ବାଇକ ଚାଳକଙ୍କ ପାଇଁ ସରକାର ନେଲେ ଏଭଳି ବଡ଼ ନିଷ୍ପତି ,ଅଗଷ୍ଟ 1 ତାରିକ ପୂର୍ବରୁ କରି ନିଅନ୍ତୁ ଏହି କାମ ନେହେଲେ ଗଣିବେ ମୋଟା ଆକାର ଜୋରିମାନା

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଟ୍ରାଫିକ ନିୟମକୁ ନେଇ ଆସିଲା ଆଉ କିଛି ବଡ଼ ଅପଡେଟ ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ଆସନ୍ତା ଅଗଷ୍ଟ 1 ତାରିକରୁ ଜାଞ୍ଜ ହେବ କଢ଼ାକଢି ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା ଜୋରିମାନା ଲାଗିବ କେଉଁଥିରେ କେତେ ଆପଣ ମଧ୍ୟ ଜାଣିପାରିବେ |ରାସ୍ତାରେ ବେଆଇନ ଭାବରେ ଗାଡ଼ି ଚଲାଉଥିଲେ ସାବଧାନ କାରଣ ଆସନ୍ତା ଅଗଷ୍ଟ ପହିଲାରୁ ଗାଡ଼ିର ସମସ୍ତ କାଗଜ ପତ୍ର ଜାଞ୍ଜକୁ ଜୋରଦାର କରିବାକୁ ଯାଉଛି |

ପରିବହନ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଏବେ ପ୍ରାୟ 25,00,000 ଗାଡ଼ି ବିନା ଇନ୍ସୁରାନ୍ସରେ ଗଡୁଥିବା ବେଳେ ପାଖା ପାଖି 7,00,000 ଗାଡ଼ି ବିନା ପଲୁସନ ସାର୍ଟିଫିକେଟ ରେ ଚାଲୁଚି ଏହି ଭଳି ଅମାନ୍ୟ ଙ୍କୁ ଧରିବା ପାଇଁ ଆସନ୍ତା 1 ତାରିକରୁ ପୁଣି ଥରେ ଚେକିଙ୍ଗ ଅଭିଯାନ ଜୋରଦାର କରିବାକୁ ନିଷ୍ପତି ନେଇଛି ପରିବହନ ବିଭାଗ | ବିନା ଇନ୍ସୁରାନ୍ସ ରେ ରାଜ୍ୟରେ ଗଡୁଛି 25,00,000 ଗାଡ଼ି ତିନି ଲକ୍ଷ ଯାନ ବାହାନାରେ ଏଯାଏ ଲାଗି ନାହିଁ |

ନମ୍ବର ପ୍ଲେଟ ଆଉ ପଲୁସନ ଫିଟନେସ ସାର୍ଟିଫିକେଟ କଥା ଆଦୌ ନକହିବା ଭଲ ବାରମ୍ବାର ଡେଡ଼ ଲାଇନ ମଝିରେ ଧର ପକଟ ସଚେତନତା ଅଭିଯାନ ଓ ଚେତାବନୀ ପରେ ମଧ୍ୟ ବେଧଡକ ବୁଲୁଛନ୍ତି ଅମାନ୍ୟ ଗାଡ଼ି ଚାଳକ ଏସବୁକୁ ଦୃଷ୍ଟିରେ ରଖି ଅଗଷ୍ଟ 1 ତାରିକରୁ ରାସ୍ତାରେ ଯାନ ବାହାନ ଯାଞ୍ଜ ପ୍ରକ୍ରିୟାକୁ ବ୍ୟାପକ କରି ନିଷ୍ପତି ନେଇଛି ପରିବହନ ବିଭାଗ |

ତେବେ ମଟର ଭେଇକିଲ ଆକ୍ଟ 1988 ର ଧାରା 46 ଅନୁସାରେ ବିନା ଇନ୍ସୁରାନ୍ସ ରେ ରାସ୍ତାରେ ଗାଡ଼ି ଚଳାଇଲେ ପ୍ରଥମଥର ପାଇଁ 2,000 ଟଙ୍କା ଓ ଦ୍ୱିତୀୟ ଥର ଧରିଲେ 4,000ଟଙ୍କା ପ୍ରାବଧାନ ରହିଛି |କିନ୍ତୁ ଚେକିଙ୍ଗ ଅଭାବରୁ

ଏଭଳି ଅମାନ୍ୟ ଧରା ପଡ଼ୁ ନଥିବାରୁ ଆଇନ ପ୍ରତି ଭୟ ରହୁ ନାହିଁ ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ସୂଚନା ଦେଇଛନ୍ତି ହେଲେ ଜାଣି ରଖନ୍ତୁ ଆସନ୍ତା ଅଗଷ୍ଟ 1 ତାରିକରୁ ଜୋରଦାର ହେବ କଢ଼ାକଢ଼ି ଜାଞ୍ଜ |

Leave a Reply

Your email address will not be published. Required fields are marked *