ହେଲୋ ଫ୍ରେଣ୍ଡ୍ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କୁ ତ ଆପଣଙ୍କ ବେଶ ଭଲ ଭାବରେ ଜାଣିଥିବେ ଦ୍ରିଘ ଦିନ ଧରି ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି ସ୍ନିଗ୍ଧା ତେବେ ଆସନ୍ତୁ ଜାଣିବା ସ୍ନିଗ୍ଧା ମହାନ୍ତିଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସେ କେବେ ଓଡ଼ିଆ ସିନେମା ରେ ଅଭିନୟ କରିଥିଲେ ଆଉ ତାଙ୍କ ପରିବାର ଓ ତାଙ୍କ ସ୍ଵାମୀ ଓ ତାଙ୍କର ପିଲା ଛୁଆ ଏବଂ ସେ ଏବେ ଯେଉଁଠୀ ରହୁଛନ୍ତି ଓ କଣ କରୁଛନ୍ତି ତାହା ବିଷୟରେ ଜାଣିବା ଆପଣମାନେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ 80 ଦଶକ ରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି |
ପ୍ରଥମେ ସେ 80 ମସିହାରେ ଓଡ଼ିଆ ସିନେମା ରେ ଅଭିନୟ କରିଥିଲେ ଆଉ ଏହା ପରେ ଆଜି ପର୍ଯ୍ୟନ୍ତ ପ୍ରାୟ 50 ରୁ ଅଧିକ ଓଡ଼ିଆ ସିନେମା ରେ ଅଭିନୟ କରିସାରିଛନ୍ତି ସ୍ନିଗ୍ଧା ମହାନ୍ତି ତାଙ୍କ ସ୍ବାମୀଙ୍କ ନାମ ହେଉଛି ଜୟପ୍ରକାଶ ମହାନ୍ତି ସ୍ନିଗ୍ଧାଙ୍କ ସ୍ଵାମୀ ହେଉଛନ୍ତି ଜଣେ ମ୍ୟୁଜିକ ଡାଇରେକ୍ଟର ସ୍ନିଗ୍ଧା ସୁଟିଙ୍ଗ ସେଟ ରୁ ଭଲ ପାଇ ଜୟପ୍ରକାଶ ଙ୍କୁ ବିବାହ କରିଥିଲେ ଆଉ ଏହା ପରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲେ ଯାହାଙ୍କ ନାଁ ହେଉଛି ସମ୍ଭାବନା ମହାନ୍ତି |
ତେବେ ସମ୍ଭାବନା ବର୍ତ୍ତମାନ୍ ସମୟରେ ହିନ୍ଦୀ ଇଣ୍ଡଷ୍ଟ୍ରି ରେ କାମ କରୁଥିବାର ଦେଖା ଦେଇଛନ୍ତି 2013 ମସିହାରୁ ସମ୍ଭାବନା ପ୍ରଥମ ଥର ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରିଥିଲେ ଆଉ ଏହା ପରେ ସେ ଏବେ ବଲିଉଡ ରେ କାମ କରିବାର ଦେଖା ଦେଇଛନ୍ତି ତେବେ ସ୍ନିଗ୍ଧା ଏକା ନିଜ ଘରେ କଟକ ରେ ରହୁଛନ୍ତି ଓ ସେ ଓଡ଼ିଆ ସିରିଏଲ ରେ ଅଭିନୟ କରିଥିବା ର ଏବେ ନଜର ଆସିଛନ୍ତି |
ଗତ କିଛି ଦିନ ହେବ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଦୂରରେ ରହିଥିଲେ ତେବେ 5 ବର୍ଷ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରରେ ରହିବା ପରେ ସେ ଏବେ ପୁଣି ଥରେ ଓଡ଼ିଆ ସିରିଏଲ କରୁଥିବାର ନଜର ଆସୁଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଫେରି ଥିବାର ସ୍ନିଗ୍ଧା ମହାନ୍ତି ତେବେ ସ୍ନିଗ୍ଧାଙ୍କୁ ଏବେ ପ୍ରାୟ 56 ବର୍ଷ ବୟସ ହୋଇଗଲାଣି |ତେବେ ସ୍ନିଗ୍ଧା ମହାନ୍ତି ବୋହୁତ ସୁନ୍ଦର ଅଭିନୟ କରୁଛନ୍ତି
ନିଜର କ୍ୟାରିୟର ରେ ବୋହୁତ ସାରା ସିନେମା କରିଛନ୍ତି ବୋହୁତ ସାରା ଲୋକଙ୍କ ଭଲ ପାଇବା ପାଇଛନ୍ତି ତେବେ ଆପଣମାନଙ୍କୁ ସ୍ନିଗ୍ଧା ମହାନ୍ତି କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