ନମସ୍କାର ଦର୍ଶକବନ୍ଧୁ ପ୍ରତ୍ୟକ ମାସର ଶୁକ୍ଲପକ୍ଷର ଅନ୍ତିମ ତିଥିକୁ ପୂର୍ଣ୍ଣିମା ନାମରେ ଜଣାଯାଏ ମଳମାସ ରେ ପଡୁଥିବା ପୂର୍ଣ୍ଣିମାକୁ ମଳମାସ ପୂର୍ଣ୍ଣିମା ନାମରେ ଜଣାଯାଏ ମଳମାସ ପୂର୍ଣ୍ଣିମାରେ ସ୍ନାନ ,ଦାନର ଅଧିକ ମହତ୍ତ୍ୱ ମନାଯାଇଛି | ଆଜିର ବିଷୟରେ ଆମେ ଜାଣିବା ବର୍ଷ 2023 ରେ ମଳମାସ ପୂର୍ଣ୍ଣିମାର ବ୍ରତ କେବେ 1 କିମ୍ବା 2 ଅଗଷ୍ଟ କୁ ପଡ଼ିବ ପୂର୍ଣ୍ଣିମାର ତିଥି କଣ ରହିବ ଚନ୍ଦ୍ରଦୟ ସମୟ ଆଉ ବ୍ରତର ବିଧି କଣ ରହିବ ତାହା ସହିତ ଜାଣିବା କେଉଁ 6 ଟି ରାଶିର ଭାଗ୍ୟ ଏହି ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଛି ତେବେ ଚାଲନ୍ତୁ ଆରମ୍ଭ କରିବା |ମାଳମାସର ପୂର୍ଣ୍ଣିମା ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି କୌଣସି ନଦୀ କିମ୍ବା ସରୋବରରେ ସ୍ଥାନ କରିବା ଭଲ ଯଦି ଏମିତି ସମ୍ଭବ ହୋଇପାରୁ ନାହିଁ ତେବେ ଆପଣ ଘରର ହିଁ ଗାଧେଇବା ପାଣିରେ ଗଙ୍ଗା ଜଳ ଆଣି ସ୍ନାନ କରିପାରିବେ ସ୍ନାନ ପରେ ସ୍ଵଚ୍ଚ ବ୍ରତ ଧାରଣ କରି ବ୍ରତର ସଂକଳ୍ପ ନିଅନ୍ତୁ ଭଗବାନ ବିଷ୍ନୁ ଏବଂ ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ |ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯାହାର ଭାଗ୍ୟ ଏହି ମଳମାସ ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଛି |
ସିଂହ ରାଶି -ସିଂହ ରାଶିର ଜାତକ ଆପଣଙ୍କୁ ଜଣାଇଦେବ କି ଏହି ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଧନରେ ବୃଦ୍ଧି ହେବ ଲମ୍ବା ସମୟ ଧରି କୌଣସି ଅଟକି ଯାଇଥିବା କାର୍ଯ୍ୟ ଏବେ ପୁରା କରିପାରିବେ ବେପାରୀ ମାନଙ୍କ ପାଇଁ ଏହି ଦିନ ଖାସ ରହିବ ଅନେକ ସୁଯୋଗ ଆପଣଙ୍କ ହାତରେ ଲାଗିବ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ହେବାରେ ଆପଣ ସଫଳତା ହେବେ ଏହା ସହିତ ଆପଣଙ୍କୁ ଆପଣଙ୍କ ଘରର ସପୋର୍ଟ ମିଳିବ ମାତା ଲକ୍ଷ୍ମୀଙ୍କ କୃପାରୁ ନୂଆ ନୂଆ ଲାଭ ଏବଂ ସୁଯୋଗ ଦେଖିବାକୁ ମିଳିବ |
କନ୍ୟା ରାଶି -କନ୍ୟା ରାଶିର ଜାତକ ମାନଙ୍କ ଇନକମ ବଢିବ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ ଅଧୁରା ଥିବା କାର୍ଯ୍ୟ ପୂରଣ ହେବ ମନ ପସନ୍ଦର ସଫଳତା ହାସଲ କରିବେ ଗୁରତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ପ୍ରୟାସ କରିବେ ଏବଂ ସଫଳତା ପ୍ରାପ୍ତ କରିବେ ଅନେକ କାର୍ଯ୍ୟରୁ ସଫଳତା ପ୍ରାପ୍ତି ହେବ ଏବଂ ଆପଣଙ୍କ ଆମଦାନୀ ମଧ୍ୟ ବଢିବ ଅନେକ ସୁଯୋଗ ଆପଣଙ୍କ ହାତରେ ଲାଗିବ ପେଣ୍ଡିଙ୍ଗ କାର୍ଯ୍ୟ ପୁରା କରିବେ ବେପାରୀ ମାନଙ୍କ ଦିନ ବହୁତ ଭଲ ରହିବ ମାତା ଲକ୍ଷ୍ମୀଙ୍କ କୃପାରୁ ମଳ ମାସରେ ଦୁର୍ଲଭ ମହାସଂଯୋଗ କାରଣରୁ ଆପଣଙ୍କ ଭାଗ୍ୟରେ ଲଟେରୀ ଲାଗିବାକୁ ଯାଉଅଛି |
