ନମସ୍କାର ଦର୍ଶକବନ୍ଧୁ ମନ୍ଦିରର ଅର୍ଥ ହେଲା ନିଜର ମନକୁ ଗୋଟିଏ ଜାଗାରେ ସ୍ଥିର ରଖିବା ନିଜର ଚଞ୍ଚଳ ମନକୁ ଗୋଟିଏ ଜାଗାରେ ଏକତ୍ରିତ ରଖିବା ପାଇଁ ଭାରତ ବର୍ଷରେ ଏକରୁ ଅନେକ ମନ୍ଦିରର ନିର୍ମାଣ କରାଯାଇଛି ଏଥିରେ ବାସ୍ତୁ କଳାର ସୌନ୍ଦର୍ଯ୍ୟ ସହିତ ଭବିସ୍ୟକୁ ଆଖି ଆଗରେ ରଖି ଏସବୁକୁ ତିଆରି କରାଯାଇଛି ତେବେ ଭୌଗଳିକ ଜ୍ଞାନର ମଧ୍ୟ ସାହାଯ୍ୟ ନିଆ ଯାଇଥିଲା ଆଉ ଏହା ହିଁ କାରଣ ଅଟେ କି ଏହି ବିଶାଳ ଏବଂ ଭବ୍ୟ ମନ୍ଦିର ତପସ୍ୱୀ ଙ୍କ ଭଳି ଆଜି ମଧ୍ୟ ତପସ୍ୱୀ ଙ୍କ ଭଳି ଆଜି ମଧ୍ୟ ତପସ୍ୱୀ ରହିଛି ଯୁଗ ବିତିଗଲାଣି କିନ୍ତୁ ଏହି ମନ୍ଦିର ଆଜି ତାହାର ଗାଥା ବହନ କରୁଛି ଦର୍ଶକବନ୍ଧୁ ଆଜି ଆମେ ସେହି ମନ୍ଦିର ମାନଙ୍କ ବିଷୟରେ କଥା ହେବା ଯେଉଁ ମନ୍ଦିର ମାନଙ୍କ ଅଲଗା ରହସ୍ୟ ରହିଛି ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ |ତେବେ ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ସେହି ରହସ୍ୟମୟ ମନ୍ଦିର ମାନଙ୍କ ବିଷୟରେ |
ନମ୍ବର 1 କରଣୀ ମାତା ମନ୍ଦିର -ଏହି ମନ୍ଦିର ମୂଷା ମାନଙ୍କ ପାଇଁ ବିଖ୍ୟାତ ଅଟେ ଏହି ମନ୍ଦିରଟି ଵିକନେନ ରେ ରହିଛି ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନେ ଆସି ଥାଆନ୍ତି ବିଦେଶକୁ ମଧ୍ୟ ଅନେକ ଲୋକ ଏଠାକୁ ଆସନ୍ତି |ଆପଣମାନେ ବୋଧେ ଜାଣି ନାହାଁନ୍ତି କରଣୀ ମାତାଙ୍କୁ ଦୁର୍ଗାଙ୍କର ଅବତାର ଭାବରେ କୁହାଯାଏ ଏହି ମନ୍ଦିରକୁ ମୂଷା ମନ୍ଦିର ଭାବରେ କୁହାଯାଏ ମୂଷା ମାନଙ୍କୁ ଭକ୍ତିର ସହ ଖାଇବାକୁ ମଧ୍ୟ ଦିଆଯାଏ ତେବେ ଚାଲିବା ସମୟରେ ଆପଣମାନଙ୍କୁ ଏହି ମନ୍ଦିର ଭିତରେ ଟିକେ ସାବଧାନ ରହିବାକୁ ପଡ଼ିବ କାରଣ ଯଦି ମୂଷା ଆପଣମାନଙ୍କ ପାଦ ତଳେ ଆସିଯାଏ ତାହେଲେ ଆପଣଙ୍କ ପାଦ ତଳେ ରହିଯାଏ ତାହେଲେ ଆପଣ ଜାଣି ନିଅନ୍ତୁ ଯେ ଗୋଟେ ବଡ଼ ଅଶୁଭ ଆଗକୁ ଘଟିବାକୁ ଯାଉଛି ସଂଯୋଗ ବଶତଃ ଯଦି ମୂଷା ଆପଣଙ୍କ ପାଦ ଉପରେ ଚଢିକି ପଳାଇଗଲା ତାହେଲେ ଭାବି ନିଅନ୍ତୁ ଯେ ଆପଣଙ୍କ ଉପରେ ଦେବୀଙ୍କ ଅପାର କୃପା ରହିଛି |ଯଦି ଆପଣ ଧଳା ମୂଷା ଦେଖୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ଏବଂ ମନ ବାଞ୍ଛା ପୂରଣ ମଧ୍ୟ ହେବ |
