ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଦୁନିଆର ସବୁଠାରୁ ଦୁଇଟି ଶକ୍ତି ଶାଳୀ ରାଶି ବିଷୟରେ ସେ କେଉଁ ଦୁଇଟି ରାଶି ଯିଏ କି ଅତ୍ୟନ୍ତ ଶକ୍ତିଶାଳୀ ଅଟନ୍ତି ଏମାନଙ୍କ ସେମାନଙ୍କ ଭାଗ୍ୟ ନିର୍ଦିଷ୍ଟ ରୂପରେ ନିର୍ଧାରିତ ହୋଇଥାଏ ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଜନ୍ମ ନେଇଥିବା ବେଳେ ତାର ଭାଗ୍ୟକୁ ସାଙ୍ଗରେ ନେଇକି ଆସି ଥାଆନ୍ତି ଯାହା ତାଙ୍କର ପୂର୍ବରୁ କର୍ମ ଦ୍ୱାରା ନିର୍ଧାରିତ ହୋଇଥାଏ ସେଥିପାଇଁ କିଛି ବ୍ୟକ୍ତି ରାଜଯୋଗ କରନ୍ତି ବା ରାଜଯୋଗରେ ଜନ୍ମ ନେଇ ଥାଆନ୍ତି ଆଉ କିଛି ବ୍ୟକ୍ତି ଦରିଦ୍ରତା ଭୋଗ କରି ଥାଆନ୍ତି ଏବଂ ତାଙ୍କ ଜୀବନରେ ଦାରିଦ୍ରତା ଲାଗି ରହିଥାଏ |
ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ଗୋଟି ରାଶିର ବ୍ୟକ୍ତିତ୍ୱ ର ସ୍ଵଭାଵ ବ୍ୟକ୍ତିତ୍ୱ ଭିନ୍ନ ହୋଇଥାଏ ତେବେ ଦର୍ଶକବନ୍ଧୁ ଡେରି ନକରି ଆସନ୍ତୁ ଜାଣିବା ଦୁଇଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଏମାନଙ୍କ ଉପରେ ପ୍ରଭୁ ଶିବ ଶଙ୍କରଙ୍କ କୃପା ସର୍ବଦା ଲାଗି ରହିବ |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୁଇଟି ରାଶି ଭଗବାନ ଶିବଙ୍କର ଆରାଧ୍ୟ ଅଟନ୍ତି ଏହି କାରଣରୁ ଏହି 2 ଗୋଟି ରାଶିଙ୍କର ଭାଗ୍ୟ ଦୁର୍ଭାଗ୍ୟରୁ ସୌଭାଗ୍ୟକୁ ପରିଣତ ହୋଇଥାଏ |ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ |
ମେଷ ରାଶି -ମେଷ ରାଶିର ବ୍ୟକ୍ତି ଭଗବାନ ଶିବ ଶଙ୍କରଙ୍କ ଆରାଧ୍ୟ ଅଟନ୍ତି ଏହି କାରଣରୁ ମେଷ ରାଶିର ବ୍ୟକ୍ତିମାନଙ୍କ ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ରହିନଥାଏ କୌଣସି ନା କୌଣସି ଉପାୟରେ ଏମାନଙ୍କ ସମସ୍ୟାର ସମାଧାନ ହୋଇଥାଏ ତାହା ସହିତ ଏମାନେ କର୍ମରୁ ପ୍ରଭାବଶାଳୀ ହେବାରୁ ମଧ୍ୟ କାର୍ଯ୍ୟରେ ସିଦ୍ଧ ସଫଳତା ମଧ୍ୟ ମିଳିଥାଏ ଏମାନେ ନିଜ ପ୍ରଚେଷ୍ଟାରେ ସବୁ କିଛି ହାସଲ କରି ଥାଆନ୍ତି ଏବଂ ଏମାନଙ୍କ ଜୀବନରେ ଯେତେ ଦୁଃଖ ଥିଲେ ମଧ୍ୟ ସବୁ ଦୁଃଖକୁ ଏମାନେ ଭୁଲି ହସ ଖୁସିରେ ଜୀବନ ଅତି ବାହିତ କରନ୍ତି କାହିଁକିନା ଏମାନେ ଜୀବନକୁ ଠିକ ଭାବରେ ବୁଝି ପାରନ୍ତି ଏବଂ ଏମାନେ ଈଶ୍ୱର ବିଶ୍ୱାସୀ ମଧ୍ୟ ହୋଇଥାଆନ୍ତି ଏହା ସହିତ କର୍ମଯୋଗୀ ମଧ୍ୟ ହୋଇଥାଆନ୍ତି ଏମାନେ ପ୍ରତ୍ୟକ କର୍ମକୁ ନିଜର କର୍ମ ଭାବି କରି ଥାଆନ୍ତି ତାହା ସାମାଜିକ କର୍ମ ହେଉ କିମ୍ବା ପାରିବାରିକ କର୍ମ କିମ୍ବା ଚାକିରୀ କ୍ଷେତ୍ରରେ ହେଉ |ସେଥିପାଇଁ ଏମାନେ ସବୁ କ୍ଷେତ୍ରରେ ସଫଳତା ଲାଭ କରି ଥାଆନ୍ତି |
ଧନୁ ରାଶି -ଧନୁ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୃହସ୍ପତି ଯିଏ କି ଗ୍ରହମାନଙ୍କ ରାଜା ଅଟନ୍ତି ଏହା କାରଣରୁ ଅନ୍ୟ ଗ୍ରହମାନଙ୍କ ଖରାପ କାରଣ ଏହି ଗ୍ରହ ଉପରେ ପଡ଼ିନଥାଏ ଏହି ରାଶିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏହା ସହିତ ଧନୁ ରାଶିର ବ୍ୟକ୍ତିମାନେ ଖୁବ ପ୍ରଭାବଶାଳୀ ହେବା ସହିତ ଧନ କିମ୍ବା ଯଶ ବା ବହୁତ ପ୍ରଭାବଶାଳୀ ହୋଇଥାଆନ୍ତି ଏବଂ ମାନ ସମ୍ମାନ ଧନ ଯଶ ସବୁ କିଛି ଅର୍ଜନ କରିଛନ୍ତି ଏମାନେ ଭଗବାନ ଭୋଳା ଶଙ୍କରଙ୍କ ଅନୁସରଣ ଗାମୀ ହୋଇଥାଆନ୍ତି ଏମାନେ ଭଗବାନ ବା ଭୋଳାସରଣ ଙ୍କ ଅନୁସରଣ ହୋଇ ମଧ୍ୟ ଏମାନଙ୍କ ଜୀବନରେ ମଧ୍ୟ ଏମାନଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ ଏବଂ ଏମାନଙ୍କ ଉପରେ ପ୍ରଭୁ ଶଙ୍କରଙ୍କ କୃପା ଦୃଷ୍ଟି ମଧ୍ୟ ରହିଥାଏ |