ଶୁଭିଲାଣି ଭୈରବୀ ରଡ଼ି ସତ ହେଲା ମାଳିକା,ଏବେ କଳିର ବିନାଶ ସୁନିଶ୍ଚିତ ହୋଇଯାଆନ୍ତୁ ସାବଧାନ ,ହେ ପ୍ରଭୁ ଏଥର ରକ୍ଷା କର

ନମସ୍କାର ଦର୍ଶକବନ୍ଧୁ ମହାପୁରୁଷ ମାଳିକାରେ ବର୍ଣ୍ଣନା କରୁଛନ୍ତି ଆଗକୁ କାଳବେଳ ଆସୁଛି ଯେଉଁ ବେଳରେ 7 ଦିନ ଅନ୍ଧାର ହୋଇ ରହିବ ମହାପୁରୁଷ କହିଲେ ବେଳୁ ସଡ଼ ଚକ୍ର ଏବେ କର ମାନେ ବିପଦ ଆସିବା ପୂର୍ବରୁ ହୋଇଯାଅ ଭଲ ମାର୍ଗରେ ଚାଲ ଭୈରବୀ ଦବ ଡାକ ଚମକିଯିବ ସାରା ମୁଲକ ଲୋ ଜାଇ ଫୁଲ ଦର୍ଶକବନ୍ଧୁ ଖୁବ ଶୀଘ୍ର ଭୈରବୀ ଦେବେ ଡାକ ସାରା ବିଶ୍ୱ ଥରି ଉଠିବ ସବୁଆଡ଼େ ଖାଲି ହା ହା କାର ପଡ଼ିଯିବ ସେହି ସମୟରେ ନଷ୍ଟ ହୋଇଯିବ ପାପୀମାନେ ଯେଉଁମାନେ ପରର ଅନିଷ୍ଟ କରୁଥିବେ |

ଆଉ ପରର ଧନକୁ ଲୋଭ କରୁଥିବେ ଏମିତି ଅନେକ ପାପୀ ନଷ୍ଟ ହୋଇଯିବେ ଲାଗିବ ମହାସମର ଦେଶ ଦେଶ ମଧ୍ୟରେ ଅଧିକ ଯୁଦ୍ଧ ସୃଷ୍ଟି ହେବ ଦେଶ ଦେଶ ମଧ୍ୟରେ ଅନେକ ଯୁଦ୍ଧ ଲାଗି ମାଟିରେ ମିଶିଯିବେ ଆଉ ବଡ଼ ବଡ଼ ରାଷ୍ଟ୍ର ଖୁବ ଶୀଘ୍ର ତୁର୍କୀ ଭାରତକୁ ଆସିବ ଭାରତକୁ ଆସି ହାଁ ଘାଟ କରାଇବ|ଦର୍ଶକବନ୍ଧୁ ଆଗକୁ ତୁର୍କୀ ଭାରତ ସହିତ ଯୁଦ୍ଧ କରିବ ଆଉ ଭାରତକୁ ଆସି ହାଁ ଘାଟ କରାଇବ |

ସେହି ସମୟରେ ଭାରତ ସହିତ ତୁର୍କୀର ଘମା ଘମ ଲଢେଇ ହେବ ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରା-ଣ ହା-ରି-ବେ |ଦର୍ଶକବନ୍ଧୁ ମହାପୁରୁଷ କରିନେଇଥିବା ଭବିଷ୍ୟ ବାଣୀ ଆଜି ଗୋଟିଏ ପରେ ଗୋଟିଏ ସତ୍ୟ ହେବାରେ ଲାଗିଛି ସବୁ ସତ ହେଉଛି ଆଗକୁ ମଧ୍ୟ ସତ ହେବ ଓଡ଼ିଶାର କଟକରୁ ଚୌଦ୍ୱାର ଜାଇଫୁଲ ବହିବ ର-କ୍ତ ପୁଣ୍ୟ ମହାପୁରୁଷ କହିଲେ |

କଳି ଶେଷରେ କଟକରେ ର-କ୍ତ ନଦୀ ବହିବ ମାନେ ଘମା ଘଟ ଯୁଦ୍ଧ ହେବ ସେହି ଯୁଦ୍ଧରେ ର-କ୍ତ-ର ନଦୀ ବଢିବ ଲୋକେ ନିଜ ନିଜ ଭିତରେ ମାଡ଼ ଖାଇ ମା-ରି-ବେ ଜଵରା ଠାରୁ ଜଟଣୀ ପର୍ଯ୍ୟନ୍ତ ଯୁଦ୍ଧ ମଧ୍ୟ ଲାଗି ରହିବ କଳି ଶେଷରେ ଓଡ଼ିଶାରେ ଘମାଘମ ଯୁଦ୍ଧ ଲାଗି ରହିବ ଜାଗା ଫଳ ସ୍ୱରୂପ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯିବ |

Leave a Reply

Your email address will not be published. Required fields are marked *