କନ୍ୟା କୁମାରୀ ଦେବୀ ମନ୍ଦିର -ଏହି ମନ୍ଦିର ସମୁଦ୍ର ତଟ କୂଳରେ ମଧ୍ୟ ତିଆରି କରାଯାଇଛି ଆପଣଙ୍କୁ କହିଦେଉଚୁ ଯେ ଏହି କନ୍ୟା କୁମାରୀ ମନ୍ଦିର ମା ପାର୍ବତୀଙ୍କ କନ୍ୟା ରୁପକୁ ପୂଜା ଅର୍ଚନା କରିଥାଏ ଏହି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଆପଣଙ୍କୁ ନିଜର ଅଣ୍ଟା ଉପରକୁ ବସ୍ତ୍ରମାନ କାଢ଼ିବାକୁ ପଡିବ ତାହେଲେ ଯାଇ ଆପଣ ଏହି ଦର୍ଶନର ଲାଭ ଉଠାଇପାରିବେ ଏହି ମନ୍ଦିର ନିର୍ମାଣର କାହାଣୀ ବହୁତ ଆଶ୍ଚର୍ଯ୍ୟ ଅଟେ କୁହାଯାଏ ଏହି ମନ୍ଦିର ସ୍ଥାନରେ ଦେବୀଙ୍କ ବିବାହ ହେଉ ନଥିଲା ବିବାହ ପାଇଁ ରଖା ଯାଇଥିବା ଡାଲି ଚାଉଳ ସବୁ ସାମଗ୍ରୀ ମାଟି ପଥରରେ ପରିଣତ ହୋଇଗଲା |
କୈଳାସ ପର୍ବତ -ଏହି ଜାଗାକୁ ମେରୁ ରିଲିଜିୟସ ସ୍ପଟ ମଧ୍ୟ କୁହାଯାଏ ଏହି ମନ୍ଦିର ହିମାଳୟର ସବୁଠାରୁ ଉଚ୍ଚ ସ୍ଥାନରେ ଅବସ୍ଥିତ ମାନ ସରୋବରରେ ରହିଛି ଲୋକମାନଙ୍କ ବିଶ୍ୱାସ ରହିଛି କି ଏହି ସ୍ଥାନରେ ମହାଦେବ ସ୍ୱୟଂ ବିରାଜମାନ ଭୂଗୋଳ ବିଜ୍ଞାନ ଅନୁସାରେ ଏହା କେନ୍ଦ୍ରବିନ୍ଦୁ ଅଟେ ପାଖରେ ହିଁ ମେରୁ ପର୍ବତ ରହିଛି ଏହି ଜାଗାକୁ ସମ୍ମାନ ପୂର୍ବକ ଦେବ ଲୋକ ମଧ୍ୟ କୁହାଯାଏ କଣ ଆପଣମାନେ ଏହି ଜାଗାକୁ ଯିବାକୁ ଚାହିଁବେ ଆମକୁ କେମେଣ୍ଟ ରେ ଜଣାଇବେ |
ସୈନି ସିଂହା ପୁରୀ -ଦର୍ଶକବନ୍ଧୁ ଏହି ପ୍ରସିଦ୍ଧ ଶନି ମନ୍ଦିର ମହାରାଷ୍ଟ୍ରର ଅହମଦ ନଗରରେ ଅବସ୍ଥିତ ଏହି ମନ୍ଦିର ମଧ୍ୟ ବହୁତ ପ୍ରସିଦ୍ଧି ଅଟେ କଥା ହେଉଛି ଯେ ଏହି ମନ୍ଦିରରେ ଶନିଦେବଙ୍କ ଆକାର ପଥର ରୂପରେ ରହିକି ମଧ୍ୟ ପୂଜା କରାଯାଉଛି ଏହା ଏକ ଖୋଲା ସ୍ଥାନରେ ଅବସ୍ଥିତ ଏକ ବଡ଼ ଚୌଦ୍ୱାର ଉପରେ ଶନିଦେବଙ୍କ ଏକ ବିଶାଳ ଶିଳା ଅବସ୍ଥିତ ଆପଣ ଜଣିକି ଆଶ୍ଚର୍ଯ୍ୟ ହେବେ ଏହି ସିଂହାପୁର ସହରରେ ଶନିଦେବଙ୍କ ଏତେ ପ୍ରକୋପ ରହିଛି କି ପୁରା ସହରରେ କାହାର ମଧ୍ୟ ଘର ନା ଦୋକାନରେ ତାଟି କିମ୍ବା କବାଟ ରହିଛି |
ସୋମନାଥ ମନ୍ଦିର -ଦର୍ଶକବନ୍ଧୁ ହିନ୍ଦୁ ମନ୍ଦିର ମଧ୍ୟରେ ଏହି ମନ୍ଦିର ବହୁତ ଖାସ ଅଟେ 12 ଗୋଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହାର ଗଣନା ସର୍ବ ପ୍ରଥମେ କରାଯାଏ ଧାର୍ମିକ ମାନ୍ୟତା ଅନୁସାରେ ଏହି ଜ୍ୟୋତିର୍ଲିଙ୍ଗ କବେ ଆକାଶରେ ଝୁଲିଥିଲା ଯାହାକୁ ଆକ୍ରମଣ କାରୀ ମାନେ ଭାଙ୍ଗିଦେଲେ କୁହାଯାଏ ଯେ ଏଠାରେ 24 ଲିଙ୍ଗର ସ୍ଥାପନ କରାଯାଏ ଏହି ମନ୍ଦିରର ନିର୍ମାଣ ଚନ୍ଦ୍ରଦେବ କରିଛନ୍ତି ଏଯାଏ ଏହି କଥାର ଉଲେଖ ରୁକ ବେଦରେ ରହିଛି ଏହି ସ୍ଥାନ ସବୁବେଳେ ରହସ୍ୟମୟ ହୋଇ ରହି ଆସିଛି ଏହା ସେହି ସ୍ଥାନ ଅଟେ ଯେଉଁଠାରେ ଭଗବାନ କୃଷ୍ଣ ନିଜ ଶରୀରକୁ ତ୍ୟାଗ କରିଥିଲେ |
ଭାରତ ବର୍ଷରେ ଏମିତି କିଛି ମନ୍ଦିର ରହିଅଛି ଯାହାର ରହସ୍ୟ ଜାଣିଲେ ଆପଣଙ୍କ ନିଦ ଉଡ଼ିଯିବ ,ଯୋଡ଼ିଦେବେ ହାତ ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ |
