ପାଣିପାଗ ବିଭାଗ ତରଫରୁ ଆସିଲା ବଡ଼ ଅପଡେଟ ୬ ଜିଲ୍ଲାରେ ପ୍ରବଳ ବର୍ଷିବ ଦେଖନ୍ତୁ ଆପଣଙ୍କ ଜିଲ୍ଲା ମଧ୍ୟ ଥାଇପାରେ

ନମସ୍କାର ଦର୍ଶକବନ୍ଧୁ ଜୁଲାଇ ମାସ 28 ତାରିକ ବା ଆଜିବି ରାଜ୍ୟରେ ମଧ୍ୟ 6 ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ସେପଟେ ଆସନ୍ତା 3 ତାରିକରୁ ରାଜ୍ୟରେ ଜାରି ରହିବ ବର୍ଷା ତେବେ ବର୍ତ୍ତମାନ ଯାଏଁ ରାଜ୍ୟରେ ବର୍ଷାର ସ୍ଥିତି କଣ ରହିଛି ତାହା ସହିତ ଆଜି ରାଜ୍ୟର କେଉଁ 6 ଟି ଜିଲ୍ଲାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ଆସନ୍ତୁ ଜାଣିବା ଏସବୁକୁ ନେଇ ସମ୍ପୂର୍ଣ୍ଣ ଅପଡେଟ କଣ ରହିଛି | ତେବେ ଏବର୍ଷ ମୌସୁମୀ ଋତୁରେ ଜୁନ 1 ତାରିକରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 440.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି |

ଆଉ ଯାହାକି ସୌଭାଗିକ ବର୍ଷା 501.6 ମିଲିମିଟର ତୁଳନାରେ 12 ପ୍ରତିଶତ କମ ରହିଛି ଏହି ସମୟ ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ 790 ମିଲିୟନ ବର୍ଷା ରେକର୍ଡ ହୋଇଛି ଯାହା ସୌଭାବିକ ବର୍ଷା ତୁଳନାରେ 47 ପ୍ରତିଶତ ଅଧିକ ସେହିପରି ପୁରୀରେ ନିୟନ୍ତ୍ରିତ ସ୍ଥିତି ସୃଷ୍ଟି ହୋଇଛି ପୁରୀରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 276.1 ମିଲିୟନ ପର୍ଯ୍ୟନ୍ତ ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 31 ପ୍ରତିଶତ କମ ରହିଛି |

ତେବେ ଜୁଲାଇ ମାସ ଶେଷ ଦୁଇଦିନ ଅର୍ଥାତ 30 ଏବଂ 31 ତାରିଖ ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହୁଥିବାରୁ ଜୁଲାଇ ମାସ ବେଳକୁ ଏହା ସ୍ୱାଭାବିକ ବର୍ଷାରେ ପରିଣତ ହେବ ବୋଲି ଆଖ୍ୟା କରାଯାଇଛି ଏପଟେ ଦକ୍ଷିଣ ଓଡିଶା ସଂଲଗ୍ନ ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ପାଖାପାଖି ଅଞ୍ଚଳରେ ରହିଥିବା ସ୍ପଷ୍ଟ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି ଆଉ ଏହା ଏବେ ଦକ୍ଷିଣ ଓଡିଶା ଏବଂ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଦ୍ରପ୍ରଦେଶ ଠାରେ ରହିଛି |

ଆଉ ଏଥି ସହିତ ମୌସୁମୀ ଜନିତ ନିମ୍ନ ଚାପରେଖା ଗତକାଲି ରାଜସ୍ଥାନର ବିକାନନ ରୁ ବାହାରି କୋଟା ,ରାଇସେନ ଦୁର୍ଗ ଏବଂ ପଶ୍ଚିମ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡ଼ିଶାରେ ଲଘୁଚାପ କ୍ଷେତ୍ରର କେନ୍ଦ୍ରରୁ ପୂର୍ବରୁ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ରହିଛି ଆଉ ଏହା ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର 1.5 କିଲୋମିଟର ଉଚ୍ଚତା ଯାଏ ଲମ୍ବିଚି |

ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ଆଜି ମଧ୍ୟ ରାଜ୍ୟରେ 6 ଟି ଜିଲ୍ଲାରେ ବର୍ଷା ଲାଗି ରହିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ସେସବୁ ଜିଲ୍ଲା ଗୁଡ଼ିକ ହେଲା ବଲାଙ୍ଗୀରି ,କେନ୍ଦୁଝର ,ସମ୍ବଲପୁର ଏବଂ ମୟୁରଭଞ୍ଜ |

Leave a Reply

Your email address will not be published. Required fields are marked *