ଜିଓ ଦେଉଛି ମାଗଣା ଡାଟା ,ଯଦି ଆପଣ ଜିଓ ସିମ ୟୁଜ କରୁଛନ୍ତି ତେବେ ଏହି ସୁଯୋଗର ହାତ ଛଡ଼ା କରନ୍ତୁ ନାହିଁ ପଛରେ ପସ୍ତାଇବେ

ନମସ୍କାର ଦର୍ଶକବନ୍ଧୁ ରିଲିଆନ୍ସ ଜିଓ ଦେଉଛି ମାଗଣା ଡାଟା ଯଦି ଆପଣ ଜଣେ ଜିଓ ସିମ ୟୁଜର ଏବଂ ବ୍ୟବହାର କରୁଛନ୍ତି ତେବେ ଜାଣି ରଖନ୍ତୁ ଜିଓ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଚାଳିଶି ଜିବି ଡାଟା ଆପଣ ପାଇପାରିବେ ମାଗଣା ହେଲେ କିପରି କଣ ରହିଛି ଜିଓର ନୂଆ ଅପଡେଟ ଆସନ୍ତୁ ଜାଣିବା | ପ୍ରଥମ ଥର ଆପଣ ଚାହିଁଲେ ଜିଓର ୱେବସାଇଟ ଆପଣ ଭିଜିଟ କରି ଦେଖିପାରିବେ ଏଠି ଦେଖନ୍ତୁ 219 ଟଙ୍କାରେ ଏକ ପ୍ଲାନ ରହିଛି |

ଯେଉଁଥିରେ ଆପଣ ଏକ୍ସଟ୍ରା ଡାଟା ଡାଟା ଅଫର ଓ଼ର୍ଥ 25 ଟଙ୍କା ରହିଛି ଯାହାକି ମିଳିଯାଉଛି ରଚାର୍ଜ କଲେ ଠିକ ସେପରି ଆପଣ ଯଦି 999 ଟଙ୍କା ରିଚାର୍ଜ କରୁଛନ୍ତି ଦେଖନ୍ତୁ ଏକ୍ସଟ୍ରା ଡାଟା ଅଫର 40 GB ମୋର ଡାଟା ଯାହା ଆପଣଙ୍କୁ ମିଳିଯାଉଛି ଯେଉଁଥିରେ ଆପଣ 44 ଦିନର ଭ୍ୟାଲିଡିଟି 242 ଜିବି ଡାଟା 2 ଜିବି ପର ଡେ ଅନଲିମିଟେଡ ଭଏସ କଲିଙ୍ଗ SMS ପରଡେ |

ଏମିତିକି ଏଥିରେ ଜିଓ ଟିଭି ଜିଓ ସିନେମା ଜିଓ କ୍ଲାଉଡ଼ ଭଳି ସବସ୍କ୍ରାଇବର ପ୍ୟାକ ମଧ୍ୟ ମିଳିଯାଉଛି ଏହା ଛଡ଼ା ଆପଣ ଯଦି 399 ଟଙ୍କା ରିଚାର୍ଜ କରୁଛନ୍ତି ତେବେ ଏଥିରେ ଡାଟା ଅଫର ଆପଣଙ୍କୁ 61 ଟଙ୍କାରେ ମିଳୁଛି |

ମାତ୍ର 28 ଦିନ ଭେଲିଡିଟି 90 ଜିବି ଡାଟା ଥ୍ରୀ ଜିବି ପର ଡେ ଜିଓ ସିନେମା ,ଜିଓ କ୍ଳାଉଡ଼ ଭଳି ସବୁ ଅଫର ମଧ୍ୟ ମିଳୁଛି |ତେବେ ଖାସ କରି ଏହି ତିନୋଟି ପ୍ଲାନରେ ଆପଣ ଯଦି ରିଚାର୍ଜ କରୁଛନ୍ତି ଆପଣଙ୍କୁ ଏକ୍ସଟ୍ରା ବେନିଫିଟ ମଧ୍ୟ ମିଳି ଯାଉଛି |

Leave a Reply

Your email address will not be published. Required fields are marked *