ଆସନ୍ତାକାଲି ସବୁ ସ୍କୁଲ,କଲେଜ ଏବଂ ସବୁ ସରକାରୀ କାର୍ଯ୍ୟାଳୟ ରହିବ ବନ୍ଦ ,ଏପରି ଘୋଷଣା କଲେ ସରକାର ଜାଣନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସରକାର ଘୋଷଣା କଲେ ଛୁଟି ଖବର ଯାହାକି ଶନିବାର ଜୁଲାଇ 29 ତାରିକ ଦିନ ବନ୍ଦ ହେବାକୁ ଯାଉଛି ସମସ୍ତ ସ୍କୁଲ ,କଲେଜ ଓ ସରକାରୀ କାର୍ଯ୍ୟାଳୟ କଣ ପାଇଁ ହେବ ବନ୍ଦ କଣ ଆସିଛି ନୂଆ ଅପଡେଟ ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ |ଦେଖନ୍ତୁ ଗମେଣ୍ଟ ଅଫ ଓଡିଶାରୁ ଅଫିସିଆଲ ଅପଡେଟ ମଧ୍ୟ ଆସି ସାରିଛି |

ଦେଖନ୍ତୁ ଆପଣଙ୍କୁ ଡିସପ୍ଲେ ରେ ମଧ୍ୟ ସୋ କରୁଥିବ ଆପଣ ଯାଇ କି ମଧ୍ୟ ଦେଖି ପାରିବେ | ଯାହାକି ଅପଡେଟ ଆସିଛି ମହରମ ରେ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର ଜୁଲାଇ 28 ପରିବର୍ତ୍ତେ 29 ତରିକାକୁ ଛୁଟି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି |

ବିଜ୍ଞପ୍ତି ଏହି ଅବସରରେ ଜୁଲାଇ 29 ତାରିକ ଶନିବାର ବା ଆସନ୍ତା କାଲି ସମସ୍ତ ସ୍କୁଲ କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଯାହାକି ମୁସଲିମ ସମ୍ପ୍ରଦାୟର ବଳିଦାନ ପର୍ବ ହେଉଛି ମହରମ ପର୍ବ ଏନେଇ ରାଜ୍ୟ ସରକାର 29 ଜୁଲାଇ କୁ ମହରମ ସରକାରୀ ଛୁଟି ରୂପେ ଘୋଷଣା କରିଛନ୍ତି |

ଚଳିତ ବର୍ଷ 28 ତାରିକରେ ପଡ଼ିଥିଲା ମହରମ ଛୁଟି ହେଲେ ଏହା ପରିବର୍ତ୍ତେ 29 ତରିକକୁ ମହରମ ଛୁଟି ଘୋଷଣା କରାଯାଇଛି ଏବଂ ଏହି ଅବସରରେ ଜୁଲାଇ 29 ତାରିକ ଅର୍ଥାତ ଶନିବାର ଦିନ ସମସ୍ତ ସ୍କୁଲ କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଅପଡେଟ ଆସିଛି |

Leave a Reply

Your email address will not be published. Required fields are marked *