ରାବଣର ମୃ-ତ୍ୟୁ ପରେ ଏମିତି କିଛି ହୋଇଥିଲା ମନ୍ଦୋଦରୀଙ୍କର ସହିତ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ |

ନମସ୍କାର ଦର୍ଶକବନ୍ଧୁ ରାବଣର ମୃ-ତ୍ୟୁ ପରେ କଣ ହୋଇଥିଲା ମନ୍ଦୋଦରୀଙ୍କର ସତରେ କଣ ବିଭୀଷଣକୁ ବିବାହ କରିଥିଲେ ମନ୍ଦୋଦରୀ ନା ଆଉ କିଛି ରହସ୍ୟ ରହିଛି ମନ୍ଦୋଦରୀଙ୍କ ଜୀବନରେ |ଦର୍ଶକବନ୍ଧୁ ରାମାୟଣ ବିଷୟରେ ଆପଣମାନେ ଅନେକ କିଛି ଜାଣିଥିବେ ରାମାୟଣର ପ୍ରତିଟି ଚରିତ୍ରରେ ଭରି ରହିଛି ଜୀବନର ବାସ୍ତବତା ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା ରାମାୟଣର କାହାଣୀ ପ୍ରଭୁ ଶ୍ରୀ ରାମଙ୍କ ଠାରୁ ଆରମ୍ଭ କରି ମାତା ସୀତାଙ୍କୁ ନୃଶଂସ ରାବଣର ହରଣ ଆଉ ପରେ ରାବଣର ବଦ୍ଧ ପର୍ଯ୍ୟନ୍ତ ପ୍ରତିଟି ଚରିତ୍ର ମାନଙ୍କ କଥା ଲୋକଙ୍କୁ ଜଣା କିନ୍ତୁ ଦର୍ଶକବନ୍ଧୁ ରାବଣର ବଧ ପରେ ଲଙ୍କାରେ ରାବଣର ପତ୍ନୀ ମନ୍ଦୋଦରୀଙ୍କ ସହିତ କଣ ହୋଇଥିଲା ଆଉ ତାଙ୍କ ସହ କଣ ସବୁ ଘଟିଥିଲା ଜାଣିଛନ୍ତି କି ତେବେ ଆଜି ଆମେ ଜାଣିବା ମନ୍ଦୋଦରୀ ଙ୍କ ବିଷୟରେ ରାବଣର ମୃ-ତ୍ୟୁ ପରେ କଣ ଘଟିଥିଲା ମନ୍ଦୋଦରୀଙ୍କ ସହିତ |

ମନ୍ଦୋଦରୀ ହେଉଛନ୍ତି ମାୟାସୁରଙ୍କ କନ୍ୟା ମନ୍ଦୋଦରୀଙ୍କୁ ଖୁବ ଆଦର ଯତ୍ନର ସହିତ ପାଳିଥିଲେ ମାୟାସୁର କିନ୍ତୁ ରାବଣଙ୍କ ଦୃଷ୍ଟି ପ୍ରଥମ ଥର ପାଇଁ ପଡିଥିଲା ମନ୍ଦୋଦରୀଙ୍କ ଉପରେ ପରେ ସେ ଅସୁର ରାଜକୁ ମନ୍ଦୋଦରୀଙ୍କ ସହ ବିବାହ କରିବାର ପ୍ରସ୍ତାବ ଦେଇଥିଲେ ରାବଣ ଜଣେ ଅହଂକାରୀ ରାଜା ହୋଇଥିବାରୁ ପଶୁର ରାଜା ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ ଯାହା ଫଳରେ ରାବଣ ରାଗି ଯାଇ ଯୁଦ୍ଧ ପାଇଁ ଆହ୍ୱାନ ଦେଇଥିଲେ କିନ୍ତୁ ମନ୍ଦୋଦରୀ ରାବଣର ଶକ୍ତି ବିଷୟରେ ଜାଣିଥିଲେ ସେ ତାଙ୍କ ପିତାକୁ ହରାଇଦେବେ ବୋଲି ଜାଣି ପାରିଥିଲେ |

ମନ୍ଦୋଦରୀ ଯାହା ଫଳରେ ସେ ରାଜି ହୋଇ ଯାଇଥିଲେ ରାବଣକୁ ବିବାହ କରିବା ପାଇଁ ଆଉ ରାବଣକୁ ବିବାହ ମଧ୍ୟ କରିଥିଲେ କିନ୍ତୁ ରାବଣ ଥିଲା ଖଳ ସ୍ଵଭାଵର ସେ ସ୍ଵଭାଵକୁ ବଦଳାଇବାକୁ ଚେଷ୍ଟା କରୁଥିଲେ ମନ୍ଦୋଦରୀ କିନ୍ତୁ ସବୁଥର ହାରି ଯାଆନ୍ତି ରାବଣ ପାଖରେ ତେବେ ମାତା ସୀତାଙ୍କ ଅପହରଣ ପରେ ମନ୍ଦୋଦରୀ ଅନେକ ଥର ରାବଣକୁ ବିରୋଧ କରିଥିଲେ ଯେ ଅନ୍ୟ କାହାର ପତ୍ନୀକୁ ଏଭଳି ଅପହରଣ ନ କରିବା ପାଇଁ ଲଙ୍କା ପତିଙ୍କ ଏଭଳି କାର୍ଯ୍ୟ ସ୍ୱଭା ଦେଉ ନାହିଁ ବୋଲି ବାରମ୍ବାର କହୁଥିଲେ ମନ୍ଦୋଦରୀ

କିନ୍ତୁ ରାବଣ ନିଜ ଅହଂକାର ଯୋଗୁ ମନ୍ଦୋଦରୀ ଙ୍କ କଥା ଶୁଣି ନଥିଲେ | ରାବଣ ଏବଂ ପ୍ରଭୁ ରାମଙ୍କ ମଧ୍ୟରେ ରାବଣ ପରାସ୍ତ ହେଲା ରାବଣକୁ ବଧ କରିସାରିଲା ପରେ ପ୍ରଭୁ ରାମ ବିଭୀଷଣକୁ ଲଙ୍କାର ରାଜା ଭାବରେ ଘୋଷଣା କଲେ ତେବେ ମନ୍ଦୋଦରୀ ଙ୍କୁ ତାଙ୍କ ସାଙ୍ଗରେ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ମନ୍ଦୋଦରୀ ସେହି ସମୟରେ ପ୍ରସ୍ତାବରେ ରାଜି ନହୋଇ ରାଜ ଠାରୁ ଦୂରେଇ ଯାଇଥିଲେ |

ମନ୍ଦୋଦରୀ କିନ୍ତୁ କିଛିଦିନ ପରେ ବିଭୀଷଣ ଙ୍କ ସାଙ୍ଗରେ ବିବାହ ହେବା ପାଇଁ ରାଜି ହୋଇଥିଲେ ମନ୍ଦୋଦରୀ ତେବେ ବାଲ୍ମୀକି ପୁରାଣରେ ଏହି କଥା କିଛି ଲେଖା ନ ହୋଇଥିଲେ ମଧ୍ୟ ଅନ୍ୟ ପୁରାଣରେ ଏହି ସବୁ କଥା କୁହାଯାଇଛି |

Leave a Reply

Your email address will not be published. Required fields are marked *