ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଚାଷୀ ମାନଙ୍କ ପାଇଁ ଆସିଲା ଏକ ବହୁତ ବଡ଼ ଖୁସି ଖବର ଯାହାକି ଆଜି ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର 2,000 ଟଙ୍କା ଏମିତିକି ବହୁତ ସାରା ଚାଷୀ ନାମ ଲିଷ୍ଟରେ ଥିଲେ ବି ସେମାନଙ୍କୁ 14 ତମ କିସ୍ତିର ଟଙ୍କା ମିଳିବ ନାହିଁ କଣ ପାଇଁ ମିଳିବ ନାହିଁ ଆଜି ଯେଉଁ ମାନଙ୍କୁ ଆଜି ଟଙ୍କା ମିଳିବ ତାହେଲେ ସେମାନଙ୍କୁ ଆଉ କେବେ ମିଳିବ ସବୁ କିଛି ଅପଡେଟ ଆସନ୍ତୁ ଜାଣିନେବା ଯେମିତିକି ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନାର 14 ତମ କିସ୍ତିକୁ ନେଇ ଚାଲୁଥିବା ପ୍ରତିକ୍ରିୟାର ଆଜି ଅନ୍ତ ଘଟିବାକୁ ଯାଉଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷକ ମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା 14 ତମ କିସ୍ତି ବାବଦରେ ଦେବ ବୋଲି ଅପଡେଟ ଆସିଛି ତେବେ ଦେଶର ସାଡେ ଆଠକୋଟି କୃଷକଙ୍କୁ ମିଳିବାକୁ ଯାଉଛି 17,00,000 କୋଟି ଟଙ୍କା ଏହି ଯୋଜନାରେ ଦେଶର କୃଷକମାନେ ବାର୍ଷିକ 6,000 ଟଙ୍କା ସହାୟତା ପାଇଛନ୍ତି ଯାହାକି 2,000 ଟଙ୍କା ଲେଖାଏଁ ତିନୋଟି କିସ୍ତିର ଟଙ୍କା ସେମାନଙ୍କୁ ମିଳିଯାଇଥାଏ କିନ୍ତୁ ପିଏମ କିଷାନ ଯୋଜନାର ଅଫିସିଆଲ ୱେବସାଇଟ ରେ ଏହା ସ୍ପଷ୍ଟ କରାଯାଇଛି ଯେ |
ଯଦି ଆପଣ ପିଏମ କିଷାନ ଯୋଜନାରେ E-KYC କମ୍ପ୍ଲିଟି ନ କରିଛନ୍ତି ତାହେଲେ ଆପଣଙ୍କ ଯଦି ପିଏମ କିଷାନ ଯୋଜନାର ନାମ ଅଛି ତାହେଲେ ମଧ୍ୟ ଆପଣ 14 ତମ କିସ୍ତିର ଟଙ୍କା ପାଇପାରିବେ ନାହିଁ ପିଏମ କିଷାନ ଯୋଜନାରେ E-KYC କମ୍ପ୍ଲିଟି କରିଛନ୍ତି |ସେମାନେ ପିଏମ କିଷାନ ଯୋଜନାର ଲାଭ ଉଠାଇ ପାରିବେ ଯାହାକି ଆପଣ ଜାଣି ରଖନ୍ତୁ
ଆଜି ସମସ୍ତଙ୍କୁ ଟଙ୍କା ମିଳିବ ନାହିଁ ଆଜି କିଛି କିଛି ଲୋକଙ୍କୁ ମିଳିବ ଆଉ କିଛି କିଛି ଲୋକଙ୍କୁ ଟଙ୍କା ମିଳିବା ପାଇଁ 2 ରୁ 3 ଦିନ ସମୟ ଲାଗିବ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣଙ୍କ ଯଦି ସବୁ କିଛି ଠିକ ଠକ ଅଛି ଆପଣ E-KYC କରି ଦେଇଛନ୍ତି ତାହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଇସା ଆସିଯିବ |