ତୁଳା ରାଶି -ତୁଳା ରାଶିର ଇନକମରେ ବୃଦ୍ଧି ହେବ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ ଅଧୁରା କାର୍ଯ୍ୟକୁ ପୁରା କରିପାରିବେ ମିତ୍ର ମାନଙ୍କ ସହଯୋଗରେ ମଧ୍ୟ ଲାଭ ହେବ ବିଦେଶକୁ ଯିବାର ଯୋଗ ମଧ୍ୟ ବନୁଅଛି କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ସମସ୍ୟା ଦୂର ହେବ ମାତା ପିତାଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହେବ କିଛି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ମଧ୍ୟ ନେବେ ପେଣ୍ଡିଙ୍ଗ କାର୍ଯ୍ୟ ମଧ୍ୟ ପୂରା ହେବ ଯେଉଁ କାର୍ଯ୍ୟ ବଢ଼ୁ ନଥିଲା ତାହା ବନିବ ସମାଜରେ ଆପଣଙ୍କ ମାନ ସମ୍ମାନ ମଧ୍ୟ ବଢିବ |
ମକର ରାଶି -ମକର ରାଶିର ବ୍ୟକ୍ତିମାନଙ୍କ ଇନକମ ଶୀଘ୍ର ବଢିବ ମାନ ସମ୍ମାନ ପ୍ରାପ୍ତ ହେବ ନୂଆ ନୂଆ ସୁଯୋଗ ମଧ୍ୟ ଆପଣଙ୍କୁ ମିଳିବ ଏହି ପୂର୍ଣ୍ଣିମା ତିଥିରେ ବନୁଥିବା ଶୁଭ ସଂଯୋଗ ସ୍ଥିତିରେ ଆପଣଙ୍କ ଭାଗ୍ୟ ଚମକିବ କୋଟିପତିରୁ ଆପଣ ମାଲାମାଲ ହେବେ କାହାକୁ ଉଦ୍ଧାର ଦେଇଥିବା ଟଙ୍କା ଆପଣ ଫେରି ପାଇବେ ଆପଣଙ୍କ ମହତ୍ତ୍ୱପୂର୍ଣ୍ଣ ଡିଲ ଫାଇନାଲ ହେବ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଲାଭ ହେବ ଲଗାତାର ଆମଦାନୀରେ ବୃଦ୍ଧି ହେବ |
ମୀନ ରାଶି -ଏହି ରାଶିର ଜାତକରେ ଥିବା ବ୍ୟକ୍ତିମାନଙ୍କ ଇନକମ ବଢିବ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ ଅଧୁରା କାର୍ଯ୍ୟକୁ ଆପଣ ପୁରା କରିପାରିବେ ଲଗାତାର ଯେଉଁ ଘୋଟା ଚାଲିଥିଲା ତାହା ଠିକ ହୋଇଯିବ ଏହା ଛଡ଼ା ବହୁତ ବଡ଼ ସୁଯୋଗ ଆପଣଙ୍କ ହାତରେ ଲାଗିବ ପ୍ରେମ ଜୀବନରେ ଖୁସି ବର୍ଷିବ ଜୀବନ ସାଥୀଙ୍କ ସହିତ ମଧୁରତା ବନି ରହିବ କୋର୍ଟ କଚେରୀ ମାମଲାରେ ବିଜୟୀ ପ୍ରାପ୍ତ କରିବେ ଏବଂ ଅଧୁରା କାର୍ଯ୍ୟ ଆପଣଙ୍କ ପୂରଣ ହେବ |
ମେଷ ରାଶି -ଏହି ରାଶିର ଜାତକ ଇନକମ ବଢିବା ହେତୁ ମନ ପ୍ରସନ୍ନ ରହିବ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ ଅଧୁରା କାର୍ଯ୍ୟ ପୁରା କରିବେ ସେୟାର ମାର୍କେଟରେ ଯେତିକି ଇନଭେଷ୍ଟ କରିଥିଲେ ସେତିକି ଲାଭ ହେବ ନୂଆ ପ୍ରପର୍ଟି କିଣିବେ ନୂଆ ଘର ନିର୍ମାଣ ମଧ୍ୟ କରି ପାରନ୍ତି ସମସ୍ତ ପ୍ରକାର ସୁଖ ସୁବିଧା ପ୍ରାପ୍ତ କରିବେ ସରକାରୀ ସଙ୍ଘଟନ ସହିତ ଜଡ଼ିତ ଥିଲେ ଅନେକ ଲାଭ ମଧ୍ୟ ହେବ କୋର୍ଟ କଚେରୀ ମାମଲାରେ ବିଜୟୀ ପ୍ରାପ୍ତ କରିବେ |