ନମସ୍କାର ଦର୍ଶକବନ୍ଧୁ ହୀରାକୁଦ ଡ୍ୟାମ ଭାଙ୍ଗିବନି ଏହା ସମ୍ପୂର୍ଣ୍ଣ ମିଛ କଥା 2025 ମସିହାରେ କି 2026 ନୁହେଁ ଏହା କାଲି ନିୟୁଜ ଵାଲା ଡହରା କଥା କହୁଛନ୍ତି ଏପରି କଥା କହୁଛନ୍ତି ଆଜିର ଲୋକମାନେ | ଶିକ୍ଷିତ ,ଅଶିକ୍ଷିତ ,ଯୁବକ ,ଯୁବତୀ ଏହିଭଳି କଥା କହୁଛନ୍ତି ଆମକୁ ହୀରାକୁଦ ଡ୍ୟାମ ଭାଙ୍ଗିବ କି ନାହିଁ ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ |600 ବର୍ଷ ପୂର୍ବରୁ ମହାପୁରୁଷ ଲେଖି ଯାଇଛନ୍ତି ପର୍ବତ ଶିଖରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ ଏହା ଜାଣି ରଖନ୍ତୁ |
ଦର୍ଶକବନ୍ଧୁ ମହାପୁରୁଷ ଅଚ୍ୟୁତାନନ୍ଦ 600 ବର୍ଷ ପୂର୍ବେ ଲେଖିଥିଲେ 313 ଖଣ୍ଡ ମାଳିକା ଏବଂ ତାଙ୍କର ଅନ୍ୟ ସବୁ ଗ୍ରନ୍ଥକୁ ମିଶାଇଲେ 1,00,000 ରୁ ଅଧିକ ହେବେ ଆଉ ହୀରାକୁଦ ବନ୍ଧ ଭାଙ୍ଗିବା ଘଟଣା ମାଳିକାରେ କେଉଁଠି ଲେଖା ନାହିଁ ବୋଲି କେତେକ ଲୋକ ସୋସିଆଲ ମେଡିଆରେ କହୁଛନ୍ତି ତେବେ ସେହି ଲୋକଙ୍କ ଆଜିର ବିଷୟ ବସ୍ତୁ |ମାଳିକାର ଲେଖା ଏହାକୁ ଆମେ ଆମ ମନରେ ଲେଖି ନାହୁଁ ହୀରା ପାରା ଦୁହେଁ ଏକାଠି ହୋଇବେ |
ମୋର ଘନ ପୀଠ ଠାରେ ଦର୍ଶକବନ୍ଧୁ ଏହି ଯେଉଁ ଲେଖା ଏହା ବିଷୟରେ ଭବିଷ୍ୟତ କହିବ ସତ୍ୟ ହେବ କି ମିଥ୍ୟା ହେବ |ମହାପୁରୁଷ ଲେଖିଲେ ହୀରାକୁଦ ବନ୍ଧ ଭାଙ୍ଗି ସବୁ ସମୁଦ୍ର ଲୁଟିବେ ସର୍ବନାଶ ହୋଇଗଲା ବୋଲିଣ ଜାଣିବେ ସେବେଳେ ଚିତ୍ତଲ ମାଛ ,ବଉଳା କୁମ୍ଭୀର ସମୁଦ୍ର ଉଠିଆସି ନିଜେ ତତ୍ପର ସାରଦା ଦର୍ଶନ କରି ଉଭୟେ ଆସିବେ |
ଛତିଆ ବଟରେ ଆସି ପହଁଚି ଜାଣିବେ କୁମ୍ଭୀର ଯେ ଫେରିବ ମାତ୍ର ଚିତ୍ତଳ ମାଛ ଫେରି ଆସିବ ଯୁଗ ଯୁଗ ଏହି ସବୁ କଥା ସତ୍ୟ ହୋଇଯିବ ଅଚ୍ୟୁତା ବଚନ ସତ ହେବ |ପୂର୍ବରୁ ସୂର୍ଯ୍ୟ ପଶ୍ଚିମରୁ ଉଦୟ କିନ୍ତୁ ଅଚ୍ୟୁତା ବଚନ କେବେ ମିଥ୍ୟା ନହୋଇବ |
ହୀରାକୁଦ 2026 ମସିହାରେ ଭାଙ୍ଗିବ ବୋଲି ମହାପୁରୁଷ ସ୍ପଷ୍ଟ ଭାବରେ ଲେଖିଛନ୍ତି ଶ୍ରାବଣ ମାସରେ ଭାଙ୍ଗିବ ଦର୍ଶକବନ୍ଧୁ ଏହି ସବୁ କଥା ଜାଣି ରଖନ୍ତୁ ଏକଥା ମହାପୁରୁଷ ଲେଖିଛନ୍ତି ଯେଉଁଦିନ ହୀରାକୁଦ ଭାଙ୍ଗିବ ସେହିଦିନ ଓଡ଼ିଶାର ୩ଭାଗ ଅଞ୍ଚଳ ସମୁଦ୍ରରେ ମିଶିଯିବ |