ନମସ୍କାର ଦର୍ଶକବନ୍ଧୁ ଦଶ ଦଫା ଦାବି କରି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଆନ୍ଦୋଳନ ହଇରାଣ କରିବା ସହିତ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିବା ସାଙ୍ଘାତିକ ଅଭିଯୋଗ ଆଣିଛି ସିଜିପିଓ ନାଁରେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ୍ଣ ଅପଡେଟ |ଅଙ୍ଗନୱାଡି କର୍ମୀଙ୍କୁ ଜାଣି ଶୁଣି ହଇରାଣ କରିଥିବା ସହ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିବା ସାଙ୍ଘାତିକ ଅଭିଯୋଗ ଆସିଛି ସିଜିପିଓ ନାଁ ରେ ଏମିତି କିଛି ଅଭିଯୋଗ କରି ଦଶ ଦଫା ଲାଗୁ କରି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଏକ ଶୋଭା ଯାତ୍ରାରେ ଭାରି ଡିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷେପ ପ୍ରଦର୍ଶନ କରିଛନ୍ତି |
ଅଙ୍ଗନୱାଡି କର୍ମୀ ଅଭିଯୋଗ ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ମିଳିଥିବା ଯୁଗ୍ମ ଜନକତା ବିଭିନ୍ନ ବାବଦରେ ଆସୁଥିବା ଟଙ୍କାକୁ ଆକାଉଣ୍ଟରେ ଟଙ୍କା ଉଠାଣ କରି ସିଜିପିଓ ଫେରସ୍ତ କରିବା ପାଇଁ କହୁଥିବା ଅଭିଯୋଗ ହେଉଛି ଫଳରେ କେନ୍ଦ୍ରୀୟ ଗ୍ୟାଙ୍ଗ କମିଟି ମାତୃ କମିଟି ସରପଞ୍ଚ ଏବଂ ହିତାଧିକାରୀ ମାନଙ୍କୁ ଅଙ୍ଗନବାଡି କର୍ମୀ ମାନଙ୍କୁ ଅନେକ ସଫେଇ ଦେବାକୁ ପଡୁଛି |
ଅଙ୍ଗନୱାଡି କର୍ମୀଙ୍କ ଯୁଗ୍ମ ପାସ ବହିରୁ ସିଜିପିଓ ଉକ୍ତ ଅର୍ଥ ରାଶି ଫେରସ୍ତ ନେଇ ଅଙ୍ଗନୱାଡି କେନ୍ଦ୍ରକୁ ନିମ୍ନ ମାନର ଜିନିଷ ପ୍ରଦାନ କରୁଛନ୍ତି ଏ ବାବଦରେ ଅଭିଯୋଗ କରିଲେ ସିଜିପିଓ ଆଗ୍ରହ ମୂଳକ ଭାବରେ ରାଗ ସୁଝାଉଛନ୍ତି ଏହାକୁ ନେଇ ମୟୂରୀ ଏହାକୁ ନେଇ ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରିବା ସହିତ ଦାବି ଉପସ୍ଥାପନ କରିଛନ୍ତି |
ଅଙ୍ଗନୱାଡି କାର୍ଯ୍ୟକତା ବୀମା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ବଜାର ଦର ଅନୁସାରେ SNP ବାବଦକୁ ଅର୍ଥ ପ୍ରଦାନ କରିବା ସହିତ ଏସବୁ ସମସ୍ୟାର ସମାଧାନ ଆସନ୍ତା 25 ତାରିକ ଭିତରେ ନହେଲେ ପୁଣି ଅଙ୍ଗନୱାଡି କର୍ମୀମାନେ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି କହିଚନ୍ତି |