ନମସ୍କାର ଦର୍ଶକବନ୍ଧୁ 90 ଦଶକର ଅଭିନେତ୍ରୀ ମୋଏନା ମୁଖାର୍ଜୀ ଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ନିଜ ସମୟରେ ସେ ବହୁତ ସାରା ଆଲବମରେ ସୁନ୍ଦର ଅଭିନୟ କରିଛନ୍ତି ତାହେଲେ ମଏନା ମୁଖାର୍ଜୀ ହେଉଛନ୍ତି ଜଣେ ବଙ୍ଗାଳୀ ଅଭିନେତ୍ରୀ ସେ ବଙ୍ଗଳା ଇଣ୍ଡଷ୍ଟ୍ରିରେ ଆସି ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିଥିଲେ | 90 ଦଶକରେ ସେ ଓଲିଉଡ଼ର ଆଗ ଧାଡ଼ିର କଳାକାରଙ୍କ ସହିତ ଆଲବମରେ ଅଭିନୟ ମଧ୍ୟ କରିଥିଲେ ପ୍ରାୟ 200 ରୁ ଅଧିକ ଓଡ଼ିଆ ଆଲବମରେ ସେ ଅଭିନୟ କରି ସେତେବେଳେ ସମୟରେ ସେ ସାରା ଓଡ଼ିଶାର ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇଥିବାର ସଫଳତା ହୋଇଥିଲେ |
ତେବେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ଛାଡ଼ି ବଙ୍ଗଳା ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରୁଥିବାର ନଜର ଆସୁଛନ୍ତି |ଆଉ ଏବେ ତାଙ୍କର ବାହାଘର ମଧ୍ୟ ହୋଇଯାଇଛି ଆଉ ବାହାଘର ପରେ ତାଙ୍କର ଦୁଇଟି ପିଲା ପିଲି ମଧ୍ୟ ହୋଇଛନ୍ତି ଦୁଇ ଜଣ ପୁଅ ତାଙ୍କର ଅଛନ୍ତି |ଏବେ ମଏନା ମୁଖାର୍ଜୀ ଓଲିଉଡ଼ ଇଣ୍ଡଷ୍ଟ୍ରି ଛାଡ଼ି ବଙ୍ଗଳା ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ତେବେ ମଏନା ବଙ୍ଗଳା ସିରିଏଲ ଏବଂ ଟିଭି ସୋରେ କାମ କରୁଥିବାର ଦେଖା ଦେଇଛନ୍ତି |
ମଏନା ଙ୍କୁ ଏବେ ପ୍ରାୟ 42 ବର୍ଷ ବୟସ ହୋଇଗଲାଣି ମଏନା ଏବେ ନିଜ ପରିବାର ଏବଂ ଦୁଇ ପିଲାଙ୍କ ସହ ଖୁସିରେ କଲିକତାରେ ରହିଛନ୍ତି ମଏ ନା ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରାୟ ଦୀର୍ଘ 10 ବର୍ଷ ହେବ କାମ କରିଛନ୍ତି |ସେ ଏହି ସମୟ ମଧ୍ୟରେ ବହୁତ ସାରା ଓଡ଼ିଆ ଆଲବମ ଓ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଥିବାର ମଧ୍ୟ ଦେଖା ଦେଇଛନ୍ତି |
ଖାସ କରି ବୁଲୁ ଏବଂ ଅନୁଭବ ଙ୍କ ସାଙ୍ଗରେ ତାଙ୍କର ବହୁତ ସାରା ଆଲବମ ରହିଛି ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ତାଙ୍କୁ ବହୁତ ସାରା ଭଲ ପାଇବା ମିଲିଛି |ତାହେଲେ ଓଲିଉଡ଼ ଛାଡ଼ିବା ପରେ ମଏନା ଆଉ ଓଡିଶାକୁ ଫେରି ନାହାଁନ୍ତି ବା ଓଲିଉଡ଼ରେ ତାଙ୍କୁ ଅଭିନୟ କରାଯିବାର ଦେଖିବାକୁ ମିଳୁ ନାହିଁ |
ସେ ଓଲିଉଡ଼ ଛାଡ଼ିବା ପରେ ତାଙ୍କୁ ବଙ୍ଗଳା ସିରିଏଲ କରିବାର ସୁଯୋଗ ମିଳିଥିଲା ଆଉ ଏବେ ସେ ବଙ୍ଗଳା ସିରିଏଲ ଏବଂ ବଙ୍ଗଳା ସିନେମା ମଧ୍ୟ ଅଭିନୟ କରିଛନ୍ତି |ବଙ୍ଗଳା ଆଲବମରେ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିଛି |