ହେଲୋ ଫ୍ରେଣ୍ଡ୍ ଆସନ୍ତି ଜାଣିବା ମହାଭାରତର ଏକ ଘଟଣା ବିଷୟରେ ଯେଉଁ ଥିରେ 5 ପାଣ୍ଡବ ତାଙ୍କର ମୃ-ତ୍ୟୁ – ପିତା ପାଣ୍ଡୁ ଙ୍କ ମାଂ-ସ ଖା-ଇଥିଲେ ସେମାନେ କାହିଁକି ଏପରି କଲେ ତାହା ଆସନ୍ତୁ ଜାଣିବା |
ପାଣ୍ଡୁ ଙ୍କର 5 ଟି ପୁତ୍ର ଥିଲେ ଯୁଧିଷ୍ଟିର ଭୀମ ଅର୍ଜୁନ ନକୁଳ ସହଦେବ ସେମାନଙ୍କ ମଧ୍ୟରେ ଯୁଧିଷ୍ଟିର ଭୀମ ଏବଂ ଅର୍ଜୁନ ଙ୍କର ମାତା ଥିଲେ କୁନ୍ତୀ ଆଉ ନକୁଳ ଓ ସହଦେବ ଙ୍କର ମାତା ଥିଲେ ମାଦ୍ରି ପାଣ୍ଡୁ ଏହି 5 ପୁଅଙ୍କର ପିତା ଥିଲେ କିନ୍ତୁ ସେମାନେ ପାଣ୍ଡୁ ଙ୍କର ସମ୍ପର୍କ ରୁ ଜନ୍ମ ହୋଇ ନଥିଲେ କାରଣ ପାଣ୍ଡୁ ଅଭିଶାପ ମିଳିଥାଏ ଯେ ସେ ଯଦି ଶାରିରୀକ ସମ୍ପର୍କ ରଖିବେ ତାହେଲେ ସେ ମରୀ ଯିବେ ସେଥି ପାଇଁ ପାଣ୍ଡୁ ଙ୍କ ଅନୁରୋଧ କ୍ରମେ କୁନ୍ତୀ ଓ ମାଦ୍ରୀ ଭଗବାନଙ୍କୁ ପ୍ରାର୍ଥନା କରି ଏହି 5 ପୁତ୍ରଙ୍କୁ ପ୍ରାପ୍ତ କରିଥିଲେ |
ଯେତେ ବେଳେ ପାଣ୍ଡୁ ଙ୍କ ମୃ-ତ୍ୟୁ – ହୋଇଥିଲା ସେତେ ବେଳେ ତାଙ୍କ ମୃ-ତ ଶରୀର ମାଂ-ସ ପାଞ୍ଚ ଭାଇଙ୍କ ଦ୍ଵାରା ବଣ୍ଟି ଦିଆଯାଇଥିଲା କାରଣ ପାଣ୍ଡୁ ଙ୍କର ଏପରି ଇଚ୍ଛା ଥିଲା କାହିଁକି ନା ତାଙ୍କ ପୁଅ ମାନେ ତାଙ୍କ ବିଯ ରୁ ଜନ୍ମ ହୋଇ ନଥିଲେ ତେଣୁ ପଣ୍ଡୁଙ୍କୁ ଜ୍ଞାନ କୌଶଳ ତାଙ୍କ ପିଲା ମାନଙ୍କ ମଧ୍ୟରେ ଆସିପାରିବ ନାହିଁ ସେଥି ପାଇଁ ସେ ମୃ-ତ୍ୟୁ – ପୂର୍ବରୁ ଏପରି ଇଚ୍ଛା କରିଥିଲେ କି ତାଙ୍କର ମୃ-ତ୍ୟୁ ପରେ ତାଙ୍କ ଶରୀରର ମାଂ-ସ ତାଙ୍କ ପୁଅ ମାନଙ୍କ ଦ୍ବାରା ବଣ୍ଟା ଯିବ ଯାହା ଦ୍ଵାରା ତାଙ୍କର ଜ୍ଞାନ କୌଶଳ ତାଙ୍କର ପିଲା ମାନଙ୍କ ଭିତରେ ଆସି ପାରିବ ପାଣ୍ଡବ ଙ୍କ ମାଂ-ସ ଖାଇବା ବିଷୟରେ ଦୁଇଟି ଲୋକ ପ୍ରିୟ ବିଶ୍ଵାସ ଅଛି |
ପ୍ରଥମ ବିଶ୍ଵାସ ଅନୁଯାୟୀ – ଏହି ମାଂ-ସ କୁ ପାଞ୍ଚ ଭାଇ ଖା-ଇଥିଲେ ହେଲେ କିନ୍ତୁ ସହଦେବ ଅର୍ବାଧିକ ଅଂଶ ଖା-ଇଥିଲେ ଏବଂ ବିଶ୍ଵାସ ଅନୁଯାୟୀ କେବଳ ସହଦେବ ପିତାଙ୍କ ଇଚ୍ଛା ଅନୁଯାଇ ତାଙ୍କ ମସ୍ତିଷ୍କର 3 ଟି ଅଂଶ ଖା-ଇଥିଲେ ସହଦେବ ପ୍ରଥମ ଖଣ୍ଡ ଖାଇବା ପରେ ଇତିହାସର ଜ୍ଞାନ ଦ୍ୱିତୀୟ ଖଣ୍ଡ ଖାଇବା ପରେ ବର୍ତ୍ତମାନ୍ ର ଜ୍ଞାନ ଏବଂ ତୃତୀୟ ଖଣ୍ଡ ଖାଇବା ପରେ ଭବିଷ୍ୟତର ଜ୍ଞାନ ପାଇଥିଲେ ଏହି କାରଣ ହେଉଛି ସହଦେବ ପାଞ୍ଚ ଭାଇଙ୍କ ମଧ୍ୟରୁ ସବୁଠାରୁ ଜ୍ଞାନୀ ଥିଲେ ଏବଂ ଏହା ତାଙ୍କୁ ଭବିଷ୍ୟତର ଘଟଣା ଦେଖିବାର ଶକ୍ତି ମଧ୍ୟ ଦେଇଥିଲା ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ସେ ଏକା ମାତ୍ର ବ୍ୟକ୍ତି ସହଦେବ ଯିଏକି ଭବିଷ୍ୟତର ମହା ଭାରତ ଯୁଦ୍ଧ ବିଷୟରେ ସମସ୍ତ ତଥ୍ୟ ଜାଣିଥିଲେ |
ଶ୍ରୀକୃଷ୍ଣ ଭୟ କରୁଥିଲେ ଯେ ସହଦେବ ଏହି ସବୁ କଥା ଅନ୍ୟ ମାନଙ୍କୁ କହି ପାରନ୍ତି ତେଣୁ ଶ୍ରୀକୃଷ୍ଣ ସହଦେବ ଙ୍କୁ ଅଭିଶାପ ଦେଇଥିଲେ ଯେ ଯଦି ସେ ଏପରି କରନ୍ତି ତେବେ ସେ ମରିଯିବେ ଏହି ପରି ଭାବରେ ପାଣ୍ଡୁ ଙ୍କର ଇଚ୍ଛା ପୂରଣ ହେଲା ଆଉ ତାଙ୍କ ପୁତ୍ର ମାନେ ତାଙ୍କ ମୃ-ତ ଶରୀରର ମାଂ-ସ ଖା-ଇଥିଲେ ଏହି ଘଟଣା ବିଷୟରେ ଆପଣମାନେ ଆଗରୁ ଜାଣିଥିଲେ କି ନାହିଁ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ |