ଆସିଗଲା 2024 ମାଟ୍ରିକ ବୋର୍ଡ ପରୀକ୍ଷାର ତାରିଖ ,ଏହି ପଦ୍ଧତିରେ ହେବ ଏମାନଙ୍କ ପରୀକ୍ଷା ଛାତ୍ର ଛାତ୍ରୀମାନେ ଜାଣିବା ନିହାତି ଜରୁରୀ

ନମସ୍କାର ଦର୍ଶକବନ୍ଧୁ ଚଳିତ ବର୍ଷ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ଲାଗି ଜାରି ହେଲା ଆଉ କିଛି ବଡ଼ ଘୋଷଣା ଯାହାକି 2024 ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଛି ତେବେ ଏହାରି ମଧ୍ୟରେ କେବେ ସୁଦ୍ଧା ଆରମ୍ଭ ହେବ ଫର୍ମ ପୂରଣ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଆଗୁଆ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇଛି କୋଭିଡ ଯୋଗୁଁ ଦୁଇଟି ସମେଟିକ ପରୀକ୍ଷା ଘୋଷଣା ହୋଇଥିଲା ହେଲେ ପିଲାମାନେ ଏବେ ଗୋଟେ ବାର୍ଷିକ ପରୀକ୍ଷା ଦେବେ ତେବେ ଫେବୃଆରୀ 20 ରୁ ମାର୍ଚ୍ଚ 25 ପର୍ଯ୍ୟନ୍ତ ହେବ |

ମାଟ୍ରିକ ପରୀକ୍ଷା ଆସନ୍ତା ଅକ୍ଟୋବରରେ ହେବ ଫର୍ମ ପୂରଣ ମାର୍ଚ୍ଚ 12 ରୁ ଆରମ୍ଭ ହେବ ମୂଲ୍ୟାଙ୍କନ ସର୍ବନିମ୍ନ 12 ମଧ୍ୟରେ ମୂଲ୍ୟାଙ୍କନ ଶେଷ ହେବ ତେବେ ପରୀକ୍ଷା ଢାଞ୍ଚା ସମେତ ପରୀକ୍ଷା ପଦ୍ଧତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି ପୂର୍ବରୁ 100 ମାର୍କ ଵିଶିଷ୍ଟ ପରୀକ୍ଷାରେ ମାତ୍ର 30 ମାର୍କ ସବଜେକ୍ଟିଭ ପରୀକ୍ଷା ହେଉଥିଲା ହେଲେ ଏବେ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ 100 ମାର୍କରୁ 50 ମାର୍କ ସବଜେକ୍ଟିଭ ଓ 50 ମାର୍କ ଅବଜେକ୍ଟିଭ ପ୍ରଶ୍ନ ଆସିବ |

ସେହିପରି 10 ଶ୍ରେଣୀର ଅର୍ଦ୍ଧବାର୍ଷିକ ଶ୍ରେଣୀର ପ୍ରଶ୍ନପତ୍ର ବୋର୍ଡ ପ୍ରସ୍ତୁତ କରିବ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ପରୀକ୍ଷା ଆୟୋଜନ କରିବେ ଛାତ୍ର ଛାତ୍ରୀ ମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ | ତେବେ ମାଟ୍ରିକରେ ଗୋଟିଏ ପରୀକ୍ଷା କରାଯିବା ନିଷ୍ପତିକୁ ନେଇ ସ୍ୱାଗତ କରିଛନ୍ତି ଛାତ୍ର ଛାତ୍ରୀ ପରୀକ୍ଷା ଚାପ କମିବା ସହ ପଢିବାକୁ ଅଧିକ ସମୟ ମିଳିବ ବୋଲି ସେମାନେ କହିଛନ୍ତି |

ତେବେ ଚଳିତ ଶିକ୍ଷାବର୍ଷରେ ପ୍ରାୟ 5,33,000 ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ଥିବା ବେଳେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଫଳାଫଳ ଉପରେ କି ପ୍ରଭାବ ପକାଇବ ତାହା ସବୁଠୁ ବଡ଼ କଥା ତେବେ ଯାହାକି ବଡ଼ ଅପଡେଟ ମୁତାବକ ଫେବୃଆରୀ 20 ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ ହେବ |

ମାଟ୍ରିକ ପରୀକ୍ଷା ଆସନ୍ତା ଅକ୍ଟୋବରରେ ହେବ ଫର୍ମ ପୂରଣ ମାର୍ଚ୍ଚ 12 ରୁ ଆରମ୍ଭ ହେବ ମୂଲ୍ୟାଙ୍କନ ସର୍ବନିମ୍ନ 12 ମଧ୍ୟରେ ହେବ ମୂଲ୍ୟାଙ୍କନ ଶେଷ 100 ମାର୍କରୁ 50 ମାର୍କ ହେବ ସବଜେକ୍ଟିଭ ଆଉ 50 ମାର୍କ ହେବ ଅବଜେକ୍ଟିଭ ଯାହାକି ଏସବୁ କିଛି ପରୀକ୍ଷା ପଦ୍ଧତିରେ ହେଇଚି ବଡ଼ ପରିବର୍ତ୍ତନ |

Leave a Reply

Your email address will not be published. Required fields are marked *