ଧୋନିଙ୍କ ପାଖକୁ ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି ,ଏଥର ଖେଳିପାରନ୍ତି ବିଶ୍ୱକପ ପୁଣି ପଡ଼ିଆକୁ ଆସିପାରନ୍ତି ମାହି |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ଭାରତ ୱେଷ୍ଟନଡିଜ ଗସ୍ତରେ ଯାଇଚି ଏବଂ ଭାରତ ୱେଷ୍ଟନଡିଜ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ଏବେ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଜିତି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0 ରେ ଅଗ୍ରହଣୀୟ ହାସଲ କରିଛି ଏହା ଭିତରେ ଭାରତୀୟ ଫ୍ୟାନ ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ଗତ କିଛି ଦିନ ହେବ ଏକ ପୋଷ୍ଟ ଟୁଇଟର ରେ ଭାଇରଲ ହେଉଥିଲା କି ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଦିନିକିଆ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ |

ପୁଣି ଥରେ ଭାରତୀୟ ଟିମରେ ସାମିଲ ହେବା ପାଇଁ ଅନୁରୋଧ କରିବେ ବୋଲି କିନ୍ତୁ ଏ ବିଷୟରେ କୌଣସି ଅଫିସିଆଲ ଷ୍ଟେଟ ମେଣ୍ଟ ଆସି ନଥିଲା ଖାଲି ଫ୍ୟାନ ମାନେ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରି ଧୋନିଙ୍କୁ ଭାରତୀୟ ଟିମରେ ସାମିଲ କର ବୋଲି ଦାବି କରୁଥିଲେ ଅନେକ ଦର୍ଶକଙ୍କ ଦାବି ଦେଖି ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ମହେନ୍ଦ୍ର ସିଂହ ଧୋନିଙ୍କୁ ପତ୍ର ମାଧ୍ୟମରେ ସୂଚନା ପଠେଇଛନ୍ତି |

ମୋଦି ଧୋନିଙ୍କୁ ଅନୁରୋଧ କରି ଲେଖିଛନ୍ତି ଯେ ସେ ନିଜର ସନ୍ୟାସ ହଟାଇ ଅନ୍ତିମ ଥର ପାଇଁ ଚଳିତ ବର୍ଷର ଦିନିକିଆ ବିଶ୍ୱକପ ଦଳରେ ସାମିଲ ହେବା ପାଇଁ ଆପଣମାନଙ୍କୁ କହି ରଖୁଛୁ ଯେ ବଙ୍ଗଳା ଦେଶର ଅଧିନାୟକ ଚଳିତ ବର୍ଷ ବିଶ୍ୱକପ ପୂର୍ବରୁ ସନ୍ନ୍ୟାସ ଘୋଷଣା କରିଥିଲେ କିନ୍ତୁ ଯେତେବେଳେ ବଙ୍ଗଳା ଦେଶର ଅଧିନାୟକ ଶେଖ ହସିନା ମିଗବାଲଙ୍କୁ ସନ୍ନ୍ୟାସ ନେବା ପାଇଁ ମନା କରିଥିଲେ |

ତାପରେ ତାମି ମିଗବାଲ ରାଜି ହୋଇ ନିଜର ସନ୍ନ୍ୟାସ ଉଠାଇ ଦେଇଥିଲେ ଏହିପରି ସମସ୍ତ ଭାରତୀୟ ଫ୍ୟାନମାନେ ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଆଶା କରୁଛନ୍ତି ଫ୍ୟାନ ମାନଙ୍କ ଆଶା ଧୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ ଶୁଣି ନିଜର ସନ୍ନ୍ୟାସ ଉଠାଇଦେବେ ଏବଂ ଚଳିତ ବର୍ଷ ବିଶ୍ୱକପ ଅନ୍ତିମ ଦଳରେ ସାମିଲ ହେବେ ବୋଲି |

Leave a Reply

Your email address will not be published. Required fields are marked *