ପ୍ରତିଦିନ ସକାଳେ କୁହନ୍ତୁ ଏହି Mantra ବିନା ପୁଜାରେ ହେବ ପୁରଣ ହେଇଯିବ ଆପଣଙ୍କର ସବୁ ଇଚ୍ଛା…ଥରେ କରିକି ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ସକାଳୁ ମନ୍ତ୍ର ଜପ କରିବା ସାକ୍ଷାତ ଆପଣ ଘରୁ ଦାରିଦ୍ର୍ୟତା ଦୂର କରିବ ବୋଲି ମାନା ଯାଏ କାରଣ ଯେଉଁ ଘରେ ସକାଳୁ ଶୁଭ ହୋଇଥାଏ ସେହି ବ୍ୟକ୍ତିଙ୍କ ପାଖକୁ ଦୁଃଖ ଦାରିଦ୍ର୍ୟତା ଆସେ ନାହିଁ ଘରୁ ମଧ୍ୟ ସବୁ ବାଧା ବିଘ୍ନ ଦୂର କରିବା ପାଇଁ ଶକ୍ତି ମିଳିଥାଏ ଆଜିକା ସମୟରେ କିଛି ନା କିଛି ରୂପେ ବ୍ୟକ୍ତିଙ୍କୁ ମାନସିକ ଚିନ୍ତା ହୋଇଯାଏ ଏହାର କାରଣରୁ ବ୍ୟକ୍ତିର ଭିତରେ ଆର୍ଥିକ କ୍ଷତି ହୋଇଥାଏ ବେପାରର ଓ ପରିବାରରେ କିଛି ନା କିଛି ଅସୁବିଧା ସୃଷ୍ଟି ହୋଇଥାଏ |

ଯଦି ଆପଣ ସବୁ ବେଳେ ସକାଳୁ ଏହି ମନ୍ତ୍ରକୁ ବୋଲିବେ ତ ଆପଣଙ୍କର ଦାରିଦ୍ର୍ୟତା ନଷ୍ଟ ହୋଇଯିବ ଓ ଘର ପରିବାରରେ ଖୁସୀ ଆସିବା ପାଇଁ ଲାଗିବ ପରିବାରର କୌଣସି ସଦସ୍ୟ ଯଦି ଏହାକୁ କରେ ତାହେଲେ ପୁରା ପରିବାର କୁ ଏହାର ଫଳ ମିଳିଥାଏ ଆମ ଶାସ୍ତ୍ର ଭିତରେ ଏପରି ମନ୍ତ୍ର ଲେଖା ଅଛି ଯାହାକୁ ଆପଣ ଉଚ୍ଚାରଣ କରିବେ ତ ଏହାର ମଧ୍ୟମରେ ଆପଣଙ୍କ ଜୀବନରେ ସବି କିଛି ପାଇ ପାରିବେ ଆମେ ଏହି ମନ୍ତ୍ରର ଉଚ୍ଚାରଣ କରିବା ଦ୍ୱାରା ଆମର ଜ୍ଞାନେନ୍ଦ୍ର ଓ ଆମର ମାଂସ ପେଶି ଫୁଲି ଯାଏ |

ତେବେ ଆସନ୍ତୁ ଜାଣିବା ମହାଦେବଙ୍କ ମନ୍ତ୍ର ବିଷୟରେ ଦେବଙ୍କ ଦେବ ମହାଦେବ ଙ୍କ ଭିତରେ ଏତେ ଶକ୍ତି ଥାଏ କି ସେ ଆମର ଟିକେ ପ୍ରାର୍ଥନାରେ ହିଁ ଆମର ସବୁ ଇଚ୍ଛା କୁ ପୂରଣ କରି ଦେଇଥାନ୍ତି ସକାଳୁ ଉଠିବା ମାତ୍ରେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ର କାମ ହୋଇଯିବ ଏବଂ ଆପଣଙ୍କର ଜୀବନ ସରଳ ହୋଇଯିବ ସର୍ବେ ପ୍ରଥମେ ଯଦି କୌଣସି ମନ୍ତ୍ର ଜଳ କରନ୍ତି |

ତେବେ ଭୋଳା ନାଥଙ୍କ ଅବତାର ହନୁମାନଙ୍କ ମନ୍ତ୍ରକୁ ଜପ କରିବା ଉଚିତ୍ କାରଣ ସବୁଠାରୁ ଅଧିକା ଶକ୍ତି ହନୁମାନଙ୍କ ପାଖରେ ଅଛି କାରଣ କଳି ଯୁଗରେ ଧରିତ୍ରୀ ରେ ସେ ଅଛନ୍ତି ଆପଣ ସକାଳୁ ଉଠି ଆପଣଙ୍କର ମୁହଁ କୁ ଉତ୍ତର ଦିଗ କରି ବସି ଯାଆନ୍ତୁ ହନୁମାନ ଚାଳିଶା କୁ ଗୋଟିଏ ଥର ଜପ କରନ୍ତୁ ଯେକୌଣସି ଭକ୍ତ ସକାଳୁ ଉଠି ହନୁମାନ ଚାଳିଶା ଜପ କରିଲେ ତାର ଜୀବନରେ କୌଣସି ପ୍ରକାର ଦୁଃଖ ରହିବ ନାହିଁ କୌଣସି ନା କୌଣସି ରୂପରେ ଭଗବାନ ଆପଣଙ୍କର ପାଖକୁ ଆସିବେ ଏବଂ ଆପଣଙ୍କର ସଙ୍କଟକୁ ଦୁର କରିବେ |

