ହେଲୋ ଫ୍ରେଣ୍ଡ୍ ଦୁର୍ଯୋଧନ ଙ୍କ ମୃ-ତ୍ୟୁ – ପରେ ତାଙ୍କର ପତ୍ନୀ ଭାନୁମତି ଙ୍କର କଣ ହେଲା ଦୁର୍ଯୋଧନ ଙ୍କର ଅଧର୍ମ କାରଣରୁ ଦ୍ୟାପାର୍ ଯୁଗରେ କୁରୁ କ୍ଷେତ୍ରରେ ଯୁଦ୍ଧ ହୋଇଥିଲା ଏହି ଯୁଦ୍ଧରେ ପ୍ରାୟ ସମସ୍ତ କୌରବ ମାନେ ମୃ-ତ୍ୟୁ – ବରଣ କରିଥିଲେ ଆଉ ସର୍ବ ଶେଷରେ ଦୁର୍ଯୋଧନ ଙ୍କର ମୃ-ତ୍ୟୁ – ହୋଇଥିଲା ତାଙ୍କର ପତ୍ନୀଙ୍କର ନାମ ଭାନୁମତି ଥିଲା ଦୁର୍ଯୋଧନ ଙ୍କ ମୃ-ତ୍ୟୁ – ପରେ ଭାନୁମତି ଙ୍କର କଣ ହୋଇଥିଲା ପାଣ୍ଡବ ମାନେ ତାଙ୍କର ଶତ୍ରୁ ଦୁର୍ଯୋଧନ ଙ୍କ ପତ୍ନୀଙ୍କ ସହିତ କଣ କରିଥିଲେ ତେବେ ମହାଭାରତର ମୂଲ ଗ୍ରନ୍ଥରେ ଆପଣମାନେ ଦୁର୍ଯୋଧନ ଙ୍କ ବିଷୟରେ ଅନେକ କଥା ଶୁଣିଥିବେ ବା ଟିଭି ରେ ମଧ୍ୟ ଦେଖି ଥିବେ କିନ୍ତୁ ମହାଭାରତରେ ଦୁର୍ଯୋଧନଙ୍କ ପତ୍ନୀଙ୍କ ବିଶେଷ କିଛି ବର୍ଣ୍ଣନା କରାଯାଇଛି |
କେବଳ 3 ଥର ଉଲ୍ଲେଖ କରାଯାଇଛି ପୁଣି ସେଥିରେ ତାଙ୍କର ନାମ ନିଆ ଯାଇନାହିଁ ମହାଭାରତରେ ଦ୍ରୋପତୀଙ୍କ ପରେ ଭାନୁମତି ହିଁ ସବୁଠାରୁ ସୁନ୍ଦର୍ ସ୍ତ୍ରୀ ଥିଲେ ଭାନୁମତି ଙ୍କର ଜନ୍ମ କଳିଙ୍ଗ ରାଜା ଚିତ୍ରାଙ୍ଗତ ଘରେ ହୋଇଥିଲା ଛୋଟ ବେଳୁ ହିଁ ଭାନୁମତି ବୋହୁତ ସୁନ୍ଦରୀ ସୁଶୀଳା ଥିଲେ ଭାନୁମତି ଯେତେ ବେଳେ ବଡ ହେଲେ ସେ ମାନେ ମାନେ ଅର୍ଜୁନଙ୍କୁ ଭଲ ପାଇବାକୁ ଲାଗିଲେ ଭାନୁମତି ଅର୍ଜୁନଙ୍କୁ ବିବାହ କରିବା ପାଇଁ ଚାହୁଁ ଥିଲେ କିନ୍ତୁ ସେ ନିଜର ମନର କଥା ତାଙ୍କ ପିତାଙ୍କ ସାମ୍ନାରେ କେବେ ପ୍ରକାଶ କରି ପାରିନଥିଲେ ଭାନୁମତି ଯେତେ ବେଳେ ବିବାହ ପାଇଁ ଯୋଗ୍ୟା ହୋଇଗଲେ ସେତେ ବେଳେ ତାଙ୍କ ପିତା ତାଙ୍କ ବିବାହ ପାଇଁ ସୋୟମ୍ବର ର ଆୟୋଜନ କଲେ |
ଏହି ସୋୟମ୍ବର୍ ରେ ଭାଗ ନେବା ପାଇଁ ବୋହୁତ ଦେଶର ରାଜା ମହାରାଜା ଆସିଥିଲେ ଏଥିରେ ଶିଶୁପାଳ ଜରାସନ୍ଧ ରୁକ୍ମି ଦୁର୍ଯୋଧନ ତାଙ୍କ ବନ୍ଧୁ କର୍ଣ୍ଣ ମଧ୍ୟ ଆସିଥିଲେ ଭାନୁମତି ଅର୍ଜୁନଙ୍କୁ ଅପେକ୍ଷା କରିଥିଲେ ହେଲେ ଅର୍ଜୁନ ଶୋୟମ୍ବର୍ କୁ ଆସି ନଥିଲେ ତାହାପରେ ଭାନୁମତି ମାନକୁ ବୁଝାଇ ହାତରେ ବରଣ ମାଳା ଧରି ସଭାରେ ଉପସ୍ଥିତ ରହିଲେ ଦୁର୍ଯୋଧନ ଭାନୁମତି କୁ ଦେଖି ମୋହିତ ହୋଇ ଯାଇଥିଲେ ଭାନୁମତି ବରଣ ମାଳା ଧରି ପ୍ରତ୍ୟେକ ରାଜାଙ୍କ ପାଖକୁ ଯାଉଥିଲେ ଓ ଆଗକୁ ବଢ଼ି ଯାଉଥିଲେ ଏହି ଭଳି ଭାବରେ ଭାନୁମତି ଦୁର୍ଯୋଧନ ଙ୍କ ପାଖକୁ ଗଲେ ତାଙ୍କୁ ଦେଖିଲେ କିନ୍ତୁ ବରଣ ମାଳା ନଦେଇ ଆଗକୁ ଚାଲି ଗଲେ ସେଥିରେ ଦୁର୍ଯୋଧନ ଏହାକୁ ନିଜର ଅପମାନ ବୋଲି ଭାବିଲେ |
