ନମସ୍କାର ଦର୍ଶକବନ୍ଧୁ ୱେଷ୍ଟନଡିଜ ବିପକ୍ଷରେ କୋହଲି ରଚିବେ ଇତିହାସ କୋହଲି ଭାଙ୍ଗିଦେବେ ସଚିନଙ୍କ ରେକର୍ଡ କୋହଲିଙ୍କୁ ଦରକାର ଆଉ ମାତ୍ର ଗୋଟିଏ ଶତକ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ୱେଷ୍ଟନଡିଜ ମଧ୍ୟରେ ତିନୋଟି ନୂଆ ୱାନ ଡେ ସିରିଜ ମୁକାବିଲା ପ୍ରଥମେ ମ୍ୟାଚ ବର୍ବଦାସ ରେ ଖେଳାଯିବ ଟେଷ୍ଟ ପରେ ୱାନ ଡେ ସିରିଜ ରେ ମଧ୍ୟ ଭାରତୀୟ ଦଳ ଧମାଲ କରିବା ମନ ବୃତ୍ତି ରହିବ ଏହି ମ୍ୟାଚରେ ଭେଟେରିଆନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ସମେତ ଅନେକ ଖେଳାଳିଙ୍କୁ ରେକର୍ଡ ସୃଷ୍ଟି କରିବାରେ ଏବଂ ଭାଙ୍ଗିବାରେ ଦେଖିବାକୁ ମିଳିବ |
କୋହଲି ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଚାହୁଁଛନ୍ତି କୋହଲିଙ୍କୁ ଏକ ଶତକୀୟ ଇନିଂସ ଦରକାର ଏହା ପରେ ସେ ୱାନ ଡେ କ୍ରିକେଟରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଙ୍କ ବଡ଼ ରେକର୍ଡକୁ ଧ୍ବଂସ କରିଦେବେ କହି ରଖିବୁ ଯେ କୋହଲି ଏପର୍ଯ୍ୟନ୍ତ 274 ଟି ଦିନିକିଆ ଖେଳିଛନ୍ତି ସେହି ସମୟ ମଧ୍ୟରେ 265 ଇନିଂସରେ 12 ,898 ରନ କରିଛନ୍ତି ୱାନ ଡେରେ 13,000 ରନ ପୂରଣ କରିବାକୁ କୋହଲି ଙ୍କୁ ଆଉ 102 ରନ ଆବଶ୍ୟକ ଯଦି ଆଗାମୀ ମ୍ୟାଚରେ କୋହଲି ରନ ସ୍କୋର କରି ସଫଳ ହୁଅନ୍ତି |
ତେବେ ସେ 13,000 ୱାନ ଡେ ରନ କରିବାରେ ଦ୍ରୁତତମ ଖେଳାଳି ହେବେ ଏହି ରେକର୍ଡ ବର୍ତ୍ତମାନ ସଚିନ ଙ୍କ ନାମରେ ପଞ୍ଜିକୃତ ହେଉଛି 321 ଟି ଇନିଂସରେ 13,000 ରନ କରିଥିଲେ ୱେଷ୍ଟନଡିଜ ସିରିଜରେ କୋହଲି ସଚିନଙ୍କୁ ଅତିକ୍ରମ କରିବାରେ ବିଫଳ ହେଲେ ମଧ୍ୟ ତାଙ୍କୁ 50 ରୁ ଅଧିକ ଇନିଂସ ରେ ସଫଳତା ହାସଲ କରିବାର ସୁଯୋଗ ମିଳିବ |
କୋହଲି ୱାନ ଡେରେ 12,000 ରନ ପୂରଣ କରିଥିବା ଖେଳାଳି ଅଟନ୍ତି ଉଲେଖନୀୟ କଥା ହେଉଛି ଯେ ଚାରିଜଣ ୱାନ ଦେ କ୍ରିକେଟ ରେ 13,000 ରୁ ଅଧିକ ରନ କରିଛନ୍ତି କୋହଲି ପଞ୍ଚମ ହେବେ ସଚିନ ଙ୍କ ତାଲିକାରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ରିକି ପେଣ୍ଟିଙ୍ଗ ,ଶ୍ରୀଲଙ୍କାର ପୂର୍ବତନ ଉଇକେଟ କିପର କୁମାର ସାଙ୍ଗାକାର ଏବଂ ଶ୍ରୀଲଙ୍କାର ପୂର୍ବତନ ଓପନର ଜଇସୂରିୟା ଅଛନ୍ତି