ଦ୍ଵିତୀୟରେ ଯଦି ଆପଣ ସବୁ ବେଳେ ହନୁମାନ ଚାଳିଶା ଜପ କରିବେ ତ କେହି ଯଦି ଆପଣଙ୍କର ଅନିଷ୍ଟ ଚିନ୍ତା କରିଥାଏ ତ ସେହି ଲୋକ ଆପଣଙ୍କର କିଛି କରି ପାରିବ ନାହିଁ ଏହାର ପରିଣାମ ତାକୁ ହିଁ ଭୋଗିବାକୁ ପଡ଼ିବ କୌଣସି ବି କାର୍ଯ୍ୟରେ ଆପଣ ବିଜୟ ପ୍ରାପ୍ତି କରିବେ ସେଠାରୁ କେବେବି ହାରିକି ଆସିବେ ନାହିଁ ତେଣୁ ଏହି ମନ୍ତ୍ରର ବିଶେଷ ମହତ୍ତ୍ଵ ରହିଛି ଆସନ୍ତୁ ଜାଣିବା ମହାଦେବଙ୍କ ମନ୍ତ୍ର ବିଷୟରେ |

ଓମ୍ ନମଃ ଶିବାୟ ଏହି ମନ୍ତ୍ର ଛୋଟିଆ ମନ୍ତ୍ର ଅଟେ କିନ୍ତୁ ଓମ୍ ରେ ବର୍ହ୍ମ ବିଷ୍ଣୁ ମହେଶ୍ୱର ତିନି ଜଣଙ୍କର ଶକ୍ତି ରହିଛି ବ୍ରହ୍ମା ଯିଏ ବ୍ରହ୍ମାଣ୍ଡର ରଚନା କରିଛନ୍ତି ଭଗବାନ ବିଷ୍ଣୁ ଯିଏ ସିନ୍ଦ୍ରଜ୍ୟ ରଚନା କରିଛନ୍ତି ମହେଶ୍ୱର ଯିଏ ସୃଷ୍ଟି ର ସଂଗ୍ରହଣ କରିଛନ୍ତି ଏହି ତିନି ଦେବ ଶକ୍ତି ମାତ୍ର ଗୋଟିଏ ଓଁ ଭିତରେ ଅଛି ସେହି ଓମ୍ ଦ୍ବାରା ତିନି ଦେବତାଙ୍କର ନାମ ଜପ କରି ପାରିବା ଆଉ ଏହାର ଶକ୍ତି ଆପଣଙ୍କୁ ମିଳିଥାଏ ଆପଣଙ୍କୁ ମନ ଭିତରୁ ଓଁ ନମଃ ଶିବାୟ ପୁରା ସକାଳୁ ଉଚ୍ଚାରଣ କରିବା ପାଇଁ ପଡ଼ିବ ଏହା ଦ୍ବାରା ଆପଣଙ୍କ ଚାରି ପାଖରେ ଯେକୌଣସି ଖରାପ ଶକ୍ତି ଥିବ ତାହା ଦୂର ହୋଇଯିବ |

ଏହା ଧୋନୀ ଆପଣଙ୍କର ଘରର ନକାରାତ୍ମକ ତାକୁ ଦୂର କରିଦେବ ଆପଣଙ୍କର ବିପଦ ଦୁର୍ଘଟଣା ବା କେଉଁ ପ୍ରକାର ରୋଗ ରେ ପୀଡ଼ିତ ଅଛନ୍ତି ଓ ସେଥିରୁ ମୁକ୍ତି ହେବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ଏହି ଗୋଟିଏ ମନ୍ତ୍ର ଜପ କରିବା ଉଚିତ୍ ଯାହା ଦ୍ଵାରା ଆପଣଙ୍କର ସବୁ ପ୍ରକାରର ଚିନ୍ତା ଦୂର ହୋଇଯିବ ସେହି ମନ୍ତ୍ର ହେଉଛି ମହା ମୃତୁଞ୍ଜୟ ମନ୍ତ୍ର ଅଟେ ଏହାକୁ ଉଚ୍ଚାରଣ କରିବା ପାଇଁ ପଡ଼ିବ ଯାହା ଦ୍ଵାରା ଆପଣଙ୍କର ଜୀବନର ସବୁ ବାଧା ବିଘ୍ନ ଦୂର ହୋଇଯିବ ଆପଣଙ୍କର ଜୀବନରେ କୌଣସି ବି ଶତ୍ରୁ ରହିବେ ନାହିଁ କୌଣସି ବି ବ୍ୟକ୍ତି ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିବ ନାହିଁ ଆପଣଙ୍କର ମନ ଯାହା ଚାହୁଁ ଥିବ ତାହା ପୁରାଣ ହୋଇଯିବ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ ଆପଣଙ୍କର ବଡ ରୁ ବଡ ଦୁଃଖ ଦୂର ହୋଇଯିବ ଆଉ ଆପଣଙ୍କର ଜୀବନରେ ସୁଖ ଆସିବ |

Leave a Reply

Your email address will not be published. Required fields are marked *