ନମସ୍କାର ଦର୍ଶକବନ୍ଧୁ ଆପଣଙ୍କ ସାମ୍ନାରେ ତିନୋଟି ଠାକୁରଙ୍କ ଫୋଟ ଦିଆଯାଇଛି ଆପଣ ସେହି ତିନୋଟି ଠାକୁରଙ୍କ ମଧ୍ୟରୁ ମନ ପସନ୍ଦର ଠାକୁରଙ୍କ ଫୋଟଟିକୁ ବାଛନ୍ତୁ ଭଗବାନ ଗଣେଶ ହୁଅନ୍ତୁ ଦେବ ଦେବ ମହାଦେବ ହୁଅନ୍ତୁ ବା ଶ୍ରୀକୃଷ୍ଣ ହୁଅନ୍ତୁ |ତିନୋଟି ଦେବତାଙ୍କୁ ଆମେ ଭକ୍ତି ଅତି ଶ୍ରଦ୍ଧାର ସହିତ ପୂଜା କରିଥାଉ ଏବଂ ଯଦି କୁହାଯାଏ ତିନୋଟି ଦେବତା ମଧ୍ୟରୁ କାହାକୁ ବାଛନ୍ତୁ କେମିତି ଆମେ ବାଛିବା ଆମକୁ ଯେ ତିନୋଟି ଠାକୁର ଭଲ ଲାଗନ୍ତି ଏହା ଆପଣଙ୍କ ଭବିସ୍ୟକୁ ନେଇ ଏକ କାର୍ଯ୍ୟକ୍ରମ ଆମେ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁରଙ୍କୁ ବାଛିଲେ ଆପଣ ଆପଣଙ୍କ ଭାଗ୍ୟକୁ ନିର୍ଦ୍ଧାରିତ କରିପାରିବେ ଆପଣ ଯେକୌଣସି ଗୋଟିଏ ଠାକୁରଙ୍କୁ ଆଖି ବନ୍ଦ କରି ବାଛନ୍ତୁ |
ପ୍ରଥମ ପ୍ରଭୁ ଗଣେଶ -ପ୍ରଭୁ ଗଣେଶଙ୍କୁ ଅଗ୍ର ପୂଜ୍ୟ କୁହାଯାଏ ସେ ସବୁଠାରୁ ପ୍ରଥମେ ପୂଜା ପାଇଥାଆନ୍ତି ଆପଣ ଯଦି ପ୍ରଭୁ ଗଣେଶ ଜିଙ୍କୁ ବାଛିଛନ୍ତି ତାହେଲେ ଆପଣଙ୍କ ଭବିଷ୍ୟ କହୁଛି ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ ପଣ ଆପଣ ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ଭାବରେ ସଫଳ ହେବ ମିତ୍ର ମାନଙ୍କ ସହ ପୁରୁଣା ସମ୍ପର୍କ ଆପଣଙ୍କ ଯଦି କିଛି ଅସୁବିଧା ଆସୁଥିଲା ଏବେ ସେ ସମ୍ପର୍କରେ ଭଲ ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ହୋଇ ପାରନ୍ତି ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ମୁକ୍ତି ପାଇଯିବେ |
ମହାଦେବ -ଯଦି ଆପଣ ପ୍ରଭୁ ମହାଦେବଙ୍କୁ ବାଛିଛନ୍ତି ଏଥର ଆପଣଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି ଏବଂ ସୁଖ ସମ୍ପତି ଭୋଗ କରି ଆପଣ ଆନନ୍ଦରେ ସମୟ ଅତିବାହିତ କରିପାରିବେ |ଆପଣ ବର୍ତ୍ତମାନ ଯେଉଁ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହୁଛନ୍ତି ସେଥିରେ ଆପଣ ଶୀଘ୍ର ସଫଳତା ପାଇବାକୁ ଯାଉଛନ୍ତି କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ ସଫଳତା ଆପଣଙ୍କ ପାଖକୁ ଟିକେ ବିଳମ୍ବରେ ଆସିପାରେ |
ଶ୍ରୀକୃଷ୍ଣ -ଆପଣ ବହୁତ ସୁନ୍ଦର ବ୍ୟକ୍ତି ଅଟନ୍ତି ଆପଣ ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ଭାବରେ ସଫଳ ହେବ ମିତ୍ର ମାନଙ୍କ ସହ ପୁରୁଣା ସମ୍ପର୍କ ଆପଣଙ୍କ ଯଦି କିଛି ଅସୁବିଧା ଆସୁଥିଲା ଏବେ ସେ ସମ୍ପର୍କରେ ଭଲ ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଆପଣ ଶୀଘ୍ର ସଫଳତା ପାଇବାକୁ ଯାଉଛନ୍ତି କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ ସଫଳତା ଆପଣଙ୍କ ପାଖକୁ ଟିକେ ବିଳମ୍ବରେ ଆସିପାରେ |