ସରକାରଙ୍କ ତରଫରୁ ଖୁସି ଖବର ଆପଣଙ୍କ SBI ରେ ଆକାଉଣ୍ଟ ଅଛି କି ,ପାଇପାରିବେ ଏପରି ସୁବିଧା

ନମସ୍କାର ଦର୍ଶକବନ୍ଧୁ SBI ଅଫ ଇଣ୍ଡିଆ ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆପଣଙ୍କ ଯଦି ଆକାଉଣ୍ଟ ଅଛି ତେବେ ଜାଣି ରଖନ୍ତୁ ଆସିଲା ଆଉ କିଛି ବଡ଼ ଖୁସି ଖବର ଯାହା ଆପଣଙ୍କୁ ମିଳିବାକୁ ଯାଉଛି ଆହୁରି କିଛି ନୂଆ ସୁବିଧା ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଏନେଇ SBI ମଧ୍ୟ ସୂଚନା ଜାରି କରିଛି | ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଏକ ନୂତନ ସୁବିଧା ଦେଉଛି ବର୍ତ୍ତମାନ ଉଭୟ SBI ଏବଂ ଅଣ SBI ଉପଭୋକ୍ତା ବ୍ୟାଙ୍କର ଡିଜିଟାଲ ଆପ ଅର୍ଥାତ ୟୋନ ଆପ ମାଧ୍ୟମରେ ପେମେଣ୍ଟ କରିପାରିବେ ତେବେ ଏଥିପାଇଁ ବ୍ୟାଙ୍କ ୟୋନ ଆପ ମାଧ୍ୟମରେ ପେମେଣ୍ଟ କରିପାରିବେ |

ତେବେ ଏଥିପାଇଁ ବ୍ୟାଙ୍କ ୟୋନର ଏକ ନୂତନ ଭର୍ସନ ଲଞ୍ଚ କରିଛି ଯାହା ବ୍ୟବହାର କରି ଯେକୌଣସି ବ୍ୟାଙ୍କର ଗ୍ରାହକ UPI ପେମେଣ୍ଟ କରିପାରିବେ ବର୍ତ୍ତମାନ ୟୋନୋ ବ୍ୟବହାର କରିବା ପାଇଁ SBI ରେ ଆକାଉଣ୍ଟ ରହିବା ବାଧ୍ୟତାମୂଳକ ନୁହେଁ ତେବେ ଦେଖନ୍ତୁ UPI ପେମେଣ୍ଟ କରିବା ପାଇଁ କେମିତି କରିବେ RD ଏଥିପାଇଁ ମୋବାଇଲରେ ପ୍ରଥମେ ଆପଣ SBI ୟୋନୋ ଆପ ଡାଉନଲୋଡ଼ କରନ୍ତୁ ଏହା ପରେ ନିୟୁ ଟୁ SBI ର ବିକଳ୍ପ ଚୟନ କରନ୍ତୁ ବର୍ତ୍ତମାନ ରେଜିଷ୍ଟର କରନ୍ତୁ |

ଏହା ପରେ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କ ମୋବାଇଲ ନମ୍ବରର ବିକଳ୍ପ ବାଛନ୍ତୁ | ଏହା ପରେ ସଂଖ୍ୟା ଜାଞ୍ଜ ପରେ ଆପଣଙ୍କୁ UPI ଆଇଡି ସୃଷ୍ଟି କରିବାକୁ ପଡ଼ିବ upi ଆଇଡି ସୃଷ୍ଟି ହେବା ପରେ ଆପଣଙ୍କ ବ୍ୟାଙ୍କର ବିକଳ୍ପ ଚୟନ କରନ୍ତୁ ତାପରେ ଆପଣ SBI ପରେ ପଞ୍ଜିକରଣ କରିବାକୁ ପଡ଼ିବ ତାପରେ ଆପଣଙ୍କ ଆକାଉଣ୍ଟ କୁ ଲଗ ଇନ କରିବାକୁ ପଡ଼ିବ ଏବଂ MPIN ସେଟ କରନ୍ତୁମ |

ଏମପିଏନ ସେଟ କରିବା ପରେ ଆପଣ UPI ପେମେଣ୍ଟ ପାଇଁ SBI ୟୋନୋ ବ୍ୟବହାର କରିପାରିବେ | SBI ୟୋନୋ ପାଇଁ ଆପଣ ୟୋନ SBI ଆପ୍ଲିକେସନକୁ ୟୁଜ କରି ଅନଲାଇନ ପେମେଣ୍ଟ ମଧ୍ୟ କରିପାରିବେ ତେବେ ଆପଣଙ୍କ କେଉଁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ଆମକୁ କମେଣ୍ଟ କରି ଜଣାଇବେ |

Leave a Reply

Your email address will not be published. Required fields are marked *