ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁଯାଇ ଆସୁଛି ବଡ଼ ବାତ୍ୟା 12 ରାଜ୍ୟରେ ଭୀଷଣ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି ଏନେଇ ଆପଣ ଆଲର୍ଟ ରୁହନ୍ତୁ କେଉଁ କେଉଁ ଜିଲ୍ଲାରେ କେତେ ପ୍ରତିଶତ ବର୍ଷା ହେବ କେଉଁ ଜିଲ୍ଲାରେ ଏହାର ପ୍ରଭାବ ଅଧିକରୁ ଅଧିକ ରହିବ ତାହା ନେଇ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ସୂଚନା ଅନୁସାରେ ଆସୁଛି ଏକ ବଡ଼ ବାତ୍ୟା ଏହି ବାତ୍ୟା ଫଳରେ ଦେଶର 12 ଟି ରାଜ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇପାରେ ଦେଶର ମୌସୁମୀ ଏବେ ତୀବ୍ର ରୂପ ନେଇଛି |
ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି ଏହି ଘୁର୍ଣ୍ଣି ବଳୟ ବାତ୍ୟାର ରୂପ ନେଇପାରେ ଯଦି ଏହା ବାତ୍ୟାର ରୂପ ନିଏ ଏହାର ପ୍ରଭାବରେ ରାଜ୍ୟରେ 12 ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି | ପାଣିପାଗ ବିଜ୍ଞାନ କହିଛି ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣି ବାଳୟ ସୃଷ୍ଟି ହୋଇଛି ଏହା ପଶ୍ଚିମ କେନ୍ଦ୍ରୀୟ ଉପକୂଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି |
ଏହା ସମୁଦ୍ର ପତନ ଠାରୁ 5.8 ରୁ 7.6 କିଲୋମିଟର ଉପରେ ରହିଛି ଏନେଇ ଆନ୍ଦ୍ରପ୍ରଦେଶ ,ତେଲେଙ୍ଗାନା ଏବଂ ଓଡ଼ିଶାରେ କିଛି ଜିଲ୍ଲା ଗୁଡ଼ିକରେ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏହା ସହ ଉତ୍ତର ଭାରତ ପାହାଡ଼ ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏହା ଛଡ଼ା ଉତ୍ତର ଭାରତ ପାହାଡ଼ ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନିମନ୍ତେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି |
ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି | ତେଲେଙ୍ଗାନା ,ଗୋଆ ,ଗୁଜୁରାଟ ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହେଇଛି ଏନେଇ ଆଜି ଓଡିଶା ପଶ୍ଚିମ କେନ୍ଦ୍ରୀୟ ତେଲେଙ୍ଗାନା ଓ ଉତ୍ତର ପଶ୍ଚିମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି |ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଲଘୁଚାପ ବର୍ତ୍ତମାନ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଏହା |
ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ପଶ୍ଚିମ ଏବଂ ତତ ସଂଲଗ୍ନ ଏହା ଆସନ୍ତା କଲି ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି |ଗଜପତି ,ଗଂଜାମ ,ମାଲକାନଗିରି ,କୋରାପୁଟ ଏବଂ ପୁରୀ ଖୋର୍ଦ୍ଧା ,ନବରଙ୍ଗ ପୁର ,ରାୟଗଡ଼ା ,ମୟୁରଭଞ୍ଜ ଏବଂ କଳାହାଣ୍ଡି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି |