ହେଲୋ ଫ୍ରେଣ୍ଡ୍ କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶିର ସବୁ କଷ୍ଟ ଦୁର କରିବେ ପ୍ରଭୁ ମହାଦେବ ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳା ନାଥ କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ ମହା ଦେବହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଏ ଭୋଳା ନାଥ ଯେତେ ବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇ ଥାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇ ଥାଆନ୍ତି ଭଗବାନ ଭୋଳା ନାଥ ବି ମଧ୍ୟ ଶୋଭାବରେ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି |
ମହାଦେବ ତାଙ୍କର ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି ଯାହା ଫଳରେ ଆଜି ରାତିଠାରୁ ଏହି ରାଶି ମାଲା ମାଲ ହେବାକୁ ଯାଇଛନ୍ତି ଭଗବାନ ଭୋଳାନାଥ ଙ୍କର କୃପା ରୁ ଏମାନଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏମାନଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ ଭଗବାନ ଭୋଳା ନାଥଙ୍କ କୃପାରୁ ଏମାନଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ପୁରାଣ ହେବାରେ ଲାଗିବ ଏବଂ ଏମାନଙ୍କର ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେ ସବୁ ମଧ୍ୟ ଦୂର ହୋଇଯିବ |
ଏମାନଙ୍କୁ ଏମାନଙ୍କର ପ୍ରତ୍ୟେକ କାର୍ଯ୍ୟରେ ଏବେ ସଫଳତା ମିଳିବ ଏମାନଙ୍କର ଶତ୍ରୁ ଏମାନଙ୍କ ଠାରୁ ଏବେ ଦୂରରେ ରହିବେ ସମାଜରେ ଏମାନଙ୍କୁ ଲୋକମାନେ ମାନ ସମ୍ମାନ ଦେବେ ବେପାର ବାଣିଜ୍ୟ ଏମାନଙ୍କର ଦୁଇ ଗୁଣା ଜୋରରେ ଆଗକୁ ଆଗକୁ ବଢ଼ିଚାଲିବ ଯେଉଁ ଲୋକମାନେ ବେ ରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରି ମଧ୍ୟ ମିଳି ଯିବ |
ଭୋଳାନାଥ ଙ୍କର କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବା ପାଇଁ ଯାଉଛି ଲୋକମାନେ ଏମାନଙ୍କୁ ସବୁ କଥା ପଚାରି ବୁଝି କାମ କରିବେ ଏମାନଙ୍କର ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢିବାରେ ଲାଗିବ ଭୋଳା ନାଥ ଙ୍କର କୃପାରୁ ଏମାନଙ୍କର ମନରେ ଆତ୍ମବିଶ୍ବାସ ଏବଂ ଉତ୍ସାହ ମଧ୍ୟ ବଢିଯିବ ଏବଂ ପ୍ରେମ ସମ୍ବଦ୍ଧ ଏମାନଙ୍କର ମଧୁର ରହିବ |
ଏମାନଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି ଯେଉଁ ରାଶି ଗୁଡିକର ଆଗାମୀ ସମୟ ଖୁସୀ ପୂର୍ଣ୍ଣ ହେବାକୁ ଯାଉଛି ସେହି ରାଶି ଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି ବୃଷ ରାଶି ଏବଂ ତୁଳା ରାଶି