | ସିଦ୍ଧାନ୍ତ ମହାପାତ୍ର ଛୋଟ ବେଳରୁ ଫିଲ୍ମ ଦୁନିଆକୁ ଆସିବାକୁ ମନ ଦେଉଥିଲେ ବାପା ମା ପଢା ପ୍ରତି ଯେତେ ଆଗ୍ରହ ପ୍ରକାଶ କଲେ ମଧ୍ୟ ପୁଅ କିନ୍ତୁ ପଢା ପ୍ରତି ଏତେ ଆଗ୍ରହ ପ୍ରକାଶ କରୁନଥିଲେ |

କଲେଜ ଟାଇମ ରୁ ହିଁ ଫିଲ୍ମ କ୍ୟାରିୟରରେ ଯୋଗ ଦେଇଥିଲେ ସିଦ୍ଧାନ୍ତ ମହାପାତ୍ର |ସିଦ୍ଧାନ୍ତ ମହାପାତ୍ର ଜଣେ ବ୍ରାହ୍ମଣ ପରିବାରର ପିଲା ଅଟନ୍ତି ତେବେ ଫୋଟରେ ଦେଖନ୍ତୁ ଇଏ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ଶାଶୁ |ମାମା ମିଶ୍ରଙ୍କୁ ବିବାହ କରି ସାରିବା ପରେ ଦୁଇ ସନ୍ତାନର ବାପା ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର ପ୍ରଥମେ ପୁଅ ଏବଂ ଦ୍ୱିତୀୟ ରେ ଝିଅ ସନ୍ତାନର ବାପା ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର |

ଝିଅ ସାଇ ସିଦ୍ଧି ଏବଂ ପୁଅ ସାଇ ସମର୍ଥକୁ ନେଇ ଖୁସିରେ ପରିବାର ସହିତ ଅଛନ୍ତି ମାମା ମିଶ୍ର ଏବଂ ସିଦ୍ଧାନ୍ତ ମହାପାତ୍ର ଅନେକ ପାର୍ଟି କ୍ଲବ ଏବଂ ନାଇଟ ଠାରୁ ଦୂରେଇ ରୁହନ୍ତି ସିଦ୍ଧାନ୍ତ ମହାପାତ୍ର |ସବୁବେଳେ ପାଇଁ ନିଜ ଘରେ ରହିବାକୁ ପସନ୍ଦ କରି ଥାଆନ୍ତି ସିଦ୍ଧାନ୍ତ ମହାପାତ୍ର ନିଜ ବଗିଚା ସହିତ ନିଜ ପରିବାର ସହିତ ସମୟ ବିତାଇବାକୁ ଚାହାଁନ୍ତି ସିଦ୍ଧାନ୍ତ ମହାପାତ୍ର |

ସେଥିପାଇଁ ତ ଅନେକ କଳାକାରଙ୍କ ଅନେକ କାର୍ନାମା ଅଛି ସିଦ୍ଧାନ୍ତ ମହାପାତ୍ର ଏବେବି ପିଓର ସୁନା ଭଳି ଝଲୁକୁ ଛନ୍ତି ଏବଂ ଏବେବି ଲୋକେ ତାଙ୍କୁ ମୁନା ଭାଇ ନାମରେ ଜାଣନ୍ତି ଏବଂ ଭଲ ମଧ୍ୟ ପାଆନ୍ତି |କାହିଁକିନା କ୍ୟାରେକ୍ଟର ମଧ୍ୟ ସେମିତି ଯିଏ ଦେଖିବ ମଦୁଆଲା ମଧ୍ୟ ହୋଇଯିବ |

ସବୁଠାରୁ ଭଲ ହେଉଛି ସିଦ୍ଧାନ୍ତ ମହାପାତ୍ରଙ୍କ ହସ ଯେଉଁ ହସରେ ଲୋକଙ୍କ ମନକୁ ଜିତି ନେଇଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବେବି ନିଜ ଫିଲ୍ମ କ୍ୟାରିୟର ଜାରି ରଖିଛନ୍ତି ସିଦ୍ଧାନ୍ତ ମହାପାତ୍ର |ସିଦ୍ଧାନ୍ତ ମହାପାତ୍ରଙ୍କ ଆସିବାକୁ ଯାଉଅଛି ଆଉ ଏକ ଚଳଚ୍ଚିତ୍ର ଯାହାକି ଲୋକମାନଙ୍କୁ ବେଶ ପସନ୍ଦ ଆସିବ |

Leave a Reply

Your email address will not be published. Required fields are marked *