ଦୁର୍ଯୋଧନ ବଳ ପୂର୍ବକ ନିଜ ବେକରେ ବରଣ ମାଳା ପକାଇ ଦେଲେ ଦୁର୍ଯୋଧନ ଙ୍କର ଏହି କାର୍ଯ୍ୟକୁ ସଭାରେ ଉପସ୍ଥିତ ଥିବା ଅନ୍ୟ ରାଜା ମନେ ଘୋର ବିରୁଦ୍ଧ କଲେ ଆଉ ଦୁର୍ଯୋଧନ ଙ୍କ ସହିତ ସମସ୍ତ ରାଜା ଯୁଦ୍ଧ କରିବା ପାଇଁ ଆଗକୁ ଆସିଲେ କର୍ଣ୍ଣ ଦୁର୍ଯୋଧନ ଙ୍କ ରକ୍ଷା କବଚ ହୋଇ ସମସ୍ତ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କଲେ ଏହାପରେ କର୍ଣ୍ଣ ଙ୍କ ସହାୟତାରେ ଦୁର୍ଯୋଧନ ଭାନୁମତି ଙ୍କୁ ଅପହରଣ କରି ନେଲେ ଭାନୁମତି ଙ୍କ ର ଜଣେ ସାଙ୍ଗ ଥିଲେ ସୁପ୍ରିୟା ଯେତେ ବେଳେ ଦୁର୍ଯୋଧନ ଭାନୁମତି କୁ ତାଙ୍କ ସାଙ୍ଗରେ ଆଣିଲେ ସେତେ ବେଳେ ସୁପ୍ରିୟା ମଧ୍ୟ ଭାନୁମତି ଙ୍କ ସହିତ ଆସିଲେ ହସ୍ତିନା ପୁର ଆସିଲା ପରେ ଦୁର୍ଯୋଧନ ଭାନୁମତି ଙ୍କ ସହିତ ଓ କର୍ଣ୍ଣ ସୁପ୍ରିୟା ଙ୍କ ସହିତ ଗୋଟିଏ ବିବାହ ମଣ୍ଡପ ରେ ବିବାହ କରି ନେଲେ |
ବିବାହ ପରେ କର୍ଣ୍ଣ ଓ ଭାନୁମତି ବୋହୁତ ଭଲ ସାଙ୍ଗ ହୋଇଯାଇଥିଲେ ସମୟ ବିତି ଚାଲିଲା ଦୁର୍ଯୋଧନ ଙ୍କ ର 2 ଟି ସନ୍ତାନ ମଧ୍ୟ ଥିଲେ ଗୋଟିଏ ପୁତ୍ର ଲକ୍ଷ୍ମଣ ଓ କନ୍ୟା ଲକ୍ଷ୍ମଣା ଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ଦୁର୍ଯୋଧନ ଙ୍କ ପୁତ୍ର ଲକ୍ଷ୍ମଣ ଅର୍ଜୁନଙ୍କ ପୁତ୍ର ହାତରେ ମୃ-ତ୍ୟୁ – ବରଣ କରିଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ଶେଷରେ ଯେତେ ବେଳେ ଭୀମ ଦୁର୍ଯୋଧନ ଙ୍କର ବଧ କରିଥିଲେ ସେତେ ବେଳେ ବିଧବା ହୋଇଯାଇଥିବା ଭାନୁମତି ଅର୍ଜୁନଙ୍କୁ ପୁଣି ଥରେ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କୁହାଯାଏ କି ଦ୍ଵାପର ଯୁଗରେ ଏହା ମାନ୍ୟତା ଥିଲା କି ବିବାହ କରିବା ଦ୍ୱାରା ଦୁଇ ପକ୍ଷଙ୍କ ମଧ୍ୟରେ ଥିବା ଶତ୍ରୁତା ଦୂର ହୋଇ ଯାଇଥାଏ ଭାନୁମତି ଚାହିଁଥିଲେ କି କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ଥିବା ଶତ୍ରୁତା ସବୁ ଦିନ ପାଇଁ ଦୁର ହୋଇଯାଉ ଭାନୁମତି ପୁରା ପରିବାରକୁ ଏକାଠି ଯୋଡି ରଖିବାକୁ ଚାହୁଁଥିଲେ ତେଣୁ ଅର୍ଜୁନ ଭାନୁମତି ଙ୍କ ପ୍ରସ୍ତାବ କୁ ସିକ୍ୟାର କରିଥିଲେ ଏବଂ ଭାନୁମତି ଙ୍କୁ ତାଙ୍କର ପତ୍ନୀ ଭାବରେ ଗ୍ରହଣ କରିଥିଲେ |