ଆସନ୍ତା କାଲି ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର 14 ତମ କିସ୍ତିର ଟଙ୍କା ,ଦେଖନ୍ତୁ ଆପଣଙ୍କ ନାମ ଲିଷ୍ଟରେ ଅଛି ତ

ନମସ୍କାର ଦର୍ଶକବନ୍ଧୁ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଆସନ୍ତା କାଲି ଆସିବାକୁ ଯାଉଛି କିଷାନ ଯୋଜନାର 14 ତମ କିସ୍ତି ବାବଦରେ 2,000 ଟଙ୍କା ହେଲେ ଜାଣି ରଖନ୍ତୁ ଏହି ସମସ୍ତ ଚାଷୀଙ୍କ ଆକାଉଣ୍ଟରେ ଜମା ହେବ ନାହିଁ ଟଙ୍କା ହେଲେ କାହିଁକି କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା | ଆପଣମାନେ ଜାଣିଛନ୍ତି କିଷାନ ଯୋଜନା ଅଧୀନରେ ବର୍ଷକୁ 6,000 ଅର୍ଥାତ ପ୍ରତି କିସ୍ତିରେ 2,000 ଲେଖାଏଁ ତିନୋଟି କିସ୍ତିର ଟଙ୍କା ଆସିଥାଏ |

ତେବେ ଆସନ୍ତା କାଲି ଅର୍ଥାତ ଜୁଲାଇ 27 ତାରିକରେ ଆସିବାକୁ ଯାଉଛି 14 ତମ କିସ୍ତି ବାବଦର 2,000 ଟଙ୍କା ହେଲେ ଏହା ଛଡ଼ା ଦେଖନ୍ତୁ ଏବେ ଏକ ନୋଟିଫିକେସନ ଆସି ଯାଇଛି ମାନନୀୟ ପ୍ରଧାନମନ୍ତ୍ରୀ ଦ୍ୱାରା ଡ଼ିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଅର୍ଥାତ ପିଏମ କିଷାନ ଯୋଜନାର 14 ତମ କିସ୍ତି ଯାହାକି ଆସନ୍ତା କାଲି ଜୁଲାଇ 27 ତାରିକରେ ଆସିବାକୁ ଯାଉଛି |

କିନ୍ତୁ ବଡ଼ ଅପଡେଟ ମୁତାବକ ଏହା ବି ଦେଖନ୍ତୁ E-KYC ଇଜ ମାଣ୍ଡଟେରୀ ଫର ପିଏମ କିଷାନ ରେଜିଷ୍ଟ୍ରେସନ ଫାର୍ମର ଓଟିଭି ବେସଡ E -KYC ଇଜ ଆଭେଲଵଲେ ପିଏମ କିଷାନ ପୋର୍ଟାଲ |ଯଦି ଆପଣ କିଷାନ ଯୋଜନା ପୋର୍ଟାଲରେ E-KYC କରାଇ ନାହାଁନ୍ତି ତାହେଲେ ଆପଣଙ୍କ ଆକାଉଣ୍ଟରେ ଜମା ହେବ ନାହିଁ |

ଆସନ୍ତା କାଲି ଆସିବାର ଥିବା 2,000 ଟଙ୍କା ତେବେ ଯେଉଁମାନେ E-KYC କରାଇ ଦେଇଛନ୍ତି ସେମାନଙ୍କ ଆକାଉଣ୍ଟରେ ଜମା ହୋଇଯିବ ଯଦି ଆପଣ ମଧ୍ୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ମଧ୍ୟ ମୋବାଇଲରେ ଓଟିଭି ମାଧ୍ୟମରେ କରାଇ ପାରିବେ ଯଥା ଶୀଘ୍ର କରାଇ ନିଅନ୍ତୁ ଯଦି ଆପଣ ନ କରିଛନ୍ତି |

Leave a Reply

Your email address will not be published. Required fields are marked *