ନମସ୍କାର ଦର୍ଶକବନ୍ଧୁ ପ୍ଲେଇଂଙ୍ଗ ଇଲେଭେନ ରେ ନଥିଲେ ସଞ୍ଜୁ ସାମସନ ତଥାପି ବ୍ୟାଟିଙ୍ଗ କରିବାକୁ ଆସିଥିଲେ ସଞ୍ଜୁ ସାମସନ ସୋସିଆଲ ମେଡିଆରେ ଭାଇରଲ ହେଉଛି ଫୋଟ ଭାରତ ଏବଂ ୱେଷ୍ଟନଡିଜ ମଧ୍ୟରେ ପ୍ରଥମ ୱାନ ଡେ ବାରବା ଡଜର କେନିଙ୍ଗ ଟନ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିଲା ଯେଉଁଥିରେ ଭାରତ 5 ଟି ଉଇକେଟରେ ପୁନର୍ବାର ବିଜୟ ହାସଲ କରିଛି ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ଲେଇଂଗ ଏକାଦଶରେ ଉଇକେଟ କିପର ଭାବରେ ଈଶାନ କିଷାନ ଙ୍କୁ ଚୟନ କରିଥିଲା ଏବଂ ସଞ୍ଜୁ ସାମସନ ଙ୍କୁ ବେଞ୍ଚ ରେ ବସିବାକୁ ପଡ଼ିଥିଲା |
କିନ୍ତୁ ସୋସିଆଲ ମେଡିଆରେ ଏକ ଫୋଟ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ସଞ୍ଜୁ ସାମସନ ବ୍ୟାଟିଙ୍ଗ କରୁଥିବାର ଦେଖା ଦେଇଛି |ବାସ୍ତବରେ ଏହି ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଙ୍ଗ ପାଇଁ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ ସଞ୍ଜୁଙ୍କ ଜର୍ସି ପିନ୍ଧିଥିବା ସୂର୍ଯ୍ୟଙ୍କୁ ଦେଖି ପ୍ରଶଂସକ ମାନେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ |
ଓପନର ଶୁଭମନ ଗିଲଙ୍କ ଉଇକେଟ ଯିବା ପରେ ଦ୍ୱିତୀୟ ସ୍ଥାନରେ ସୂର୍ଯ୍ୟ ବ୍ୟାଟିଙ୍ଗ ଯିବା ପାଇଁ ଆସିଥିଲେ |ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ସୂର୍ଯ୍ୟ 25 ଟି ବଲରେ 3 ଟି ଚୌକା ଏବଂ 1 ଗୋଟି ଛକା ସହାୟତାରେ 19 ରନର ଇନିଂସ ଖେଳିଥିଲେ |
ତେବେ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ସୂର୍ଯ୍ୟ କୁମାର କାହିଁକି ପଡ଼ିଆକୁ ଆସିଥିଲେ ତାହା ଜଣା ପଡ଼ିନାହିଁ | ସଞ୍ଜୁଙ୍କ ଜର୍ସି ପିନ୍ଧି ସୂର୍ଯ୍ୟ ଫିଲଡିଂ କରିଥିଲେ ପ୍ଲେଇଂଗ 11 ରେ ସ୍ଥାନ ପାଇଥିବା ଈଶାନ କିଷାନ ଭଲ ବ୍ୟାଟିଙ୍ଗ କରି ଅର୍ଦ୍ଧ ଶତକ ହାସଲ କରିଥିଲେ |