ପ୍ରଥମ ଥର ପାଇଁ ହିରୋଇନ ଭୂମିକାରେ ଅଭିନୟ କରିବେ ମାମା ମିଶ୍ରଙ୍କ ଝିଅ ,ଏପରି କିଛି ଖବର ଆସିଲା ସାମ୍ନାକୁ |

ହେଲୋ ଫ୍ରେଣ୍ଡ୍ 4 ମେ 1972 ମସିହାରେ ଜନ୍ମ ଗ୍ରହଣ କରିଥିବା ଓଲିଉଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାମା ମିଶ୍ର ଙ୍କୁ ତ ଆପଣମାନେ ଭଲ ଭାବରେ ଜାଣିଥିବେ ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା ଆସନ୍ତୁ ଜାଣିବା ମାମା ମିଶ୍ର ଙ୍କର ଘର ପରିବାର ଓ ପରସନାଲ୍ ଲାଇଫ ବିଷୟରେ ଓ ତାଙ୍କ ଝିଅ କଣ କରୁଛନ୍ତି ଓ ସେ ଫିଲ୍ମରେ କେବେ କାମ କରିବେ ଆସନ୍ତୁ ଜାଣିବା ଓଲିଉଡ଼ ଇଣ୍ଡଷ୍ଟ୍ରି ର ପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ତ ଆପଣମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ 2004 ମସିହାରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ |

ମାମା ମିଶ୍ର ମାମାଙ୍କର ଛୋଟ ବେଳୁ ଅଭିନୟ ପ୍ରତି ରୁଚି ରହିଥିଲା କିନ୍ତୁ ପରିବାର ର ସିଚୁଏସନ କାରଣରୁ ସେ ଅଭିନୟରେ ଏତେଟା ଆଘ୍ରୟ ଦେଇ ପାରୁନଥିଲେ ସମୟ ଦେଇ ପାରୁ ନଥିଲେ ହେଲେ ସମୟ ସ୍ରୋତରେ ବହିଯାଏ ଛୁଆଟି ବେକରୁ ଅଭିନୟ କରି ପାରିନଥିଲେ ମଧ୍ୟ ନିଜର ସ୍କୁଲ ଟାଇମ ରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ ବେଶ ପସନ୍ଦ ମଧ୍ୟ କରିଥିଲେ ପରବର୍ତୀ ସମୟରେ 1997 ମସିହାରେ ବାପା 2000 ମସିହାରେ ବାବୁ ପର୍ଶୁରାମ ଏବଂ 2002 ମସିହାରେ ସମୟ ଖେଳୁଛି |

ଚକା ଭଉଁରୀ ଫିଲ୍ମ ରେ ଦର୍ଶକ ମାନେ ତାଙ୍କର ଅଭିନୟ କୁ ବେଶ ପସନ୍ଦ ମଧ୍ୟ କରିଥିଲେ ଏବଂ 2002 ମସିହାରେ ତାଙ୍କର ଚଳଚ୍ଚିତ୍ର ଆସିଥିଲା ଏବଂ ତାହା ପରେ 2004 ମସିହାରେ ସେ ଓ ସିଦ୍ଧାନ୍ତ ମହାପାତ୍ର ବିବାହ କରିଥିଲେ ଏବଂ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିବା ପରେ ମାମା ମିଶ୍ର ଏତେଟା ଫିଲ୍ମ ରେ କାମ କରୁନାହାନ୍ତି କି ନଜର ଆସୁନାହାନ୍ତି ମାମା ମିଶ୍ର ଙ୍କର ପରିବାର କହିଲେ ସିଦ୍ଧାନ୍ତ ମହାପାତ୍ର ଝିଅ ସାଇ ସାମର୍ଥ୍ୟ ମହାପାତ୍ର ପୁଅ ସାଇ ସିଦ୍ଧି ମହାପାତ୍ର |

ଏହା ସହିତ ତାଙ୍କର ପରିବାର ଏକ ଜଏଣ୍ଟ ପରିବାର ତାଙ୍କର ଶାଶୁ ଶଶୁର ସମସ୍ତେ ସମସ୍ତେ ରହିଛି ମାମା ମିଶ୍ର ଙ୍କର୍ ପର୍ଶୋନାଲ୍ ଲାଇଫ ରେ ବିଜନେସ ରହିଛି ରେଷ୍ଟୁରାଣ୍ଟ ରହିଛି ଓ ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ଗାଡ଼ି ସୋରୁମ୍ ରହିଛି ଏମିତି ଅନେକ କିଛି ପ୍ରପର୍ଟି ରହିଛି ସୂଚନା ଅନୁସାରେ ତାଙ୍କର ଝିଅ ଖୁବ୍ ଶୀଘ୍ର ଫିଲ୍ମ ରେ ନଜର ଆସି ପାରନ୍ତି |

ଯଦିଓ କିଛି ବି ସ୍ପଷ୍ଟ ସୂଚନା ମିଳି ନାହିଁ କିନ୍ତୁ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏହା କେବଳ ଅନୁମାନ କରାଯାଇଛି ତେବେ ଆପଣମାନଙ୍କୁ ମାମା ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *